Daily Archives

December 6, 2019

କମ୍ପ୍ୟୁଟର ଦୋକାନରେ ମିଳୁଥିଲା ଗଞ୍ଜେଇ ଓ ଅଫିମ, କଲେଜ ଛାତ୍ରଙ୍କୁ କରାଯାଉଥିଲା ଟାର୍ଗେଟ

ଯାଜପୁର: ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମର ଗନ୍ତାଘର | ଏଭଳି ଏକ ଦୋକାନରେ ଗଞ୍ଜେଇ କାରବାର ହେଉଥିବାର ସୂଚନା ପାଇବା ପରେ ଯାଜପୁର ଟାଉନ ଥାନା ପୁଲିସ ଚଢ଼ାଉ କରିଛି | କଲେଜ ନିକଟରେ କମ୍ପ୍ୟୁଟର ଦୋକାନ ଆଳରେ ଏହାରି ଭିତରେ ବେଆଇନ ଅବକାରୀ କାରବାର କରି କଲେଜ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସକୁ ହେଉଥିଲା ‘ଗାଳି’, ଏବେ ତାହା ପାଲଟିଗଲା…

ହାଇଦ୍ରାବାଦ: ଅପରାଧୀଙ୍କ ବିରୋଧରେ ସାରା ଦେଶରେ ପ୍ରତିଶୋଧର ଯେଉଁ ବହ୍ନି ଜଳୁଥିଲା, ତାକୁ ଲିଭାଇ ଦେଇଛି ସାଇବରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନ । ପୁଲିସର ଏହି ଏନକାଉଣ୍ଟର, ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ କିଛି ମାତ୍ରାରେ ଶାନ୍ତ କରିଛି ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ଭାରତକୁ ୨୦୮ ରନ୍‌ ବିଜୟ ଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ, ହେଟମେୟରଙ୍କ ଅର୍ଦ୍ଧଶତକ

ହାଇଦ୍ରାବାଦ: ସିମ୍‌ରନ୍‌ ହେଟମେୟରଙ୍କ ଅର୍ଦ୍ଧଶତକ (୫୬ ରନ୍‌, ୪୧ ବଲ, ୨ ଚୌକା, ୪ ଛକା) ବଳରେ ୱେଷ୍ଟଇଣ୍ଡିଜ ଶୁକ୍ରବାର ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ୨୦୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଭାରତୀୟ କ୍ରିକେଟ୍‌ ଟିମ୍‌ ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ଶୃଙ୍ଖଳାର…
ଅଧିକ ଖବର ଦେଖନ୍ତୁ...

ନିଜକୁ ସେନା ଅଫିସର କହି ସେନା ଶିବିରରେ ପଶିଲେ ଦୁର୍ବୃତ୍ତ : ୨ଟି ଇନସାସ୍‌ ରାଇଫଲ ଧରି ଫେରାର

ଭୋପାଳ : ନିଜକୁ ସେନା ଅଫିସର କହି ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ମଧ୍ୟପ୍ରଦେଶର ପଞ୍ଚମାଢିସ୍ଥିତ ସେନା କ୍ୟାଣ୍ଟନମେଣ୍ଟରେ ପ୍ରବେଶ କରି ୨ଟି ଇନସାସ୍‌ ରାଇଫଲ ଓ କିଛି ଜୀବନ୍ତ ଗୁଳିନେଇ ଫେରାର ହୋଇଯାଇଛନ୍ତି । ଏହି ଘଟଣା ଜଣାପଡିବାପରେ ପୁଲିସ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରିଛି । ଉକ୍ତ ଦୁଇ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟର୍‌ରେ ଅଭିଯୁକ୍ତମାନଙ୍କୁ ମାରିବା ପରେ ପୁଲିସ୍‌ ହାତରେ ରାକ୍ଷୀ ବାନ୍ଧି ଭାଇ କଲେ ପୀଡ଼ିତା ଦିଶାଙ୍କ ପଡ଼ୋଶୀ

