Daily Archives

March 10, 2020

ମଧ୍ୟପ୍ରଦେଶରେ ଭାଙ୍ଗୁଛି କଂଗ୍ରେସ! କମଲନାଥଙ୍କ ବୈଠକରେ ଅନୁପସ୍ଥିତ ରହିଲେ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଥିବା କ୍ଷମତା ଯୁଦ୍ଧରେ ସୋନିଆଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ଚିନ୍ତାରେ କଂଗ୍ରେସ ଥିବାବେଳେ ଆଜି ଉଭୟ…
ଅଧିକ ଖବର ଦେଖନ୍ତୁ...

ବିଭିିନ୍ନ କ୍ଷେତ୍ରର ସେଲିବ୍ରିଟିମାନେ ଏଭଳି ପାଳନ କଲେ ହୋଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ ଓ ଭିଡିଓ

ମୁମ୍ବାଇ: ଆଜି ସାରା ବିଶ୍ବରେ ଖୁବ୍ ଧୁମଧାମରେ ରଙ୍ଗର ପର୍ବ ହୋଲିକୁ ‌ପାଳନ କରିଛନ୍ତି ଲୋକେ। ସାଧାରଣଜନତାଙ୍କଠାରୁ ଆରମ୍ଭ କରି କଳା ଜଗତ ଏବଂ କ୍ରିକେଟ ଜଗତର ଅନେକ ସେଲିବ୍ରିଟିମାନେ ଏହି ପର୍ବକୁ ଖୁବ୍ ଧୁମଧାମରେ ପାଳନ କରିଥିବା ଦେଖାଯାଇଛି। ସେମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ହୋଲି ଅଘଟଣ: ବାରଣ ସତ୍ତ୍ୱେ ଚିତ୍ରୋତ୍ପଳା ନଦୀକୁ ପଶିଲେ କଲେଜ ଛାତ୍ର, ପାଣିରେ ବୁଡ଼ି ମୃତ

ସାଲେପୁର: ବରିଷ୍ଠ ଓ ଅଭିଜ୍ଞଙ୍କ କଥାକୁ ଖାତିର ନକରିବା ଜଣେ ଜଲେଜ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। କଟକ ଜିଲ୍ଳାର ସାଲେପୁର ବ୍ଲକ ଅନ୍ତର୍ଗତ ତେନ୍ତୋଳ ପଞ୍ଚାୟତର ଜଳହରି ନିକଟ ଦେଇ ଯାଇଥିବା ଚିତ୍ରୋତ୍ପଳା ନଦୀରେ ବୁଡ଼ି ଆଜି ଅପରାହ୍ନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ରର ନାମ ଶୁଭମ…
ଅଧିକ ଖବର ଦେଖନ୍ତୁ...

୩ ମିନିଟରେ ବିମାନ ଭଳି ଉଡ଼ିବ କାର, ୧୫ ମାସ ମଧ୍ୟରେ ଭାରତରେ ସତ ହେବ ସ୍ଵପ୍ନ

ଅହମ୍ମଦାବାଦ: ସଡ଼କରେ ଚାଲୁଥିବାବେଳେ ୩ ମିନିଟ ମଧ୍ୟରେ କୌଣସି କାର ବିମାନ ଭଳି ଆକାଶରେ ଉଡିବା ଏହା କୌଣସି ସ୍ଵପ୍ନଠାରୁ କମ ନୁହେଁ | ତେବେ ଏହି ସ୍ୱପ୍ନ ଆସନ୍ତା ୧୫ ମାସ ମଧ୍ୟରେ ଗୁଜୁରାଟରେ ସାକାର ହେବାକୁ ଯାଉଛି | ନେଦରଲାଣ୍ଡର କମ୍ପାନୀ ପାଲ ଭି ଏବେ ଗୁଜୁରାଟରେ ଫ୍ଲାଇଙ୍ଗ କାର ବା…
ଅଧିକ ଖବର ଦେଖନ୍ତୁ...

