Daily Archives

March 4, 2020

କରୋନା ଭାଇରସ୍‌: ସଚେତନତା ବାର୍ତ୍ତା ବିଶିଷ୍ଟ ନୃତ୍ୟ ଭିଡିଓ ଭାଇରାଲ୍‌, ପ୍ରଶଂସା କଲା ୟୁନିସେଫ୍‌

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସ୍‌ ଥମିବାର ନାଁ ଧରୁନି। ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିିଛି ଏହି ମହାମାରୀ ଭାଇରସ୍‌। ଏବେ ସୁଦ୍ଧା ଭାରତରେ ସମୁଦାୟ ୨୮ ଜଣ କରୋନା ଆକ୍ରାନ୍ତଙ୍କୁ ଚହ୍ନଟ କରାଯାଇଛି। ଗତ ଦୁଇ ଦିନ ଭିତରେ କେବଳ ଭାରତରେ ୧୯ ଜଣଙ୍କ ଭିତରେ କରୋନା ଭାଇରସ୍‌…
ଅଧିକ ଖବର ଦେଖନ୍ତୁ...

ଆଖିରେ ଟାଟୁ ଆଙ୍କିବା ମଡେଲଙ୍କୁ ମହଙ୍ଗା ପଡ଼ିଲା; ଚାଲିଗଲା ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଶରୀରରେ ଟାଟୁ ଆଙ୍କିବା ସହିତ ଅନ୍ୟମାନଙ୍କ ଠାରୁ ଭିନ୍ନ ଦିଶିବା ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ ଦେଖିବାକୁ ମିଳୁଛି। କିନ୍ତୁ ଶରୀରରେ ଏହି ଟାଟୁ ଆଙ୍କିବା ସମୟସମୟରେ ଘାତକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜଣେ ମଡେଲଙ୍କୁ ଟାଟୁ ଆଙ୍କିବା ମହଙ୍ଗା ପଡ଼ିଛି। ଆଖିରେ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ଆତଙ୍କବାଦୀଙ୍କ ଗୁଳିମାଡ଼ରେ ପୁଲିସ ଅଧିକାରୀ ସହିଦ

ଶ୍ରୀନଗର : ଉତ୍ତର-କଶ୍ମୀରର ସପୋରେ ଟାଉନର ଓ୍ଵାରପୋରା ଗ୍ରାମରେ ବୁଧବାର ସଂଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ ସହିଦ ହୋଇଛନ୍ତି । ଏହି ଘଟଣାରେ ଉକ୍ତ ଅଞ୍ଚଳର ଜଣେ ଦୋକାନୀ ନିହତ ହେବା ସହ ଜଣେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟରେ ଉନ୍ନତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବୃଷ: ଆତ୍ମବିଶ୍ବାସଭରା ରହିବେ। ଆପଣଙ୍କ ସକରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ। ମିଥୁନ: କୌଣସି…
ଅଧିକ ଖବର ଦେଖନ୍ତୁ...

ଜିଓଫାଇବର ସେଟ୍ଅପ୍ ବକ୍ସରେ ସାମିଲ୍‌ ହେଲା ସ୍ମାର୍ଟ ଶିକ୍ଷା ପ୍ଲାଟଫର୍ମର ଟପ୍‌ ସ୍କଲାର ଏବଂ ବହୁ ଓଟିଟି ଆପ୍

ଭୁବନେଶ୍ୱର : ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍‌ ସେବାକୁ ନେଇ ଜିଓ ଫାଇବର ସେଟ୍ଅପ୍ ବକ୍ସରେ କମ୍ପାନୀ ପକ୍ଷରୁ ବିଭିନ୍ନ ରେଞ୍ଜର ନୂତନ ଆପ୍ ସମୂହ ସାମିଲ କରାଯାଇଛି । ଏହା ଦ୍ୱାରା ଉପଭୋକ୍ତାମାନେ ଅସୀମିତ ମନୋରଞ୍ଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ : ମାସ୍କ ପିନ୍ଧି ସିବିଏସଇ ବୋର୍ଡ ପରୀକ୍ଷାରେ ବସିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୨୯ରେ ପହଞ୍ଚିଛି । ଗୁରୁଗ୍ରାମରେ ଥିବା ଜଣେ ପେଟିଏମ କର୍ମଚାରୀ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାଯାଇଛି । ଏହି ସଂକ୍ରମଣ ଦୃଷ୍ଟିରୁ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧି ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌କୁ ନେଇ ଏଭଳି ଟୁଇଟ କଲା ଅମୂଲ; ବ୍ୟବହାରକାରୀ କହିଲେ ସମୟ ଓ ଚିନ୍ତାଧାରା ଖୁବ୍‌ ସୁନ୍ଦର

