Daily Archives

January 12, 2020

୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା: ତିନି ଲାଞ୍ଚୁଆ ପୁଲିସ ନିଲମ୍ବିତ, ଥାନା ଅଧିକାରୀଙ୍କୁ ବଦଳି

ସମ୍ବଲପୁର: କାଠ ଚାଲାଣକାରୀଙ୍କ ଠାରୁ ମାମଲାର ରଫାଦଫା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ୫ଟି ଚୋଟ ପଡ଼ିଛି। ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂ ଆଜି ତିନିଜଣ ଲାଞ୍ଚୁଆ ପୁଲିସଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ଥାନା ଅଧିକାରୀଙ୍କୁ ବଦଳି କରିଥିବା ଜଣାଯାଇଛି। ଯୁଯୁମରା ଥାନାର…
ଅଧିକ ଖବର ଦେଖନ୍ତୁ...

ବରଫରେ ଖସି ପାକିସ୍ତାନ ସୀମାକୁ ଚାଲିଯାଇଛନ୍ତି ରାଜେନ୍ଦ୍ର ସିଂହ; କାନ୍ଦିକାନ୍ଦି ଭାଙ୍ଗି ପଡ଼ିଲେଣି ପରିବାରଲୋକ

କଶ୍ମୀର: କଶ୍ମୀରର ଗୁଲମର୍ଗରେ ମୁତୟନ ଥିବା ଡେରାଡୁନର ବାସିନ୍ଦା ହାବିଲଦାର ରାଜନ୍ଦ୍ରେ ସିଂହ ନେଗି ବରଫରେ ଖସି ପାକିସ୍ତାନ ସୀମାରେ ପହଞ୍ଚି ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ରାଜେନ୍ଦ୍ର ସିଂହଙ୍କ କୌଣସି ସୂଚନା ମିଳି ପାରି ନଥିଲା। ରାଜେନ୍ଦ୍ରଙ୍କ ନିଖୋଜ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ର ଫୋନ ଇନ ପ୍ଲିଜ କାର୍ଯ୍ୟକ୍ରମ: କନ୍ଧମାଳରୁ ଗଞ୍ଜେଇ ଚାଷ ନିଷେଧ ହେବା ଦରକାର

ଫୁଲବାଣୀ: କନ୍ଧମାଳରେ ବଢ଼ି ଚାଲିଛି ଗଂଜେଇ ଚାଷ। ପ୍ରତିବର୍ଷ ଶହଶହ ଏକର ଜାଗାରୁ ଗଞ୍ଜେଇ ଗଛ କଟାଯାଉଛି। ଧରପଗଡ଼ କରି ଗଞ୍ଜେଇ ଚୋରା ଚାଲାଣ ବନ୍ଦ ପାଇଁ ଉଦ୍ୟମ କରାଯାଉଛି। ପ୍ରତିବର୍ଷ ଶହ ଶହ ଗାଡ଼ି ମଟର ଜବତ ହେବା ସହ ଗଞ୍ଜେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଏତେ ସବୁ ପଦକ୍ଷେପ ଓ ଧରପଗଡ…
ଅଧିକ ଖବର ଦେଖନ୍ତୁ...

ଢ଼େଙ୍କାନାଳ : ହୋମ୍‌ ପାଇପ୍‌ ଭିତରୁ ବାହାରିଲା ୬ଟି ବିଶାଳ ଅଜଗର ସାପ, ଗ୍ରାମବାସୀ ଭୟଭୀତ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ସପ୍ତଶଯ୍ୟା ପଞ୍ଚାୟତ ବାରସବାଣିଆ ଗ୍ରାମ ନିକଟସ୍ଥ ଗୋଜାପଡ଼ା ପ୍ରୋଜେକ୍ଟ ବନ୍ଧ ହୁଡ଼ାରେ ପାଣି ନିଷ୍କାସନ ପାଇଁ ପଡ଼ିଥିବା ହୋମ୍‌ ପାଇପ୍‌ ଭିତରେ ୬ଟି ବିଶାଳ ଅଜଗର ସାପ ଥିବା ଜଣାପଡ଼ିଥିଲା। ଏହି ଅଜଗର ସାପ ସମ୍ପର୍କ ଖବର ପାଇ ଘଟଣାସ୍ଥଳରେ ‘ସାପ ବନ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ନୂଆ କାମ କରି ପାରନ୍ତି। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ବୃଷ: ଅଫିସ୍‌ରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ପିତା ମାତା କୌଣସି ଜରୁରୀ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଲକ୍ଷଣ ରକ୍ତ କର୍କଟର ହୋଇଥାଇପାରେ, ଆଗୁଆ ହୁଅନ୍ତୁ ସାବଧାନ!

