Daily Archives

March 5, 2020

ନିଆରା ଦୃଶ୍ୟ: ବିବାହ କାର୍ଯ୍ୟକ୍ରମରେ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାହ ନୃତ୍ୟର ଭିଡିଓ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କିଛି ମହିଳାଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ମାଲଦାରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଆୟକର ବିଭାଗର ଛାନ୍‌ଭିନ୍‌: ୫ କୋଟିପତିଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ

ବାଲେଶ୍ୱର: ଆୟକର ବିଭାଗର ବାଲେଶ୍ୱର ଡିଭିଜନ୍‌ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ଚରମ୍ପାସ୍ଥିତ ମଙ୍ଗଲମ୍‌ ରାଇସ୍‌ମିଲ ରହିଥିବା ବେଳେ ଧାମରା ଅଞ୍ଚଳରେ ୫ଟି ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି। ଖବରରୁ ପ୍ରକାଶ ଯେ, ଆୟକର ବିଭାଗର ବାଲେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଅନୁଭବୀଙ୍କ ମତ ନିଅନ୍ତୁ, କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ପୁଞ୍ଜି ଲଗାଉଥିଲେ ସତର୍କ ରହନ୍ତୁ। ବୃଷ: ଯୋଗ୍ୟତା ଅନୁସାରେ କାମ ମିଳିବ। ପୁରୁଣା ଗ୍ରାହକଙ୍କ ସହିତ ସାକ୍ଷାତ୍‌ ଓ ଆଲୋଚନା ହେବ। ପ୍ରେମ ସ˚ପର୍କରେ…
ଅଧିକ ଖବର ଦେଖନ୍ତୁ...

ଛୁଟିରେ ‘ଷ୍ଟାଚ୍ୟୁ ଅଫ ୟୁନିଟି୍‌’ ବୁଲିବାକୁ ଯାଇଥିବା ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଦେଖିବା ପାଇଁ ପ୍ରତିଦିନ ଦେଶ ଓ ଦେଶ ବାହାରୁ ପର୍ଯ୍ୟଟକମାନେ ଆସିଥାଆନ୍ତି । ଛୁଟି ସମୟରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ରେ ଲୋକଙ୍କ ଅଧିକ ଭିଡ଼ ଜମି ରହିଥାଏ। ଗତ ରବିବାର ବଡୋଦରାରେ ବସବାସ କରୁଥିବା ଏକ ପରିବାର ବହୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଦଙ୍ଗା ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି, ୬୫୪ଟି ମାମଲା ରୁଜ୍ଜୁ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି ପାଇଛି । ଏହାମଧ୍ୟରୁ ଗୁରୁ ତେଗବାହାଦୂର ହସପିଟାଲରେ ୪୪ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହାଛଡ଼ା ରାମ ମନୋହର ଲୋହିଆ ହସପିଟାଲରେ ୫, ଲୋକ ନାୟକ ହସପିଟାଲରେ ୩ ଓ ଜଗ ପ୍ରଭେସ ଚନ୍ଦ୍ର ହସପିଟାଲରେ ଜଣେ ଲୋକ ମୃତ୍ୟୁବରଣ କରିଛି…
ଅଧିକ ଖବର ଦେଖନ୍ତୁ...

ଏହି କାରରେ ଯାତ୍ରା କଲେ ହେବନାହିଁ କରୋନା ସଂକ୍ରମଣ!

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ଥିବାବେଳେ ଏବେ ଏମିତି ଏକ କାର ସାମ୍ନାକୁ ଆସିଛି ଯାହାକି କରୋନା ଭୁତାଣୁ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଏହାର ନିର୍ମାତା କହିଛନ୍ତି | ଚୀନର ଅଟୋମୋବାଇଲ କମ୍ପାନୀ ଗିଲି ପକ୍ଷରୁ କୁହାଯାଇଛି ଯେ ଏବେ ଏମିତି ଏକ କାରର…
ଅଧିକ ଖବର ଦେଖନ୍ତୁ...

