Daily Archives

January 14, 2020

ମକର ସଂକ୍ରାନ୍ତି ଉପଲକ୍ଷେ ବୁଧବାର ବ୍ୟାଙ୍କ ଛୁଟି

ଭୁବନେଶ୍ୱର : ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସବୁ ବ୍ୟାଙ୍କ ବନ୍ଦ ରହିବ । ଏ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । କେବଳ ଓଡ଼ିଶା ନୁହେଁ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । ଏସବୁ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଦିନିକିଆରେ ଭାରତକୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ, ଅପରାଜିତ ଶତକ ମାରିଲେ ଫିଞ୍ଚ-ଓ୍ଵାର୍ଣ୍ଣର

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଅଷ୍ଟ୍ରେଲିଆ ୧୦ ଓ୍ଵିକେଟ୍‌ରେ ବାଜି ମାରି ନେଇଛି। ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳର ଓପନର ବ୍ୟାଟସ୍‌ମ୍ୟାନ୍‌ ଆରୋନ ଫିଞ୍ଚ (ଅଧିନାୟକ) ଓ ଡେଭିଡ୍‌ ଓ୍ଵାର୍ନର ନିଜର ଦମ୍‌ ଦେଖାଇଛନ୍ତି। ଭାରତ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମି ପାର୍ଟିର ପ୍ରାର୍ଥୀ ଘୋଷଣା, ନୂଆଦିଲ୍ଲୀରୁ ଲଢ଼ିବେ କେଜରିଓ୍ଵାଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍) ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ନୂଆଦିଲ୍ଲୀ ଆସନରୁ ଲଢିବେ । ଦଳ ପକ୍ଷରୁ ମୋଟ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଅତିସି କାଲକାଜି ଆସନରୁ ଲଢିବେ । ମନିଷ…
ଅଧିକ ଖବର ଦେଖନ୍ତୁ...

ଆଖିରେ ହୋଇଥିବା କଳାଦାଗକୁ ଡାକ୍ତରଙ୍କୁ ଦେଖାଇ ଆସିବା ପରେ ଅମିତାଭ ଫେସ୍‌ବୁକ୍‌ରେ ଲେଖିଲେ ଏଭଳି ଭାବପ୍ରବଣ କଥା

ନୂଆଦିଲ୍ଲୀ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିବା ସହିତ ଫେସ୍‌ବୁକ୍‌ରେ ବି ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଅନେକ କଥା ସେୟାର କରି ଥାଆନ୍ତି। କିଛିଦିନ ତଳେ ଅମିତାଭ ଏକ ବ୍ଲଗ୍‌ ଲେଖି କହିଥିଲେ, ‘ତାଙ୍କୁ ଏବେ ଅବସର ନେଇଯିବା ଆବଶ୍ୟକ। କାରଣ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସୃଜନଶୀଳ ଭାବନାରେ ମଜି ରହିବେ। କୌଣସି ସ୍ବତନ୍ତ୍ର କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ସମ୍ମାନ ପାଇବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବୃଷ: ଅନ୍ୟମାନଙ୍କ ସହିତ ବ୍ୟବହାରରେ ଶାଳୀନତା ରଖନ୍ତୁ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ ଏବଂ କ୍ଳାନ୍ତ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ଓଟ ମରା ଅଭିଯାନ; ୫ ଦିନରେ ନିପାତ ହେଲେ ୫ ହଜାର ଜଙ୍ଗଲୀ ଓଟ

କାନବେରା/ ମେଲବର୍ଣ୍ଣ: ଦୁର୍ଭିକ୍ଷ ପ୍ରପୀଡ଼ିତ ଅଷ୍ଟ୍ରେଲିଆରେ ଏବେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଜଳ ସଙ୍କଟରୁ ଦେଶବାସୀଙ୍କୁ ଉଦ୍ଧାର କରିବା ପାଇଁ ଅଷ୍ଟ୍ରେଲିଆ ସରକାର ୧୦ ହଜାର ଓଟଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଗତ ପାଞ୍ଚ ଦିନ ମଧ୍ୟରେ ଅଷ୍ଟ୍ରେଲିଆର…
ଅଧିକ ଖବର ଦେଖନ୍ତୁ...

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ

ଭୁବନେଶ୍ୱର: ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଥିବା ଆଇଏଏସ୍‌ ଅଫିସର ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତକାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ୍‌ ଆବେଦନକୁ ଭିଜିଲାନ୍ସ କୋର୍ଟ ଖାରଜ କରି ଦେବା…
ଅଧିକ ଖବର ଦେଖନ୍ତୁ...

ଟ୍ରାଇର ସଂଶୋଧିତ ତାରିଫ ବିରୁଦ୍ଧରେ ଟେଲିଭିଜନ ପ୍ରସାରଣକାରୀଙ୍କ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ

ମୁମ୍ବାଇ : ଟେଲିଭିଜନ ପ୍ରସାରଣକାରୀମାନଙ୍କୁ ବମ୍ବେ ହାଇକୋର୍ଟ ଝଟକା ଦେଇଛନ୍ତି । ଭାରତୀୟ ଟେଲିକମ ନିୟାମକ ଟ୍ରାଇର ସଂଶୋଧିତ ତାରିଫ ନିର୍ଦ୍ଦେଶାବଳୀ ବିରୁଦ୍ଧରେ ଟେଲିଭିଜନ ପ୍ରସାରଣକାରୀମାନେ କୋର୍ଟ ଯାଇଥିଲେ । କିନ୍ତୁ କୋର୍ଟରୁ ବିଫଳ ହେବା ପରେ ସେମାନଙ୍କୁ ଆସନ୍ତା କାଲି ସୁଦ୍ଧା ନିଜର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଶ୍ରୀମତୀ ସୁନ୍ଦରୀ ସାଜିଲେ ଓଡ଼ିଆ ଝିଅ ଅମିତା ପଣ୍ଡା

ଭୁବନେଶ୍ୱର: ବିଶ୍ୱଦରବାରରେ ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡିଆ ଝିଅ । ଚୀନରେ ଚମକିଲେ ଓଡିଆ ଝିଅ ଅମିତା ପଣ୍ଡା । ଚୀନରେ ଆୟୋଜିିତ ସୁନ୍ଦରୀ ପ୍ରତିଯୋଗିତାରେ ଭୁବନେଶ୍ୱରର ଅମିତା ପଣ୍ଡାଙ୍କୁ ମିଳିଛି ମିସେସ ୟୁନିର୍ଭସ କ୍ରାଉନ । ବିଦେଶରେ ସଫଳତା ପାଇବା ପରେ ଏବେ ଘରକୁ ଫେରିଛନ୍ତି…
ଅଧିକ ଖବର ଦେଖନ୍ତୁ...