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟର ଅନୀୟମିତତା ଶରୀରରେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ଏହି ରୋଗମାନଙ୍କ ଭିତରେ ଲ୍ୟୁକେମିୟା ଅର୍ଥାତ୍ ରକ୍ତ କକର୍ଟ ଅନ୍ୟତମ । ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଏହି ରୋଗରେ ପୀଡିତ । ଏହା ଯେକୌଣସି ବୟସରେ ହୋଇଥାଏ କିନ୍ତୁ ୩୦ ବର୍ଷରୁ ଉର୍ଧ୍ବ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଶ୍ମଶାନରେ ପହଞ୍ଚିଥିବା ପୁଞ୍ଜିଲାଲ କଲେ ଏଭଳି ବୋବାଲ; କହିଲେ, ଖାଲି କ’ଣ ନିଆଁ…

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ୍‌ ବୋମାର ଖଳନାୟକ ପୁଞ୍ଜିଲାଲ ମା’ଇନ୍ଦୁମତୀ ମେହେରଙ୍କର ଗତ ଶୁକ୍ରବାର ଦେହାନ୍ତ ପରେ ପାରୋଲ ପାଇଁ ଆବେଦନ କରିଥିଲେ । ଏବଂ ଏକମାତ୍ର ପୁଅ ହୋଇଥିବାରୁ ପାଟଣାଗଡ ଏଡିଜେ ତାଙ୍କ ଆବେଦନକୁ ଗ୍ରହଣ ମଧ୍ୟ କରିଥିଲେ । ଏହାପରେ ରବିବାର ମୁଖାଗ୍ନୀ ଦେବା ପାଇଁ ଜେଲରୁ…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ବାଟବଣା କରି ବନ୍ଧା ହେଲେ ବ୍ୟାଙ୍କ ଅଧିକାରୀ ଓ ତାଙ୍କ ଟିଣ୍ଡର ପ୍ରେମିକା !

ଭୁବନେଶ୍ୱର: କାମ ଦେଲାନି ପୁଲିସକୁ ବାଟବଣା କରିବାର ଫର୍ମୁଲା | ଟିଣ୍ଡର ଆପରେ ଚାଟିଙ୍ଗ, ଡେଟିଙ୍ଗ ଆଉ ବ୍ଲାକମେଲିଙ୍ଗ ଘଟଣାର ତଦନ୍ତ କରି ହରଡଘଣାରେ ପଡ଼ିଥିବା ପୁଲିସ୍, ଏବେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ବ୍ଲାକମେଲିଙ୍ଗ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ବ୍ୟାଙ୍କ ମ୍ୟାନେଜରକୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଭିଡିଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କଲେ ଉତ୍ତରପ୍ରଦେଶର ଯୁବତୀ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଭିତର ଫଟୋକୁ ଉତ୍ତରପ୍ରଦେଶର ଜଣେ ଯୁବତୀ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଶ୍ରୀମନ୍ଦିରରେ ସେବାୟତମାନେ ବାନା ବାନ୍ଧିବାକୁ ଯାଇଥିବାର ଫଟୋକୁ ଭାଇରାଲ କରିଛନ୍ତି ବାରବାଙ୍କୀର ଏହି ଯୁବତୀ ନିଧି ଶୁକ୍ଲା। ତାଙ୍କର ଫେସ୍‌ବୁକ୍‌ ପୋଷ୍ଟରୁ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଡେରାଡୁନରେ ପତ୍ନୀ ଓ ଝିଅଙ୍କ ସହ ଛୁଟି ମନାଇଲେ ‌ଧୋନୀ, ନେଲେ ବରଫର ମଜା

ନୂଆଦିଲ୍ଲୀ: ଅନେକ ସମୟରେ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ମଜା କରୁଥିବା ବେଳେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବନତ ଅଧିନାୟକ ଧୋନୀଙ୍କ ଫଟୋ ଓ ଭିଡିଓ ପୂର୍ବରୁ ଭାଇରାଲ୍‌ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଥିବା ଧୋନୀ ଏବେ ପରିବାର ସହିତ ଉତ୍ତରାଖଣ୍ଡର ଡେରାଡୁନରେ…
ଅଧିକ ଖବର ଦେଖନ୍ତୁ...