Daily Archives

March 2, 2020

ଆଫଗାନ ସେନା ଉପରେ ଆକ୍ରମଣ ଜାରି ରହିବ : ତାଲିବାନ

କାବୁଲ : ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଗତ ଶନିବାରଦିନ ହୋଇଥିବା ଚୁକ୍ତି ବିଫଳ ହେବା ଆଶଙ୍କା ଦେଖାଦେଇଛି । ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବିବାଦ ବଢିଚାଲିଥିବାରୁ ଉଭୟ ପକ୍ଷ ଏହି ସର୍ତ୍ତମାନିବା ନେଇ ଆଶଙ୍କା ଦେଖାଦେଇଛି । ସୋମବାରଦିନ…
ଅଧିକ ଖବର ଦେଖନ୍ତୁ...

ଇଟାଲିରୁ ଆସିଥିବା ପର୍ଯ୍ୟଟକଙ୍କ ଶରୀରରେ କରୋନା ଲକ୍ଷଣ; ଜୟପୁରରେ ଡାକ୍ତରଖାନାରେ ଭର୍ତ୍ତି

ବେଙ୍ଗାଲୁରୁ : ଧୀରେ ଧୀରେ ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଚି । ଆଜି ଜଣେ ଦିଲ୍ଲୀରୁ ଓ ଅନ୍ୟ ଜଣେ ବେଙ୍ଗାଲୁରୁରୁ କରୋନା ଭାଇରସ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏଥିସହ ରାଜସ୍ଥାନରେ ଜଣେ ଇଟାଲି ନାକରିକ କରୋନା ଭାଇରସ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକରାତ୍ମକ ଭାବନା ଦ୍ବାରା କାମ ସହଜ ହେବ। ବ୍ୟବସାୟ ବୃଦ୍ଧି ଲାଗି ଯାତ୍ରା କରିବାକୁ ପଡ଼ିପାରେ। ମହିଳାମାନଙ୍କୁ ସଫଳତା ମିଳିବ। ବୃଷ: ଆପଣଙ୍କର କାମ ସ˚ପୂର୍ଣ୍ଣ ହେବ। ବନ୍ଧୁବର୍ଗଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହିତ କୌଣସି ବିଷୟ ନେଇ ଆଲୋଚନା କରିବେ।…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ଗାଡ଼ି ଚଳାଇବା କନେଷ୍ଟବଳଙ୍କୁ ମହଙ୍ଗା ପଡ଼ିଲା; ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ସମ୍ବଲପୁର: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ମାମଲାରେ ଗତ ୨୪ ଘଣ୍ଟା ଭିତରେ ଏକ କୋଟି ୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି। ଏସବୁ ଭିତରେ ସମ୍ବଲପୁରରେ ଟ୍ରାଫିକ ତନଖି ବେଳେ ଜଣେ କନଷ୍ଟେବଳ ପୁଲିସ ହାତରେ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ଦୋଷୀଙ୍କ ଓକିଲ ଏପି ସିଂହଙ୍କୁ ଭର୍ତ୍ସନା କରି ଅଦାଲତ କହିଲେ, ‘ନିଆଁ ସହିତ ଖେଳୁଛ! ଏହାକୁ ବନ୍ଦ…

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍‌ ଅଦାଲତର ଅତିରିକ୍ତ ଦୌରା ଜଜ୍‌ ଧର୍ମେନ୍ଦ୍ର ରାନା ଆଜି ଭରପୂର ଅଦାଲତରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅପରାଧୀଙ୍କ ପାଇଁ ମାମଲା ଲଢ଼ୁଥିବା ଓକିଲ ଏ ପି ସିଂହଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ତୃତୀୟ ଥର, ଫାଶୀ ଦଣ୍ଡାଦେଶର…
ଅଧିକ ଖବର ଦେଖନ୍ତୁ...

