Daily Archives

January 5, 2020

ମାତା-ପିତାଙ୍କୁ ନ ଜଣାଇ ନିର୍ବନ୍ଧ କରିଥିଲେ ହାର୍ଦ୍ଧିକ, ସାକ୍ଷାତକାର ଦେଇ ପୁଅର ଏଭଳି କାମ ଉପରେ ପ୍ରତିକ୍ରିୟା ରଖିଲେ…

ନୂଆଦିଲ୍ଲୀ: କିଛି ଦିନ ତ‌ଳେ ଦୁବାଇକୁ ଛୁଟି କଟାଇବାକୁ ଯାଇ ପ୍ରେମିକା ନତାଶା ଷ୍ଟାଙ୍କୋବିକଙ୍କ ସହ ନିର୍ବନ୍ଧ କରିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା। ଏକ ବୋଟରେ ନତାଶାଙ୍କୁ ହୀରା ମୁଦି ପିନ୍ଧାଇ ହାର୍ଦ୍ଧିିକ ନିର୍ବନ୍ଧ କରିଥିବା ବେଳେ ସେ ସମୟର କିଛି ଫଟୋ ସେ ନିଜ…
ଅଧିକ ଖବର ଦେଖନ୍ତୁ...

ଛୁଆ କଳିରୁ ମହାଭାରତ: ଡ୍ରେନରେ କଚାଡ଼ି ବୃଦ୍ଧଙ୍କୁ ଜୀବନରୁ ମାରିଲା ଯୁବକ

ଫୁଳବାଣୀ: ଛୋଟ ଛୁଆ ଖେଳରୁ ମହାଭାରତ ସୃଷ୍ଟି ହୋଇଛି। ଜଣେ ବୃଦ୍ଧଙ୍କୁ ଡ୍ରେନରେ ପକାଇ ତଣ୍ଡିଚିପି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଫୁଲବାଣୀ ଟାଉନ୍‌ଥାନା ଅଞ୍ଚଳର ଲଡୁକେଶ୍ୱର ମହାରଣା (୭୦)। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଯୁବକ କାଳିଆ ସାହୁଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆମେରିକାକୁ ଟକ୍କର ଦେବାକୁ ଇରାନ ଘାନିଙ୍କ ହାତରେ ଦେଲା ସେନା ଦାୟିତ୍ୱ

ୱାସିଂଟନ/ତେହରାନ: ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଅସ୍ଥିରତା ଆଡ଼କୁ ମୁହାଁଇଛି। ଇରାନ୍‌-ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ଏହା କେତେବେଳେ ଯୁଦ୍ଧର ରୂପ ନେବ କହିହେବ ନାହିଁ। ଏହାରି ଭିତରେ…
ଅଧିକ ଖବର ଦେଖନ୍ତୁ...

ଜେଏନୟୁ କ୍ୟାମ୍ପସରେ ତୀବ୍ର ଛାତ୍ର ଅଶାନ୍ତି, ଫାଟିଲା ଛାତ୍ର ସଂଘ ସଭାପତିଙ୍କ ମୁଣ୍ଡ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଜି ସନ୍ଧ୍ୟାରେ ତୀବ୍ର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି | ଦୁଇ ପକ୍ଷଙ୍କ ମଧ୍ୟରେ ମାଡଗୋଳ ଯୋଗୁଁ ଛାତ୍ର ସଂଘ ଅଧ୍ୟକ୍ଷ ଆଇସ ଘୋଷଙ୍କ ମୁଣ୍ଡ ଫାଟିଥିବାବେଳେ ଅନେକ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି | ଛାତ୍ର ସଂଘ ପକ୍ଷରୁ କୁହାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...

ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ସମୟରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଆନ୍ଦୋଳନକାରୀଙ୍କୁ ଆମେ ୫ଲକ୍ଷ ଟଙ୍କା…

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧୀ କରି ଆନ୍ଦୋଳନ କରୁଥିବା ସମୟରେ ଲକ୍ଷ୍ମୌରେ ଅନେକ ଆନ୍ଦେଳନକାରୀ ପ୍ରାଣ ହରାଇଥିଲେ। ଏଥିରେ ମହମ୍ମଦ ଓକିଲ୍‌ଙ୍କ ନାମ ବି ରହିଥିଲା। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତ ମହମ୍ମଦ ଓକିଲ୍‌ଙ୍କ ପରିବାରଲୋକଙ୍କୁ ଭେଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ନୂଆ କରିବାର ଭାବନା ମନରେ ଆସିବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଧନ ପ୍ରାପ୍ତିର ଯୋଗ। ପ୍ରେମରେ ସଫଳତା ମିଳିବ। ବୃଷ: ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ମିଥୁନ: ଭାବପ୍ରବଣ ରହିବେ।…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ବିନା ବାଣରେ ପୂରା ଆକାଶକୁ ସଜାଇଦେଲେ ୨ ହଜାର ଡ୍ରୋନ

ସାଂଘାଇ: ନା ଥିଲା ବାଣ, ନା ଥିଲା ଶବ୍ଦ | ନୀରବତା ଭିତରେ ରଙ୍ଗୀନ ଆଲୋକରେ ସଜେଇ ହୋଇଗଲା ପୂରା ଆକାଶ | ଚୀନରେ କିଛି ଏଭଳି ଢଙ୍ଗରେ ନୂଆବର୍ଷ ପାଳନ ହୋଇଛି | ଚୀନର ଏକ ପ୍ରମୁଖ ସହର ଭାବେ ସାଂଘାଇ ବେଶ ଜଣାଶୁଣା | ତେବେ ଏଠାରେ ନୂଆବର୍ଷ ପାଳନ ପାଇଁ ପାଖାପାଖି ୨ ହଜାର ଡ୍ରୋନ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ମା’ଝଗଡ଼ା କରି ଘର ଛାଡି ଚାଲି ଯିବାପରେ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେଲା ଝିଅ

ଫିରୋଜପୁର: ପଞ୍ଜାବର ଫିରୋଜପୁର ଜିଲ୍ଲାର ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ଝିଅ ନିଜ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ପୀଡ଼ିତାଙ୍କୁ ଡାକ୍ତରିମାଇନା ପାଇଁ ପଠାଇ ଦେଇଛି। ପୁଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥାନାନ୍ତର

ଜୟପୁର: ଘର କାମ ଚାଲିଥିବା ବେଳେ ଆଜି ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉନ୍ମତ୍ତ ଯୁବକ ଜଣକ ଛୁରାମାଡ଼ କରି ଜଣେ ଶ୍ରମିକଙ୍କୁ ଲହୁଲୁହାଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ, ଏହି ଘଟଣାରେ ଶ୍ରମିକ ଜଣକ ଗୁରୁତର ହୋଇ ଏବେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହେଲେ କେଉଁ ଦେଶର ସମର୍ଥନ କାହାକୁ ମିଳିବ? ଆମେରିକାକୁ ସମର୍ଥନ ଦେଇପାରେ ଭାରତ, ଇରାନକୁ…

ନୂଆଦିଲ୍ଲୀ: ଇରାନର ସେନା କମାଣ୍ଡର ମେଜର ଜେନେରାଲ କ୍ବାସିମ ସୁଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଏବେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଆମେରିକା ଉପରେ ପ୍ରତିଶୋଧ ନେବାକୁ ଆଗେଇ ଆସିଛି ଇରାନ । ଏପରିକି ଇରାକରେ ଥିବା ଆମେରିକାର ଦୂତାବାସ ଉପରେ ରକେଟ ମାଡ଼ କରି…
ଅଧିକ ଖବର ଦେଖନ୍ତୁ...