Daily Archives

December 15, 2019

ଅବସର ପରେ ବାୟୁସେନା ମୁଖ୍ୟ ଧନୱାଙ୍କ ବଡ଼ ଖୁଲାସା! ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ପରେ ଆକ୍ରମଣ ପାଇଁ ଭାରତ ପୂର୍ଣ୍ଣ…

ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ବିଏସ୍‌ ଧନୱା ଚାକିରିରୁ ଅବସର ନେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ଏକ ଏପରି ଖୁଲାସା କରିଛନ୍ତି ଯାହାକି ଦେଶବ୍ୟାପୀ ଚର୍ଚ୍ଚା ପାଲଟିଛି। ସେ କହିଛନ୍ତି କି ୨୦୧୯ ମସିହା ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନା ବାଲାକୋଟ ଏୟାର୍‌…
ଅଧିକ ଖବର ଦେଖନ୍ତୁ...

ସହିଦ ବାପାଙ୍କ ପ୍ରତିମୂର୍ତ୍ତକୁ ଦେଖି କୁନି ଝିଅଟି ଗେଲ କରି ମିଠା ଖୁଆଇ ଯେମିତି ଜୀବନ ଭରି ଦେବାକୁ ଚେଷ୍ଟା କରୁଛି

ମାଲକାନଗିରି: ଗତ ୨୦୧୮ ଜାନୁଆରି ୨୪ ତାରିଖରେ ଶତ୍ରୁଙ୍କ ସହ ଲଢ଼େଇ କରୁଥିବା ସମୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ମୁଲଚାନ୍ଦ କୁମାର ସହିଦ ହୋଇଯାଇଥିଲେ। ମୁଲଚାନ୍ଦଙ୍କ ପତ୍ନୀ ସେହି ସମୟରେ ଅନ୍ତସତ୍ତ୍ୱା ଥାଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଭାରତ ବ୍ୟାଟିଂ କରୁଥିବା ବେଳେ ପଡ଼ିଆ ଭିତରକୁ ପଶି ଆସିଲା କୁକୁର

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ  ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତ ବ୍ୟାଟିଂ କରୁଥିବା ବେଳେ ଗୋଟିଏ କୁକୁର ହଠାତ ପଡ଼ିଆ ଭିତରକୁ ପଶି ଆସିଥିଲା । ଯାହାକୁ ଦେଖି ଖେଳାଳିଙ୍କ ସମେତ ଦର୍ଶକ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନ୍ୟମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରି‌େବ। ଅର୍ଥ ଖର୍ଚ୍ଚ ବାବଦରେ ସତର୍କ ରହନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪। ବୃଷ: ରାଜନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ଲାଗି ଦୂର ସ୍ଥାନ ଭ୍ରମଣ ଯୋଗ। ଅନ୍ୟମାନଙ୍କ କଥା ଶୁଣିବାକୁ ଭଲ ଲାଗିବ। ଶୁଭରଙ୍ଗ: ଧଳା।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଳୀରେ ବୃଦ୍ଧି ପାଉଛି ଉତ୍ତେଜନା; ଜାମିଆ ବିଶ୍ବ ବିଦ୍ୟାଳୟର ଲାଇବ୍ରେରି ଭାଙ୍ଗିଲା, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦିଲ୍ଳୀରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ହୋଇଥିବା ଏହି ଆନ୍ଦୋଳନରେ ପୁଲିସ୍‌ କର୍ମୀ ଓ ଅଗ୍ନିଶମ ବିଭାଗୀୟ କର୍ମୀମାନେ ଆହତ ହୋଇଥିବାର ସୂଚନା ରହିଛି। ପୁଲିସ୍‌ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଶ୍ୱର ଦୟାଲ ସ୍ୱାମୀଙ୍କ ପରଲୋକ

ଫରିଦାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ୱାମୀଙ୍କ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା। ସ୍ୱାମୀଙ୍କ ଜନ୍ମ ୧୯୨୯ ମସିହା ଅଗଷ୍ଟ ୧୧ ତାରିଖରେ ହରିୟାଣାର ଅମ୍ବାଲାରେ ହୋଇଥିଲା। ରବିବାର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

ଖୋର୍ଦ୍ଧା/ଭୁବନେଶ୍ୱର: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମେଡିକାଲ ନିକଟବର୍ତ୍ତୀ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଜଣେ ଡାକ୍ତରଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଗୁରୁତର ହୋଇଥିବା ଜଣାଯାଇଛି। ଡାକ୍ତର ମାନସ ଦାସଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳି କରି ଘଟଣାସ୍ଥଳରୁ…
ଅଧିକ ଖବର ଦେଖନ୍ତୁ...

‘ଘର ଆୟା ପରଦେଶୀ’ ଗୀତରେ ବରିଷ୍ଠ ନାଗରିକଙ୍କର ନାଚ ଆପଣଙ୍କୁ ଝୁମାଇ ଦେବ

ନୂଆଦିଲ୍ଲୀ: ଇଣ୍ଟର୍‌ନେଟ୍‌ରେ ବୁଲୁଛି ଜଣେ ବରିଷ୍ଠ ନାଗରିକଙ୍କ ନୃତ୍ୟ ଭିଡିଓ। ଭିଡିଓଟିରେ ବୟସ୍କ ‌ବ୍ୟକ୍ତି ଜଣକ ‘ଘର ଆୟା ପରଦେଶୀ’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି। ବ୍ୟକ୍ତି ଜଣକ ନାଚୁଥିବା ବେଳର ଦୃଶ୍ୟକୁ ଅନେକ ବ୍ୟକ୍ତି ସେଠାରେ ଛିଡ଼ା ହୋଇ ରେଡର୍କ କରିବା ସହ ନାଚର ମଜା…
ଅଧିକ ଖବର ଦେଖନ୍ତୁ...

ଘରେ ଥିବା ଖ୍ରୀଷ୍ଟମାସ୍‌ ଟ୍ରିରେ ୧୦ଫୁଟର ଲମ୍ବର ଅଜଗର ଗୁଡ଼ାଇ ହୋଇ ରହିଥିବା ଦେଖି ଦମ୍ପତ୍ତି ଭୟଭୀତ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ୍‌ ପାଇଁ ଆଉ କିଛିଟା ଦିନ ବାକି ରହିଥିବା ବେଳେ ଲୋକମାନେ ଘର ସଜ୍ଜାଇବା ପାଇଁ ବିଭିିନ୍ନ ସାମଗ୍ରୀ କିଣାକିଣିରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଖ୍ରୀଷ୍ଟମାସ୍‌ ଗଛକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଲାଇଟ ସହିତ ସୁନ୍ଦର ସୁନ୍ଦର କଣ୍ଢେଇ ଓ ଚୁମୁକିମାନ ଏକାଠି କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଖରସ୍ରୋତାରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ଯାଜପୁର: ନଦୀର ବିପଦପୂର୍ଣ୍ଣ ସ୍ଥାନରେ ଗାଧୋଉଥିବା ବେଳେ ଗୋଡ ଖସି ଯିବାରୁ ରବିବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ଖରସ୍ରୋତାର ଶାଖା ନଦୀ ତନ୍ତିଘାଇରେ ପରିବାର ସହ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ଛାତ୍ରୀ ଜଣକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ରୀର ଘର ଏରବାଙ୍କ…
ଅଧିକ ଖବର ଦେଖନ୍ତୁ...