ଚାକିରିରେ ଯୋଗ ଦେବାର ପ୍ରଥମ ଦିନରେ ବାଟରେ ଜଗି ରହିଥିଲା ଯମ; ସଡ଼କ ଦୁର୍ଘଟଣାରେ ଚାଲିଗଲା ବ୍ୟାଙ୍କ ମ୍ୟାନେଜରଙ୍କ …

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ଶନିବାର ଦିନ ଭଗବାନ୍‌ ସାହୁ ଗଞ୍ଜାମ ଜିଲ୍ଲାର ଗୋଳନ୍ତରା ପୁଲିସ ଷ୍ଟେସନ ଅନ୍ତର୍ଗତ ସୋନାପୁର ଗ୍ରାମରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଭାବେ ମହେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଚନ୍ଦାପଣର ଶିକାର ହୋଇଥିବା ଅନୁପମ୍‌ ଖେର୍‌ ସେୟାର କଲେ ଏଭଳି ଭାବବିହ୍ଵଳ ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହି ଥାଆନ୍ତି। ସେ ବିଭିନ୍ନ ସମୟରେ ଅନେକ ଭିଡିଓ ସେୟାର କରିଥାଆନ୍ତି। ନିକଟରେ ଅନୁପମ୍‌ ଖେର୍‌ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଅନୁପମ୍‌…
ଅଧିକ ଖବର ଦେଖନ୍ତୁ...

ମାନିଲା : ମୁକ୍ତ ହେଲେ ମୁଣ୍ଡଜାମିନ ଥିବା ୩୦ ବ୍ୟକ୍ତି, ବନ୍ଧୁକଧାରୀ ଗିରଫ

ମାନିଲା : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସର ରାଜଧାନୀ ମାନିଲାରେ ବିଗତ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିବା ବନ୍ଧକ ଘଟଣାର ଅନ୍ତ ହୋଇଛି । ପ୍ରାୟ ୩୦ ଲୋକଙ୍କୁ ମୁଣ୍ଡଜାମିନ ରଖିଥିବା ବ୍ୟକ୍ତି ଆର୍ଚି ପାରେର ଦାବି ପୂରଣ ହେବା ପରେ ସେ ଲୋକମାନଙ୍କୁ ଛାଡ଼ିଦେଇଛି । ଏହା ପରେ ତାକୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

କୋହଭରା କଣ୍ଠରେ ନିର୍ଭୟାଙ୍କ ମା’ କହିଲେ ‘ପ୍ରତିଦିନ ଆଶା ଭାଙ୍ଗୁଛି, ପ୍ରତିଦିନ ମୁଁ ଦମ୍ଭ ହୋଇ ଛିଡ଼ା ହଉଛି, ଆମ…

ନୂଆଦିଲ୍ଲୀ: ପୁଣି ଥରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ଫାଶୀ ତାରିଖକୁ ସ୍ଥଗିତ ରଖିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ। ପୂର୍ବରୁ ଦୁଇ ଦୁଇ ଥର ଫାଶୀ ତାରିଖକୁ ଘୁଞ୍ଚାଯାଇଥିବା ବେଳେ ଏଥର ପୁଣି ଥରେ ଫାଶୀ ତାରିଖକୁ ସ୍ଥଗିତ ରଖାଯିବା ନେଇ ଭାଙ୍ଗି ପଡ଼ିଛନ୍ତି ନିର୍ଭୟାଙ୍କ ମାଆ ଆଶା…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ଆଠଗଡ଼: କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳର ଖୁସାକା ଗାଁରେ ସୋମବାର ଦୁଇଜଣ ନାବାଳିକାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣକଙ୍କ ନାମ ପୂଜାରାଣୀ ସାହୁ ଓ ଅନ୍ୟ ଜଣକଙ୍କ ନାମ ଶ୍ରଦ୍ଧା ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ…
ଅଧିକ ଖବର ଦେଖନ୍ତୁ...