ନୂଆଦିଲ୍ଲୀ: କରୋନାଭାଇରସ୍‌ର ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଟି ଦେଶରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଟେଲିଭିଜନ୍‌, ଖବର କାଗଜ ଓ ରେଡିଓ ଆଦି ମାଧ୍ୟମରେ ଦିଆଯାଉଛି। ଏହି କ୍ରମରେ ଅମୂଲ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ବିଜ୍ଞାପନ ଟୁଇଟ କରିଛି।…
ଅଧିକ ଖବର ଦେଖନ୍ତୁ...

୫ ଟନ୍‌ ବିସ୍ଫୋରକ ସାମଗ୍ରୀ ଚାଲାଣ ଘଟଣା: ତିନି ଗିରଫ, ଆଉ ଦୁଇଙ୍କ ବିରୋଧରେ ହେବ ମାମଲା

ଜୟପୁର: ତେଲେଙ୍ଗାନାରୁ ମାଲକାନଗିରିକୁ ବେଆଇନ ଭାବେ ବିସ୍ଫୋରକ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନାର ମେଡଚଲ ଜିଲ୍ଲା କୋଣ୍ଡାପୁର ଅଞ୍ଚଳର ଡ୍ରାଇଭର ଜି.ଶିବା କୁମାର (୩୦), ହେଲପର ଭି.ସୁଧାକର (୩୫) ଓ ମାଲକାନଗିରି ଜିଲ୍ଲା ମୋଟୁ…
ଅଧିକ ଖବର ଦେଖନ୍ତୁ...

ମଦ ପିଇବା ମହଙ୍ଗା ପଡ଼ିଲା: ୧୮୯ ଖଣ୍ଡ ଚିକେନ ବରାଦ କରି ୧୬ ହଜାର ଟଙ୍କାର ବିଲ୍‌ ମୁଣ୍ଡାଇଲେ ରସିକ ପ୍ରେମିକ

ନୂଆଦିଲ୍ଲୀ: ଆପଣ ପୂର୍ବରୁ ଅନେକ ମଦ୍ୟପଙ୍କ କଥା ଶୁଣିଥିବେ। ହେଲେ ମଦ ପିଇ କେହି ୧୮୯ ଖଣ୍ଡ ଚିକେନ ଖାଇଥିବା କଥା ଶୁଣିଛନ୍ତି? ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ କଥା ଘଟିଯାଇଛି। ଜଣେ ବ୍ୟକ୍ତି ମଦ୍ୟପାନ କରିବା ପରେ ହୋସ୍‌ ହରାଇ ଗୋଟାଏ ପରେ ଗୋଟାଏ ଏକ ରେଷ୍ଟୁରାଣ୍ଟ୍‌ରୁ ୧୮୯ ଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ରାତିରେ ଶୋଇଥିବା ବେଳେ ସର୍ପାଘାତରେ ଜଣେ ମୃତ

ପାଇକସାହି: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକର ଠାକୁରଗଡ଼ ଥାନା ଅନ୍ତର୍ଗତ ଘୋଡ଼ାବାନ୍ଧଣୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୁଳିଆ ଭୋଇ (୬୦) ସୂଚନା ଅନୁସାରେ ମୁଳିଆ ମଙ୍ଗଳବାର ରାତି ଖାଇ ସାରି ଘରେ ଶୋଇଥିଲେ। ଆଜି ସକାଳୁ ସେ ନଉଠିବାରୁ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...