ଅଦରକାରୀ ସାମଗ୍ରୀରେ ନିର୍ମିତ ହେଉଛି ମହାତ୍ମାଗାନ୍ଧିଙ୍କ ୩୦ଫୁଟ ଉଚ୍ଚ ସୁନ୍ଦର ପ୍ରତିମୂର୍ତ୍ତି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସେବାଗ୍ରାମ୍‌ ଆଶ୍ରମ ନିକଟରେ ଅଦରକାରୀ ଅଟୋମୋବାଇଲ୍‌କୁ ଆଧାର କରି ମହାତ୍ମାଗାନ୍ଧିଙ୍କ ୩୦ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ତିଆରି ହେଉଛି। ଏଥିସହିତ ଭୁଦାନ୍‌ ଆନ୍ଦୋଳନର ଆଚାର୍ଯ୍ୟା ବିନୋବା ଭାବେଙ୍କର ବି ୧୭ଫୁଟ ଉଚ୍ଚର ମୂର୍ତ୍ତିକୁ ବି ଏହି ଅଦରକାରୀ…
ଅଧିକ ଖବର ଦେଖନ୍ତୁ...

ସାନଭାଇର କୁରାଢ଼ୀ ଚୋଟରେ ବଡ଼ଭାଇର ଜୀବନ ଗଲା, ମୃତଦେହକୁ ବୁଦା ଭିତରେ ଲୁଚାଇବା ସମୟରେ ଧରାପଡ଼ିଲା

ବାଲେଶ୍ୱର: ସାନଭାଇର କୁରାଢ଼ୀ ଚୋଟରେ ବଡ଼ଭାଇର ଜୀବନ ଯାଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସିଙ୍ଗଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରବୀନ୍ଦ୍ର ରାଉତ (୪୨)। ଅଭିଯୁକ୍ତର ନାମ ସୂର୍ଯ୍ୟ ରାଉତ (୪୦)। ବସ୍ତା ଏସ୍‌ଡିପିଓ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ : ୟୁରୋପ ଗସ୍ତ ବାତିଲ କଲେ ମୋଦୀ, ଦିଲ୍ଲୀର ସବୁ ପ୍ରାଥମିକ ସ୍କୁଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ (କୋଭିଡ୍‌-୧୯) ସଂକ୍ରମଣ ବଢିଚାଲିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବ୍ରସେଲ୍ସ ଗସ୍ତ ବାତିଲ କରିଦେଇଛନ୍ତି । ଚଳିତ ମାସରେ ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ଭାରତ ଓ ୟୁରୋପୀୟ ସଂଘର ସମ୍ମିଳନୀ ହେବାକୁ ଥିଲା । ଏଥିରେ ଯୋଗ ଦେବାକୁ…
ଅଧିକ ଖବର ଦେଖନ୍ତୁ...

କାନରେ ଇୟରଫୋନ ଲଗାଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିଲା ପୁଲିସ

ମୁମ୍ବାଇ: ଆପଣ ରାସ୍ତାରେ ଗାଡ଼ି ଚଳାଉଥିବାବେଳେ କାନରେ ଇୟରଫୋନ ଲଗାଇ ଚଲାଉଛନ୍ତି କି ? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ | କାରଣ ଇୟରଫୋନ ଲଗାଇ ଗୀତ ଶୁଣି ଶୁଣି ଯିବା ଆପଣଙ୍କ ପାଇଁ ମାହାଙ୍ଗା ସାବ୍ୟସ୍ତ ହୋଇପାରେ | ପ୍ରକୃତରେ କାନରେ ଇୟରଫୋନ ଲଗାଇ ଗାଡ଼ି ଚଳାଇବା ଦ୍ୱାରା ଆପଣଙ୍କ ଧ୍ୟାନ…
ଅଧିକ ଖବର ଦେଖନ୍ତୁ...