Daily Archives

December 9, 2019

ସାପ ଅଟକାଇଲା କ୍ରିକେଟ୍‌ ମ୍ୟାଚ : ପଡ଼ିଆରେ ସାପ ବୁଲିବା ଯୋଗୁଁ ବିଳମ୍ବରେ ଆରମ୍ଭ ହେଲା ବିଦର୍ଭ-ଆନ୍ଧ୍ର ରଣଜୀ ମ୍ୟାଚ୍‌

ନାଗପୁର : ବିଭିନ୍ନ କାରଣରୁ କ୍ରିକେଟ ମ୍ୟାଚ ଅଟକିରହିବା କଥା ଆପଣ ଶୁଣିଥିବେ । ଅଧିକାଂଶ ସମୟରେ ବର୍ଷା କାରଣରୁ ଖେଳ ଅଟକି ରହେ । ଆଉ କେତେକ ସମୟରେ ଦର୍ଶକଙ୍କ ବିଶୃଙ୍ଖଳା, ଜଣେ କ୍ରିକେଟପ୍ରେମୀ ହଠାତ ପଡ଼ିଆ ଭିତରକୁ ଦୌଡ଼ିଯିବା, କୁକୁର ପଶିଯିବା କାରଣରୁ ଖେଳ ଅଟକିଯାଏ । କିନ୍ତୁ ଆଜି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କ ଉପରେ ଲାଗିଲା ଟଙ୍କା ଦେଇ ଆୱାର୍ଡ କିଣିବାର ଅଭିଯୋଗ, ଏଭଳି ଭିଡିଓ ଟୁଇଟ୍ କରି ଟାର୍ଗେଟ କଲେ ରଙ୍ଗୋଲି

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ୍ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସବୁବେଳେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅତୀତରେ ଦୁହେଁ ଅନେକ ବଲିଉଡ୍ କଳାକାରଙ୍କୁ ଟାର୍ଗେଟ କରିବା ସହ ଟୁଇଟ୍ ଜରିଆରେ ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛନ୍ତି। ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ଏନକାଉଣ୍ଟର ପରେ ଜଗନ ରେଡ୍ଡୀଙ୍କ ପ୍ରତିକ୍ରିୟା: କହିଲେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ମୁଁ…

ଅମରାବତୀ: ସୋମବାର ହାଇଦ୍ରାବାଦରେ ହୋଇଥିବା ଏନକାଉଣ୍ଟରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ପୁଲିସର ଏଭଳି କାମକୁ ସେ ପ୍ରଶଂସା କରିବା ସହ ଦୁଷ୍କର୍ମକାରୀଙ୍କ ଏନକାଉଣ୍ଟରକୁ ସେ ସମର୍ଥନ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ପୁଲିସ କମିଶନର, ସୋସିଆଲ ମିଡିଆରେ ପରଖିବେ ସମସ୍ୟା

ଭୁବନେଶ୍ଵର : କିଭଳି ଅଛି ଟ୍ଵିନ ସିଟିର ହାଲଚାଲ । ଲୋକ କହିବେ, କମିଶନର ଶୁଣିବେ । ଲୋକ ପଚାରିବେ, କମିଶନର ଉତ୍ତର ରଖିବେ । ଆସନ୍ତା ୧୪ ତାରିଖରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଲାଇଭ ଚାଟିଂ ଦ୍ବାରା ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ । ଏଥିପାଇଁ ଆସନ୍ତା ଡିସେମ୍ଵର ୧୨ ତାରିଖ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଧନଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖରେ ବିତିବ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪। ବୃଷ: ଅଫିସ କାମରେ ଦୂରସ୍ଥାନକୁ ଯିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ:…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ । ମାର୍ଗଶୀର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ଅନୁଷ୍ଠିତ ହୋଇଥାଏ । ଏହି ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣ ମନ୍ଦିରରେବିଭିନ୍ନ ରକମର ସୁସ୍ୱାଦ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି । ଆଜିର…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଚାଳକଙ୍କ ପାଇଁ ନୁହେଁ, ଏଥିପାଇଁ ବଢୁଛି ସଡ଼କ ଦୁର୍ଘଟଣା

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜୋରଦାର ଆରମ୍ଭ ହୋଇଛି ଚେକିଂ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ଛକ ଛକରେ ଜଗି ବସିଛନ୍ତି ଟ୍ରାଫିକ କର୍ମଚାରୀ । ଆଉ ନିୟମ ଭାଙ୍ଗି ଧରାପଡ଼ିଲେ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା । ସଡ଼କ ଦୁର୍ଘଟଣା ରୋକିବାକୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ପୁରୀ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ମନ୍ଦିରର ଚାରିପାର୍ଶ୍ୱରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ କୋଠା ଆଦିକୁ ଭଙ୍ଗା ଯିବ ବୋଲି ଖବର ପ୍ରଚାର ହେବା ପରେ ଗତକାଲି (ରବିବାର) ସ୍ଥାନୀୟ ଅଞ୍ଚଳରେ ଉଠା ଦୋକାନୀ ତଥା…
ଅଧିକ ଖବର ଦେଖନ୍ତୁ...

ଜାନୁଆରୀରୁ ମହଙ୍ଗା ହେବ ଗାଡ଼ି, ଦରବୃଦ୍ଧି ଘୋଷଣା କଲେ ବିଭିନ୍ନ କମ୍ପାନି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀରୁ ଦେଶରେ ବିଭିନ୍ନ ଯାନବାହାନର ଦର ବଢିବ । ଦେଶର ବୃହତ୍ତମ ଦୁଇଚକିଆ ଯାନ ନିର୍ମାତା କମ୍ପାନି ହିରୋ ମୋଟୋକର୍ପ ଜାନୁଆରୀ ପହିଲାରୁ ନିଜର ବିଭିନ୍ନ ମଡେଲର ଦର ବଢାଇବା ବୋଲି ଆଜି ଘୋଷଣା କରିଛି । ବିଭିନ୍ନ ମଡେଲର ମୋଟରସାଇକେଲ ଓ ସ୍କୁଟରର ଦର ୨ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

କ୍ଷୀର ଅପେକ୍ଷା ବିୟର ପିଇବା ଅଧିକ ଲାଭଦାୟକ !

ନୂଆଦିଲ୍ଲୀ: ମଦ ବା ବିୟର ପିଇବା ଶରୀର ପକ୍ଷେ ହିତକର ହୋଇନଥିବା ସମସ୍ତେ ଜାଣିଛନ୍ତି | ସେଥିପାଇଁ ଛୋଟପିଲା କ୍ଷୀର ପିଇବା ଉପରେ ଅଭିଭାବକ ଗୁରୁତ୍ୱ ଦେଇଥାନ୍ତି | କିନ୍ତୁ ଏବେ ପେଟା( ପିପୁଲ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ) ଏକ ଅଜବ ତଥ୍ୟ ଉପସ୍ଥାପନ କରିଛି | ଏହି ସଂସ୍ଥା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...