Daily Archives

March 12, 2020

ମହିଳା ଟି-୨୦ ବିଶ୍ବକପ ଦେଖିବାକୁ ଯାଇଥିବା ଦର୍ଶକ କରୋନା ଆକ୍ରାନ୍ତ ହେଲେ

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ଲୋକମାନଙ୍କ ମନରେ କରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଦିନକୁ ଦିନ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବା ବେଳେ ବଡ଼ ବଡ଼ ଇଭେଣ୍ଟକୁ ସ୍ଥଗିତ ରଖାଯାଉଛି। ଏତେ ବାରଣ କରିବା ସତ୍ତ୍ବେ ମାର୍ଚ୍ଚ ୮ରେ ହୋଇଥିବା ମହିଳା ଟି-୨୦ ବିଶ୍ବକପ…
ଅଧିକ ଖବର ଦେଖନ୍ତୁ...

ସେବାଶ୍ରମ ବିଦ୍ୟାଳୟରେ ଉପସ୍ଥାନରେ ଅନିୟମିତତା ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଚଢ଼ାଉ

ବ୍ରଜରାଜନଗର: ଝାରସୁଗୁଡା ବ୍ଲକ ଅନ୍ତର୍ଗତ ଚାନ୍ଦିନୀମାଲ ପଞ୍ଚାୟତରେ ଥିବା ଚାନ୍ଦିନୀମାଲ ସେବାଶ୍ରମ ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀଙ୍କ ଉପସ୍ଥାପନରେ ଅନିୟମିତତା ଦେଖାଯାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ ପରେ ଏହା ଜଣାପଡ଼ିଛି। ଝାରସୁଗୁଡା ଉପଜିଲ୍ଲାପାଳ ଶିବ…
ଅଧିକ ଖବର ଦେଖନ୍ତୁ...

ଏନପିଆରକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, କୌଣସି ଦସ୍ତାବିଜ ମଗାଯିବ ନାହିଁ: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଏନପିଆର ବା ଜାତୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ ଦେଶବାସୀ ଭୟ କରନ୍ତୁ ନାହିଁ | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ରାଜ୍ୟସଭାରେ ଏନପିଆର ବାବଦରେ କହିଛନ୍ତି ଯେ ଭାରତବାସୀଙ୍କୁ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥନା ସଭାରେ ଅପମାନିତ ହେବା ପରେ ଆତ୍ମହତ୍ୟା କରିବାକୁ କହିଲେ ଛାତ୍ର, ଅଭିଯୋଗ ଆଣିଲେ ମା’

ବାରିପଦା: ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର(ଏମେ୍‌କସି) ଉଚ୍ଚବିଦ୍ୟାଳୟରେ କିଛି ଛାତ୍ରଙ୍କୁ ଆଜି ପ୍ରାର୍ଥନା ସଭାରେ ଆଣ୍ଠେଇବା ଭଳି ଦଣ୍ଡଦେବାକୁ ନେଇ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରଙ୍କ ମା’। ନବମ ଶ୍ରେଣୀ ଛାତ୍ର ସୁମିତ କୁମାର ସାହୁଙ୍କ ମା’ ତଥା ବିଦ୍ୟାଳୟ ପରିଚାଳନା…
ଅଧିକ ଖବର ଦେଖନ୍ତୁ...

ନକଲି କରୋନାଭାଇରସ୍‌ କ୍ଲିୟରାନ୍ସ ସାର୍ଟିଫିକେଟ ଦେଖାଇ ୧୪ଜଣ ତୀର୍ଥଯାତ୍ରୀ ପାକିସ୍ତାନରେ ପହଞ୍ଚିଲେ

ନୂଆଦିଲ୍ଲୀ: କରୋନାଭାଇରସ୍‌ରେ ଚୀନ ପରେ ଯଦି କୌଣସି ଦେଶ ପ୍ରଭାବିତ ହେଉଛି ତେବେ ସେହି ଦେଶଟି ହେଉଛି ଇରାନ୍‌। ଇରାନ୍‌ରେ ଏଯାବତ୍‌ କରୋନାଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୪୨୯ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ରେ ପହଞ୍ଚିଛି। ଭାରତ ପରେ ପାକିସ୍ତାନ ବି ନିଜ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ୧୦ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ପାଇଁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍ ଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ। ଜୀବନସାଥୀଙ୍କ ଠାରୁ ଖୁସି ମିଳିବ। ବୃଷ: ମାନ-ସମ୍ମାନ ବଢ଼ିବ। ବ୍ୟାବସାୟିକ ପରିସର ବୃଦ୍ଧି ଲାଗି ନୂଆ ଯୋଜନା କରିପାରନ୍ତି। ଚାକିରିଆଙ୍କୁ ଭଲ ଖବର ମିଳିବ। ପାରିବାରିକ ଜୀବନରେ…
ଅଧିକ ଖବର ଦେଖନ୍ତୁ...

ମାନସିକ ଅନଗ୍ରସର ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୭୬ ବର୍ଷିଅ ବୃଦ୍ଧ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜଣେ ମାନସିକ ଅନଗ୍ରସର ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ୭୬ ବର୍ଷିଅ ବୃଦ୍ଧ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମ ମହାନନ୍ଦ ଘଟାଲ। ସୂଚନା ଅନୁସାରେ ମାନସିକ ଅନଗ୍ରସର ଯୁବତୀ ନିଜର ଜଣେ ସାଙ୍ଗଙ୍କ ସହିତ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ଘରୋଇ ବସକୁ ୭ ଲକ୍ଷ ଟଙ୍କାର ଜରିମାନା କଲା ପରିବହନ ବିଭାଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପୁଣି ଏକ ଯାତ୍ରୀବାହୀ ବସକୁ ପକାଇଛି ବଡ଼ ଫାଇନ। ଖୁଣ୍ଟିଗୋରା ରୁ ବରଗଡ଼ ଯାଉଥିବା ବୁଢ଼ୀମା ଗାଡି ନମ୍ବର ଓଆର ୦୩ବି୬୧୮୫କୁ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଜରିମାନା କରାଯାଇଛି । ଗୁରୁବାର ବସଟି ବରଗଡରୁ ବାହାରି ଖୁଣ୍ଟିଗୋରା ଯାଉଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରମାନଙ୍କୁ ଚିଠି ଲେଖିଲା ଆରବିଆଇ; ୟେସ୍‌ ବ୍ୟାଙ୍କ୍‌ ପରିପ୍ରେକ୍ଷୀରେ ଘରୋଇ ବ୍ୟାଙ୍କ୍‌ରୁ ଜମା ଉଠାନ୍ତୁ…

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବା ପରେ ଏବେ ସମଗ୍ର ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୟେସ୍‌ ବ୍ୟାଙ୍କ ଦୁର୍ନୀତିକୁ ଦେଖିବା ପରେ ଏବେ କେବଳ ମାତ୍ର ସାଧାରଣ ଜନତା ନୁହନ୍ତି; ବରଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଛନ୍ତି। ଏବଂ…
ଅଧିକ ଖବର ଦେଖନ୍ତୁ...