ଋଣ ନେଇଥିବା ଟଙ୍କା ଦେଇ ନପାରିବାରୁ ସାଙ୍ଗକୁ ୧୧ମହଲା ଉପରୁ ଠେଲି ହତ୍ୟା କଲେ ୩ଜଣ ଇଞ୍ଜିନିୟରିଂ ଛାତ୍ର

ପୁଣେ: ମଙ୍ଗଳବାର ପୂର୍ବାହ୍ନରେ ଧାର ନେଇଥିବା ଟଙ୍କା ଦେବାକୁ ନେଇ ତିନିଜଣ ଇଞ୍ଜିନିୟରିଂ ଛାତ୍ର ନିଜର ସହପାଠୀଙ୍କୁ ବାଲକୋନିରୁ ଠେଲି ଦେଇ ହତ୍ୟା କରିଥିବା ଜଣା ପଡ଼ିଛି। ପୁଣେରେ ମଙ୍ଗଳବାର ଏହି ଦୁଃଖଦାୟକ ଘଟଣା ଘଟିଥିବା ବେଳେ ୩ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି ପୁଲିସ।…
ଅଧିକ ଖବର ଦେଖନ୍ତୁ...

ନିଆରା ଢଙ୍ଗରେ ହୋଲି ଖେଳିଲେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ

ଜଗତସିଂହପୁର: ରଙ୍ଗର ପର୍ବ ହୋଲି ଅବସରରେ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ନିଆରା ଢଙ୍ଗରେ ରଙ୍ଗ ଖେଳିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦଳର କର୍ମୀ ଓ ଜନସାଧାରଣଙ୍କ ସହିତ ସେ ହୋଲି ଖେଳିବା ପାଇଁ ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ଜ୍ୟୋତିରାଦିତ୍ୟଙ୍କ ନିଷ୍ପତ୍ତିକୁ ପୁଅ ମହାଆର୍ଯ୍ୟମାନଙ୍କ ସ୍ବାଗତ, ପିଉସୀ ଯଶୋଧରା କହିଲେ ମୁଁ ବହୁତ ଖୁସି

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ  ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଚଳଚଞ୍ଚଳ ହୋଇଛି ମଧ୍ୟପ୍ରଦେଶ ରାଜନୀତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ସିନ୍ଧିଆ ଇସ୍ତଫା ପତ୍ର ପଠାଇଛନ୍ତି । ଖୋଦ୍ ସିନ୍ଧିଆ ଟ୍ୱିଟ୍ କରି ନିଜ…
ଅଧିକ ଖବର ଦେଖନ୍ତୁ...

ଟିମ ଇଣ୍ଡିଆରୁ ସନ୍ୟାସ ନେଇପାରନ୍ତି ଏହି ୪ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରୁ ସନ୍ୟାସ ନେଇପାରନ୍ତି ୪ ଜଣ ବରିଷ୍ଠ ଖେଳାଳି | କିଛି ଏଭଳି ଅନୁମାନ ଲଗାଇଛନ୍ତି ଜାତୀୟ ଗଣମାଧ୍ୟମ | ଏହି ତାଲିକାର ପ୍ରଥମ ଖେଳାଳି ହେଉଛନ୍ତି ଭୁବନେଶ୍ୱର କୁମାର | ଲଗାତାର ୧୮ ମାସ ଧରି ଆହତ ହେବ କାରଣରୁ ବାରମ୍ବାର ଦଳରୁ ସେ ବିରତି ନେଇଛନ୍ତି | ୨୦୧୮…
ଅଧିକ ଖବର ଦେଖନ୍ତୁ...

ଏସିଆର ଧନୀ ନମ୍ବର ୧ ମାନ୍ୟତା ହାତେଇଲେ ଚୀନର ଉଦ୍ୟୋଗପତି ଜ୍ୟାକ୍‌ ମା, ଦ୍ବିତୀୟ ସ୍ଥାନରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଆଉ ଏସିଆର ୧ନମ୍ବର ଧନୀ ହୋଇ ନାହାନ୍ତି। ଚୀନର ଉଦ୍ୟୋଗପତି ଏବଂ ଅଲ୍ଲୀବାବା ଗ୍ରୁପ୍ ହୋଲଡିଂ ଲିମିଟେଡର ସଂସ୍ଥାପକ ଜ୍ୟାକ୍‌ ମା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆ ମହାଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି

ତିଗିରିଆ: ହୋଲି ଖେଳକୁ ନେଇ ଆଜି କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ ଗଣ୍ଡଗୋଳ ହୋଇଛି। ଗୋଷ୍ଠୀ ସଂଘର୍ଷରେ ୮ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତର ତଳଗଡ଼ ଓ…
ଅଧିକ ଖବର ଦେଖନ୍ତୁ...