କରୋନାଭାଇରସ୍ରୁ ରକ୍ଷା ପାଇବାକୁ ହେଲେ ଏସବୁ ସାମଗ୍ରୀ ବ୍ୟବହାର ସମୟରେ ସତର୍କ ରହନ୍ତୁ
ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ୍ର ସଂକ୍ରମଣର ତିନିଟି ନୂଆ ଘଟଣା ସାମ୍ନାକୁ ଆସିଛି। ଫଳରେ ଭାରତରେ କରୋନାଭାଇରସ୍ ପଜିଟିଭ୍ ଥିବା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ତେବେ ଏହି ମାରାତ୍ମକ କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିକଟରେ ଏକ ଟୁଇଟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...