Daily Archives

January 16, 2020

ତେଲ ବଢିଛି..ଟେକିନିଅ, କୁକୁଡ଼ା-ପିଆଜ ପରେ ତେଲର ପାଳି

କୁଚିଣ୍ଡା/ବେଲପାହାଡ଼: 'କେତେ ସମୟ ଲାଗୁଛି, ଟେକି ନିଅ, ତେଲ ପେଟି ହଜାରେ ଟଙ୍କା ହେଲାଣି' କିଛି ଏଭଳି ବାହାଦୁରୀ ବୋଲି କହି ଆଜି ଶହ ଶହ ସଂଖ୍ୟାରେ ତେଲ ପ୍ୟାକେଟ ଲୁଟିନେଇଛନ୍ତି ସ୍ଥାନୀୟ ଲୋକ | ଦେବଗଡରୁ କୁଚିଣ୍ଡା ଆସୁଥିବାବେଳେ ଶିରିଡ଼ଠାରେ ଏକ ରିଫାଇନ ତେଲ ବୋଝେଇ ଗାଡି ଦୁର୍ଘଟଣାର…
ଅଧିକ ଖବର ଦେଖନ୍ତୁ...

‘କୁଇନସ୍‌ କାଉନସେଲ୍‌’ ଭାବେ ନିଯୁକ୍ତି ପାଇଲେ ଦେଶର ଖ୍ୟାତନାମା ଆଇନ୍‌ଜୀବୀ ହରିଶ୍‌ ସାଲ୍‌ଭେ

ନୂଆଦିଲ୍ଲୀ: ଦେଶର ବରିଷ୍ଠ ତଥା ଖ୍ୟାତନାମା ଆଇନଜୀବୀ ହରିଶ୍‌ ସାଲ୍‌ଭେଙ୍କୁ ବ୍ରିଟେନ୍‌ ରାଣୀଙ୍କ ଓକିଲ (କୁଇନସ୍‌ କାଉନସେଲ୍‌) ଭାବେ ନିଯୁକ୍ତି ମିଳିଛି। ରାଣୀଙ୍କ ଓକିଲ ଭାବେ ଆଇନଜୀବୀ ହରିଶ୍‌ ସାଲ୍‌ଭେ ଇଂଲଣ୍ଡ ଓ େଓ୍ଵଲସ୍‌ କୋର୍ଟରେ ମାମଲା ପରିଚାଳନା କରିବେ। ସାଧାରଣତଃ ଅଦାଲତରେ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଜୁନାଗଡ଼: ୨୬ ନମ୍ବର ଜାତୀୟ ରାଜପଥର ମହିଚଳା ମଣ୍ଡି ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ନାକଟିଗୁଡ଼ାର ଭବାନୀ ଶଙ୍କର ନାଏକ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ମନୋକାମନା ପୂରା ହେବ। ବ୍ୟବସାୟରେ ଅଟକିଥିବା ଟଙ୍କା ପାଇବେ। ସାଥୀଙ୍କ ସହ ବୁଲିବାକୁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ। ବୃଷ: ବ୍ୟବସାୟରେ ଲାଭ ପାଇଁ ନୂଆ ଚୁକ୍ତିନାମା ହେବ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଓ…
ଅଧିକ ଖବର ଦେଖନ୍ତୁ...

ଟେଲିକମ କମ୍ପାନିମାନଙ୍କ ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ, ଜାନୁଆରି ୨୩ ସୁଦ୍ଧା ୧.୪୭ ଲକ୍ଷ କୋଟି ପୈଠ ପାଇଁ…

ନୂଆଦିଲ୍ଲୀ : ଭାରତୀୟ ଟେଲିକମ କମ୍ପାନିମାନେ ପୁଣି ଥରେ ସୁପ୍ରିମକୋର୍ଟରେ ନିରାଶ ହୋଇଛନ୍ତି । ସୁପ୍ରିମକୋର୍ଟ ଏହି କମ୍ପାନିମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିବା ସହ ଆସନ୍ତା ଜାନୁଆରି ୨୩ ସୁଦ୍ଧା ବକେୟା ୧.୪୭ ଲକ୍ଷ କୋଟି ସରକାରଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଆ ବ୍ୟବସାୟୀ ତଥା ଓୟୋ…

ଭୁବନେଶ୍ବର: ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓୟୋ ମୁଖ୍ୟ ତଥା ଓଡ଼ିଆ ପୁଅ ରିତେଶ ଅଗ୍ରୱାଲ। ଓଡ଼ିଶାରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଜଣା ପଡ଼ିଛି। ଗତ କିଛି ବର୍ଷ ହେବ ଓଡ଼ିଶାରେ ଓୟୋ ଭଲ ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହାଙ୍କ ଘୋଷଣା: ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ୨୦୨୦ ମସିହା ଶେଷ ବେଳକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ତେବେ ନିର୍ବାଚନକୁ ନେଇ ବିଜେପିର ରୂପରେଖ କ‘ଣ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏହା ଉପରେ ବିରାମ ଲଗାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା | ସେ କହିଛନ୍ତି ଯେ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା: କାର୍ଯ୍ୟରେ ଅବହେଳା ଯୋଗୁଁ ୪ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ (ଏଲ୍‌ଟିଟି) ଦୁର୍ଘଟଣା ପ୍ରସଙ୍ଗରେ ୪ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଲ୍‌ଟିଟି ଏକ୍ସପ୍ରେସ୍‌ ଦୁର୍ଘଟଣା ପ୍ରସଙ୍ଗରେ ରେଳବାଇ କାର୍ଯ୍ୟରେ ଅବହେଳା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ବିଜେପି ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସମୀର, ଆଗକୁ ଅନେକ ଚାଲେଞ୍ଜ

ଭୁବନେଶ୍ବର: ରାଜ୍ୟ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଦଳର ରାଜ୍ୟ ସଭାପତି ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସର୍ବସମ୍ମତିକ୍ରମେ ଦଳର ସଭାପତି ପ୍ରାର୍ଥୀ ମନୋନୀତ କରାଯାଇଛି। ଆଜି ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ  ନିର୍ଦ୍ୱନ୍ଦ୍ୱରେ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ସମୟରେ ଯଦି ଜହ୍ଲାଦ ଅଚେତ ହୋଇ ପଡ଼ନ୍ତି ତେବେ କ’ଣ ହେବ ?

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀରେ ଝୁଲାଇବା ସମୟରେ ଯଦି ଜହ୍ଲାଦ ଅଚେତ ହୋଇପଡ଼ିବେ ତେବେ କ’ଣ ହେବ? ଏଭଳି ପ୍ରଶ୍ନ ଏବେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ମନରେ ଉଙ୍କି ମାରୁଛି। ଯଦିଓ ୪ ଦୋଷୀଙ୍କୁ ଜାନୁଆାରି ୨୨ରେ ଫାଶୀ ଦିଆଯାଉନାହିଁ ତଥାପି ପ୍ରସ୍ତୁତି ଜାରି ରହିଛି।  କାଳେ…
ଅଧିକ ଖବର ଦେଖନ୍ତୁ...