ହାଇଦ୍ରାବାଦ୍‌: ସକାଳୁ ନେଇ ଏବେ ପର୍ଯ୍ୟନ୍ତ ଗଣମାଧ୍ୟମମାନଙ୍କରେ ଦେଖିବାକୁ ମିଳୁଛି ସେଇ ଗୋଟାଏ ଖବର। ତେଲେଙ୍ଗାନା ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ନିହତ ହେଲେ ହାଇଦ୍ରାବାଦ୍‌ର ଚାରି ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ। ପୁଲିସ୍‌ର ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଦେଶରେ ଦୁଷ୍କର୍ମ ଘଟଣା ବଢିବା ପଛରେ ପର୍ଣ୍ଣ ସାଇଟ୍‌ ଦାୟୀ : ନିତିଶ କୁମାର

ଗୋପାଲଗଞ୍ଜ (ବିହାର) : ଦେଶରେ ବଢିଚାଲିଥିବା ଦୁଷ୍କର୍ମ ମାମଲାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ସେ କହିଛନ୍ତି ଯେ ଏସବୁ ଅପରାଧ ବଢିବାର କାରଣ ହେଉଛି ପର୍ଣ୍ଣ ସାଇଟ୍‌ । ପର୍ଣ୍ଣ ସାଇଟ୍‌ ମୋହରେ ପଡି ଯୁବଗୋଷ୍ଠୀ ଏପରି ଅପରାଧ ଘଟାଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନାକଲେ ସଂପର୍କୀୟ, ଅନ୍ତିମ ସଂସ୍କାର କରିପାରେ ପୁଲିସ

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ପୁଲିସ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ତେବେ ଯେଉଁଠାରେ ସେମାନେ ପୀଡିତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ଠିକ୍ ସେହି ସ୍ଥାନରେ ହିଁ ପୁଲିସ ଗୁଳିରେ ଅଭିଯୁକ୍ତ ଆରିଫ୍,  ନବୀନ, ଶିବା ଓ ଚେନାକେଶବୁଲୁର ଜୀବନ…
ଅଧିକ ଖବର ଦେଖନ୍ତୁ...

ପୁରୀ ନାବାଳିକା ଦୁଷ୍କର୍ମ ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ଆଉ ଜଣେ ଏବେ ବି ଫେରାର

ପୁରୀ:  ପୁଲିସ କ୍ୱାର୍ଟସ୍‌ରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କୁମ୍ଭାରପଡ଼ା ପୁଲିସ ଗୁରୁବାର ବିଳମ୍ବିତ ରାତିରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି । ମାତ୍ର ପୁଲିସ ଏପର୍ଯ୍ୟନ୍ତ ଆଉ ଜଣେ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରିପାରି ନାହିଁ । ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନକୁ ବ୍ରହ୍ମଗିରି…
ଅଧିକ ଖବର ଦେଖନ୍ତୁ...

ପୁଣି କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି ରାହୁଲ: ପରୋକ୍ଷ ସୂଚନା ଦେଲେ ଭେନୁଗୋପାଲ୍‌

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଦଳୀୟ ଅଧ୍ୟକ୍ଷ ଭାବେ ଫେରାଇ ଆଣିବାର ଯୋଜନା କରୁଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ହାରିବା ପରେ ରାହୁଲ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ଦେବାର ପ୍ରାୟ ଛଅ ମାସ ପରେ ପୁଣି ଥରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ୱେଷ୍ଟଇଣ୍ଡିଜର ବ୍ୟାଟିଂ ଜାରି

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍‌ ଟିମ୍‌ ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ୱେଷ୍ଟଇଣ୍ଡିଜ ଟିମ୍‌ ବ୍ୟାଟିଂ କରିବାକୁ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ଓହ୍ଲାଇଛି।…
ଅଧିକ ଖବର ଦେଖନ୍ତୁ...