Monthly Archives

March 2020

ଝାରସୁଗୁଡ଼ା ଜେଲରେ କରୋନା ମୁକାବିଲା, କଏଦୀଙ୍କୁ ଛଡ଼ାଯିବା ନେଇ ତାଲିକା ପ୍ରସ୍ତୁତ

ଝାରସୁଗୁଡ଼ା: ସଂପ୍ରତି କରୋନା କାୟାବିସ୍ତାର କରି ଚାଲିଥିବା ବେଳେ ଏଥିପାଇଁ ଏକମାତ୍ର ଉପାୟ ସାମାଜିକ ଦୂରତ୍ବ ଉପରେ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ତେଣୁ ବିଭିନ୍ନ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏଭଳି ସ୍ଥିତିରେ କରୋନା ଭଳି…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ଉପୁଜୁଥିବା ତ୍ୱଚାଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରନ୍ତୁ ବେସନ

ସବୁ ଭାରତୀୟଙ୍କ ରୋଷେଇ ଘରେ ବେସନ ଖୁବ୍‌ ସହଜରେ ମିଳି ଯାଇଥାଏ । ଲୋକେ ଏହାକୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବା ପାଇଁ ବ୍ୟବହାର କରିଥାନ୍ତି । ତେବେ ବେସନ କେବଳ ପାଟିକୁ ସ୍ୱାଦ ନୁହେଁ ଖରାଦିନେ ତ୍ୱଚାଜନିତ ଅନେକ ସମସ୍ୟାକୁ ଦୂର ମଧ୍ୟ କରିଥାଏ । ଆସନ୍ତୁ ଜାଣିବା ସେ…
ଅଧିକ ଖବର ଦେଖନ୍ତୁ...

ମାସ୍କ ପ୍ରସ୍ତୁତିରେ ଲାଗିପଡିଛନ୍ତି ଜମ୍ମୁକାଶ୍ମୀରର ଏହି ଫେସନ ଡିଜାଇନର

ଶ୍ରୀନଗର: ସାରା ବିଶ୍ୱକୁ ପ୍ରଭାବିତ କରିଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ମାସ୍କ ତିଆରି କରିବା ଆରମ୍ଭ କରିଛନ୍ତି ଜମ୍ମୁକାଶ୍ମୀରର ଫ୍ୟାଶନ୍ ଡିଜାଇନର୍ ସାଦିଆ ମୁଫତି | ଦେଶ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ମିତ ମାନକ ଅନୁଯାୟୀ ସାଦିଆ ମାସ୍କ ଡିଜାଇନ୍ କରିଛନ୍ତି | ସାଦିଆ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ପାଇଁ ସେନାକୁ ଡକାଯାଇଛି ଗୁଜବ ପ୍ରଚାର କରି ଯୁବକ ଗିରଫ

ମୁମ୍ବାଇ: ହ୍ଵାଟ୍ସଆପରେ ଏକ ମିଛ ବାର୍ତ୍ତା ପ୍ରଚାର କରୁଥିବା ଅଭିଯୋଗରେ ମୁମ୍ବାଇ ଜେଜେ ମାର୍ଗ ପୁଲିସ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ପୁଲିସର ସୂଚନାନୁସାରେ ସୋହେଲ ସଲିମ ପଞ୍ଜାବୀ ନାମକ ଯୁବକ ହ୍ଵାଟ୍ସଆପରେ ପ୍ରଚାର କରିଥିଲା ଯେ ଯେ ଲକଡାଉନ କରିବାକୁ ଦକ୍ଷିଣ ମୁମ୍ବାଇର କେତେକ…
ଅଧିକ ଖବର ଦେଖନ୍ତୁ...

