Daily Archives

December 12, 2019

ଟ୍ରାକ୍ଟର ମାଡିଗଲା: ଯୁବକ ମୃତ, ଦୁଇ ଗୁରୁତର

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବଂଧ ଫଚାୟତ ତୁଳସୀବଣୀ ଗ୍ରାମ ନିକଟରେ ଗୁରୁବାର ଟ୍ରାକ୍ଟର ମାଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ନୂଆଡିହି ଗ୍ରାମର ହୃଦୁ ସିଂ…
ଅଧିକ ଖବର ଦେଖନ୍ତୁ...

ଗୁଗଲ ସର୍ଚ୍ଚରେ ଟପ୍-୧୦ରେ ରହିଛନ୍ତି ରାନୁ ମଣ୍ଡଳ, ଜାଣନ୍ତୁ ୧ ନମ୍ବର ସ୍ଥାନ ହାତେଇଛି କିଏ?

ନୂଆଦିଲ୍ଲୀ: ୨୦୧୯ରେ ଗୁଗଲରେ ଲୋକେ କେଉଁ ବ୍ୟକ୍ତିତ୍ବଙ୍କୁ ଅଧିକ ସର୍ଚ୍ଚ କରିଛନ୍ତି, ତାହାର ଏକ ସୂଚୀ ଜାରି କରିଛି ଗୁଗଲ। ‌ଯେଉଁଥିରେ ଟପ୍-୧୦ରେ ରହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ। ଟପ୍-୧୦ରେ ଲତା ମଙ୍ଗେସକର, ଯୁବରାଜ ସିଂହ, ରିଷଭ ପନ୍ଥ, କୋଏନା ମିତ୍ରାଙ୍କ ନାଁ ସାମିଲ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଗଣଦୁଷ୍କର୍ମ ଦୋଷୀସାବ୍ୟସ୍ତଙ୍କ ରିଭ୍ୟୁ ପିଟିସନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ : ଏହା ଶାସନ ବ୍ୟବସ୍ଥାକୁ…

ନୂଆଦିଲ୍ଲୀ: ୨୦୧୨ରେ ଭାରତର ରାଜଧାନୀରେ ନିର୍ଭୟାଙ୍କୁ ‌ଯେଉଁଭଳି ଭାବରେ ଗଣଦୁଷ୍କର୍ମ କରାଯାଇଥିଲା, ତାହା ସାରା ଦେଶବାସୀଙ୍କ ହୃଦୟ ଥରାଇ ଦେଇଥିଲା। ଘଟଣାର କିଛି ଦିନ ପରେ ପୀଡ଼ିତା ଆଖି ବୁଜିଥିବା ବେଳେ ୭ବର୍ଷ ପରେ ଏବେ ଦୋଷୀମାନଙ୍କୁ  ଫାଶୀ ଦଣ୍ଡ ମିଳିବାକୁ ଯାଉଛି । ହେଲେ ୪ ଦୋଷୀଙ୍କ…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ: ଚାଷୀଙ୍କ ସହ ସିଧାସଳଖ କଥା ହେବେ, ସମସ୍ୟା ବୁଝିବେ ଓ ସମାଧାନ ପାଇଁ ଚାଷୀଙ୍କ…

ଭୁବନେଶ୍ବର:  ଥାନା ଓ ଡାକ୍ତରଖାନା ଭଳି ମୋ ସରକାରରେ ସାମିଲ ହୋଇଛି କୃଷି ବିଭାଗ। ସରକାରୀ ଯୋଜନାରେ ଚାଷୀ ଲାଭ ପାଉଛନ୍ତି ନା’ ନାହିଁ ? ବିଭାଗର କାମକୁ ନେଇ ଚାଷୀ କେତେ ସନ୍ତୁଷ୍ଟ? କ’ଣ କଲେ ଚାଷୀ ଉପକୃତ ହେବେ ? ଏନେଇ ସିଧାସଳଖ ଚାଷୀଙ୍କ ସହ କଥା ହୋଇ ମତାମତ ନେବେ ରାଜ୍ୟ ସରକାର। ଏମିତି…
ଅଧିକ ଖବର ଦେଖନ୍ତୁ...

