Daily Archives

March 9, 2020

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଶିକ୍ଷକ, ଘଟଣା ପ୍ରକାଶ କଲେ ମାରିଦେବାକୁ ଦେଉଥିଲେ ଧମକ

ଯାଜପୁର/ପାଣିକୋଇଲି: ୬ଷ୍ଠ ଶ୍ରେଣୀର ଦୁଇ ଜଣ ଛାତ୍ରୀଙ୍କ ଦ୍ୱାରା ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଜଣେ ଶିକ୍ଷକଙ୍କୁ ଆଜି ଜେଲ ଯିବାକୁ ପଡ଼ିଛି। ନାବାଳିକା ଛାତ୍ରୀଙ୍କ ଅଭିଯୋଗ କ୍ରମେ ପାଣିକୋଇଲି ଥାନା ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ମୋହନ ଭୂୟାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ପାଣି ପିଆଉଥିବା ସମୟରେ ବୃଦ୍ଧଙ୍କ ମୁଣ୍ଡକୁ ଚୋବାଇ ଖାଇଲା ଓଟ; ଚେଷ୍ଟା କରିବି ମୁକୁଳି ପାରିଲେ ନାହିଁ

ବିକାନେର: ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଚାଷୀ ଓଟକୁ ପାଣି ପିଆଉଥିବା ସମୟରେ ସେ ତାଙ୍କର ମୁଣ୍ଡକୁ ଚୋବାଇ ଖାଇ ଦେଇଥିଲା ବୋଲି କୁହାଯାଉଛି। ଚାଷୀ ଓଟ ପାଟି ଭିତରୁ ମୁକୁଳିବା ପାଇଁ ଯେତେ ଚେଷ୍ଟା କରିଥିଲେ ହେଁ ସେ ସେଥିରୁ ବର୍ତ୍ତି ପାରି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା ପାଇଁ ଘୋଷଣା ହେଲା ନୂଆ ସିବିଏସଇ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ: ଘୋଷଣା ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା ସୂଚୀ | ଦିଲ୍ଲୀର ଯେଉଁ ଅଂଚଳରେ ସିବିଏସଇ ପରୀକ୍ଷା ବାତିଲ ହୋଇଥିଲା ସେହି ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି | ଉତ୍ତର ପୂର୍ବ ଦିଲ୍ଲୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷା ପାଇଁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍…
ଅଧିକ ଖବର ଦେଖନ୍ତୁ...

ଗୁଗଲର ଏହି ଉପାୟକୁ ଆପଣାଇ ନିଜ ସ୍ମାର୍ଟଫୋନ୍‌ ସହିତ ଖେଳନ୍ତୁ ହୋଲି

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡ଼େ ଉତ୍ସାହ ଦେଖିବାକୁ ମିଳିଛି। ଏହି ପର୍ବକୁ ଖୁସିରେ ପାଳନ କରିବା ପାଇଁ ଗୁଗଲ ଏକ ସ୍ୱତନ୍ତ୍ର ଉପାୟ ଆଣିଛି। ଏହି ଉପାୟକୁ ଆପଣାଇ ଯେକୌଣସି ବ୍ୟକ୍ତି ନିଜ ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍‌ ସହିତ ହୋଲି ଖେଳି ପାରିବେ। ଆପଣ ଯେତେବେଳେ ଗୁଗଲରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥ ମନ୍ଦିରକୁ କୋଟିଏ ଟଙ୍କା ଦାନ ମିଳିଲା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆଜି କୋଟିଏ ଟଙ୍କା ଦାନ ମିଳିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ୨ଟି ଚେକ୍‌ ମାଧ୍ୟମରେ ଏହି ରାଶି ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉଦ୍ଦେଶ୍ୟରେ ମିଳିଥିବା ଜାଣିବାକୁ ମିଳିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ସଂସ୍ଥା ‘କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ’…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ: ଜ୍ୱର-ଥଣ୍ଡା-କାଶ ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ

ଭୁବନେଶ୍ୱର: ରାତି ପାହିଲେ ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ରଙ୍ଗର ପର୍ବ ହୋଲି ପାଳନ ହେବ। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ପାଇଁ ହୋଲି ପର୍ବ ନେଇ ଉତ୍ସାହ ଦେଖାଯାଉ ନାହିଁ। ଜ୍ୱର, ଥଣ୍ଡା ଓ କାଶ ହେଉଥିଲେ ଆଦୌ ହୋଲି ନଖେଳନ୍ତୁ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପରାମର୍ଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାକୁ ଖୋଜି ଖୋଜି ୨ ହଜାର କିଲୋମିଟର ଗଲା ବାଘ

ନୂଆଦିଲ୍ଲୀ: ଆପଣ ହୁଏତ ଶୁଣିଥିବେ ସାତ ଦରିଆ ପାରି ହୋଇ ଓ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରେମିକ ପ୍ରେମିକା ପାଖରେ ପହଁଚିଯାଇଥାଏ | ଟିଭି ପରଦାରେ ହେଉ ବା ସିନେମାରେ ଏହି ଦୃଶ୍ୟକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଥାଏ | କିନ୍ତୁ କେବେ ଭାବିଛନ୍ତି କି ନିଜ ପ୍ରେମିକା ବାଘୁଣୀକୁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବାୟୁସେନା ସି-୧୭ ଗ୍ଲୋବାମାଷ୍ଟର ଯୋଗେ କରୋନାଭାଇରସ୍‌ ପ୍ରଭାବିତ ଇରାନ୍‌ରୁ ଭାରତୀୟଙ୍କୁ ଉଦ୍ଧାର କରିବ

ନୂଆଦିଲ୍ଲୀ: ସୋମବାର ଦିନ ଇରାନର ରାଜଧାନୀ ତେହେରାନ ଅଭିମୁଖେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ଆଇଏଏଫ୍‌ ସି-୧୭ ଗ୍ଲୋବାମାଷ୍ଟର ରାତି ୮ଟାରେ ଉଡାଣ ଭରିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସାମରିକ ପରିବହନ ବିମାନ ସି-୧୭ ଗ୍ଲୋବାମାଷ୍ଟରକୁ କରୋନାଭାଇରସ୍‌ ପ୍ରଭାବିତ ଇରାନରେ…
ଅଧିକ ଖବର ଦେଖନ୍ତୁ...

ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଅନେକ ଥର ମାଓବାଦୀଙ୍କ ସାମ୍ନା କରିଥିବା ପ୍ରଶାନ୍ତଙ୍କୁ ଟୁଇଟରେ ପ୍ରଶଂସା କଲେ…

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳରେ ନିଜର ନିଷ୍ଠାପର ସେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଆଉ ତାଙ୍କ କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୪…
ଅଧିକ ଖବର ଦେଖନ୍ତୁ...