ଯେତିକି ଭୋକ, ସେତିକି ଖାଦ୍ୟ ଅଭିଯାନ ଆରମ୍ଭ କଲେ ଅବସରପ୍ରାପ୍ତ ସେନା କର୍ଣ୍ଣେଲ

କୋଲକାତା: 'ଡଷ୍ଟବିନକୁ ନ ଯାଉ ଖାଦ୍ୟ, ଯେତିକି ଭୋକ ସେତିକି ଖାଦ୍ୟ' ଉକ୍ତିକୁ ଆଧାର କରି ଏବେ ଜଣେ ଅବସରପ୍ରାପ୍ତ ସେନା କର୍ଣ୍ଣେଲ ଏକ ଅଭିଯାନ ଆରମ୍ଭ କରିଛନ୍ତି | କର୍ଣ୍ଣେଲ ଜୀବନ କୁମାର ସିଂ ଦେଶବାସୀଙ୍କ ସାମ୍ନାରେ '୯୦ ଦିନିଆ ଖାଦ୍ୟ ଚ୍ୟାଲେଞ୍ଜ ' ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଦୁବାଇରୁ ଫେରିଥିଲେ ଯୁବକ

ଭୁବନେଶ୍ୱର: ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁବାଇରୁ ଫେରିଥିବା ଜଣେ ଯୁବକଙ୍କ ସ୍ୱାବ ନମୁନା ପରୀକ୍ଷା ପଜିଟିଭ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । Fourth COVID-19…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ୨୫୦ ଭୂମିହୀନ ଓ ଗରିବଙ୍କୁ ଖାଦ୍ୟ ଯୋଗାଉଛନ୍ତି ଅଭିନେତା ପ୍ରକାଶ ରାଜ

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ଅନେକ ସେଲିବ୍ରିଟି କରୋନା ଭୂତାଣୁ ବିରୋଧରେ ସରକାର ଲଢ଼ୁଥିବା ଲଢେଇରେ ତାଙ୍କୁ ସାହାଯ୍ୟ କରୁଥିବା ଦେଖାଯାଉଛି | ପୂର୍ବରୁ ଅନେକ ସେଲିବ୍ରିଟି ପିଏମ କେଆରସ ଫଣ୍ଡକୁ ସହାୟତା ରାଶି ଦେଉଥିବାର ଖବର ମିଳିଥିବା ବେଳେ ଏବେ ସାଉଥ ସୁପରଷ୍ଟାର ଅଭିନେତା ପ୍ରକାଶ ରାଜ…
ଅଧିକ ଖବର ଦେଖନ୍ତୁ...

ବେଆଇନ କୁକୁଡ଼ା ଲଢ଼େଇ ଉପରେ ଚଢ଼ାଉ, ୩ ଗିରଫ

ଜୟପୁର: ଜ୍ୟୋଉର ବ୍ଲକ ଦୁବୁଲିରେ ବେଆଇନ ଭାବେ ଚାଲୁଥିବା ଏକ କୁକୁଡା ଲଢ଼େଇ ଉପରେ ଆଜି ଅତକ୍ରିତ ଭାବେ ଚଢ଼ାଉ କରିଛି ଜୟପୁର ସଦର ପୁଲିସ। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜୟ ନଗର ଅଂଚଳର ପ୍ରକାଶ ସାହୁ(୩୮), ଉମୁରି ଅଂଚଳର ପ୍ରଫୁଲ୍ଲ ନାୟକ(୩୫)…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେବା ପରେ ପୀଡିତଙ୍କ ମତ; କରୋନା ରୋଗ ସାଧାରଣ ଜ୍ୱର ଭଳି, ଡରିବାର କିଛି ନାହିଁ

ବେଙ୍ଗାଲୁରୁ: ବର୍ତ୍ତମାନ କରୋନାଭାଇରସ୍ ଆତଙ୍କ ସାରା ପୃଥିବୀକୁ ଘାରିଥିବା ବେଳେ ନୋବେଲ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଙ୍ଗାଲୁରୁର ଜଣେ ବାସିନ୍ଦା ଏବେ ଲୋକଙ୍କୁ ନଡରିବାକୁ କହିଛନ୍ତି | ଭେଙ୍କରା ରାଘବନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, କୋଭିଡ-୧୯କୁ ନେଇ ଭୟଭୀତ…
ଅଧିକ ଖବର ଦେଖନ୍ତୁ...

ଦେଶରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ସୁସ୍ଥ ହେଲେଣି ୧୨୩

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ନେଇ ତାଜା ତଥ୍ୟ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ରାତିରେ ଜାରି ସୂଚନା ଅନୁଯାୟୀ ଦେଶରେ ଏଯାବତ୍ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ…
ଅଧିକ ଖବର ଦେଖନ୍ତୁ...