ସିଏବିକୁ ତୀବ୍ର ବିରୋଧ କଲେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ : ‘ଧର୍ମକୁ ଆଧାର କରି ପୂର୍ବରୁ କେବେ ବି ଏପରି…

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୋଦୀ-୨ ସରକାରଙ୍କ ଦ୍ୱାରା ସଂସଦର ଉଭୟ ଗୃହରେ ପାରିତ ହୋଇ ଯାଇଥିବା ନାଗରିକତା ସଂଶୋଧନ ବିଲ୍‌କୁ ତୀବ୍ର ବିରୋଧ କରିବା ସହ ଏହାର ନିନ୍ଦା ମଧ୍ୟ କରିଛନ୍ତି। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରା ଦିନ ଉତ୍ସାହିତ ରହିବେ। ଅଜଣା ବ୍ୟକ୍ତିଙ୍କ ସହ ସ˚ପର୍କ ହେବାର ସମ୍ଭାବନା। ଅଫିସ ବାତାବରଣ ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩। ବୃଷ: ନିଜ କାମରେ ସଫଳ ହେବେ। ଧନପ୍ରାପ୍ତି ଯୋଗ। ପ୍ରେମ ପ୍ରସଙ୍ଗରେ ଖୁସି ରହିବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୩। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ରେଡକ୍ରସ ତରଫରୁ ଚାଷୀଙ୍କୁ ମାଗଣାରେ ବିହନ ବଣ୍ଟନ

ଲକ୍ଷ୍ମୀପୁର: ଭାରତୀୟ ଯୁବ ରେଡକ୍ରସ ଓଡିଶା ଶାଖା ଭୁବନେଶ୍ୱର ସହଯୋଗରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟର ରେଡକ୍ରସ ଶାଖା ତରଫରୁ ଲକ୍ଷ୍ମୀପୁର ବ୍ଲକର ୨୫୦ ଜଣ ଚାଷୀଙ୍କୁ ମାଗଣାରେ ବିହନ ବଣ୍ଟନ କରାଯାଇଛି। ମିନାପାଇ, କାର୍ଲି ଓ ରାଉଳିପଦର ଗାଁର ଚାଷୀମାନଙ୍କର ଉନ୍ନତି ସକାଶେ ଗତ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ମାସ ଶେଷ ସୁଦ୍ଧା ବନ୍ଦ ହୋଇଯିବ କି ୨୦୦୦ ଟଙ୍କିଆ ନୋଟ? ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କେନ୍ଦ୍ର ଅର୍ଥ…

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୩୧ତାରିଖ ଠାରୁ ୨୦୦୦ଟଙ୍କିଆ ବନ୍ଦ ହୋଇଯିବ ବୋଲି କିଛି ଖବର ବର୍ତ୍ତମାନ ସମୟରେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଖବରରେ କୁହାଯାଉଛି, ଦୁଇ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ  ଏବଂ ଏହା ବଦଳରେ ପୁଣି ଥରେ ୧୦୦୦…
ଅଧିକ ଖବର ଦେଖନ୍ତୁ...

ଅଣାୟତ୍ତ ହେଉଛି ଉତ୍ତର-ପୂର୍ବାଞ୍ଚଳ: ମେଘାଳୟକୁ ବ୍ୟାପିଲା ହିଂସା, ଆସାମରେ ୨ ମୃତ

ଗୁଆହାଟୀ : ସେନା ମୁତୟନସତ୍ତ୍ୱେ ନାଗରିକତା (ସଂଶୋଧନ) ବିଲ୍‌ –୨୦୧୯ ପ୍ରତିବାଦରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ହିଂସା ବ୍ୟାପିବାରେ ଲାଗିଛି । ଆସାମ, ତ୍ରିପୁରା ପରେ ହିଂସା ଏବେ ମେଘାଳୟକୁ ବ୍ୟାପିଛି । ମେଘାଳୟକୁ ସଂପୂର୍ଣ୍ଣଭାବେ ଏହି ଆଇନ ପରିସରରୁ ବାହାରେ ରଖିବାକୁ ମେଘାଳୟ…
ଅଧିକ ଖବର ଦେଖନ୍ତୁ...

ପାଲାଡିୟମ୍‌ ହେଲା ବିଶ୍ୱର ସବୁଠୁ ମୂଲ୍ୟବାନ ଧାତୁ , ସୁନାଠାରୁ ଆହୁରି ମହଙ୍ଗା

ନୂଆଦିଲ୍ଲୀ : ପାଲାଡିୟମ ନାମକ ଏକ ଧାତୁ ବିଶ୍ୱର ସବୁଠାରୁ ମୂଲ୍ୟବାନ ଧାତୁରେ ପରିଣତ ହୋଇଛି । ମୂଲ୍ୟଦୃଷ୍ଟିରୁ ଏହି ଧାତୁ ସୁନାଠାରୁ ଅନେକ ଆଗକୁ ଚାଲିଯାଇଛି । ଆଜି ବିଶ୍ୱ ବଜାରରେ ପାଲାଡିୟମ୍‌ ଦର ଆଉନ୍ସ (୧ ଆଉନ୍ସ = ୨୮ ଗ୍ରାମ) ପିଛା ୧୯୪୦ ଡଲାର ଛୁଇଁଛି । ଅର୍ଥାତ ଭାରତୀୟ ମୁଦ୍ରାରେ…
ଅଧିକ ଖବର ଦେଖନ୍ତୁ...