Daily Archives

March 13, 2020

ମଣିଷ ମୁହଁ ନେଇ ଜନ୍ମ ହେଲା ଘୁଷୁରୀ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ ଓ ଭିଡିଓ

ନୂଆଦିିଲ୍ଲୀ: ଏକ ଘୁଷୁରୀ ଛୁଆ ମଣିଷ ମୁହଁ ନେଇ ଜନ୍ମ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଣିଷ ମୁହଁ ନେଇ ଜନ୍ମ ହୋଇଥିବା ଘୁଷୁରୀ ଛୁଆ ଅନ୍ୟ କିଛି ଘୁଷୁରୀ ଛୁଆଙ୍କ ସହ ଜନ୍ମ ହୋଇଥିଲେ ମଧ୍ୟ ତା’ର ହିଁ ଶରୀରରେ ପରିବତ୍ତର୍ନ ଦେଖାଯାଇଛି। ମଣିଷ ଭଳି ଆଖି ରହିବା ସହ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷ

ନାଲକୋ ନଗର: ଅନୁଗୁଳ ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ କଲୋନି ପରିସରରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ନାଲକୋ ନଗର ଗିରାଙ୍ଗ ଛକ ନିକଟରେ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା : ବନ୍ଦ ହେବ ସୀମାପାର ବସ ଓ ରେଳ ସେବା

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା କରିବା ଲାଗି ଭାରତ ସରକାର ଆଉ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ସରକାର ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲୁଥିବା ସବୁ ରେଳ ଓ ବସ ସେବାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ଥଗିତାଦେଶ ଏପ୍ରିଲ ୧୫ ପର୍ଯ୍ୟନ୍ତ ଲାଗୁ ହେବ । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ ୫୦୦ କ୍ବିଣ୍ଟାଲରୁ ଅଧିକ ଧାନ ବିକି ଚର୍ଚ୍ଚାରେ ବିଧାୟକ ତାରା ବାହିନୀପତି, ତଦନ୍ତ କରୁଛି ପ୍ରଶାସନ

ଜୟପୁର: ୨୦୧୯-୨୦ ଖରିଫ ଧାନ କିଣାରେ ୫୦୦ କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି। ଏହାସହ ଅନ୍ୟ ୧୧ ଜଣ ଚାଷୀମଧ୍ୟ ୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ତେବେ ଏହି ଚାଷୀମାନଙ୍କର ଜମିର ତଥ୍ୟ, ଚା‌ଷ ହେଉଥିବା ଧାନର ତଥ୍ୟ ସହ ଧାନର…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌ ଓ ସାଧାରଣ ଥଣ୍ଡା-କାଶ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ରେ ଏଯାବତ ୮୧ଟି ସଂକ୍ରମଣ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକର କଳବୁର୍ଗୀରେ ଗତ ଗୁରୁବାର ଏହି ମାରାତ୍ମକ ଭାଇରସ୍‌ ଜଣଙ୍କ ଜୀବନ ନେଇଥିବା ଜଣାପଡ଼ିଛି। ତେବେ ଏଭଳି ପରିସ୍ଥିିତିରେ ଲୋକମାନଙ୍କ ମନରେ ସାଧାରଣ ଥଣ୍ଡା-କାଶ ଓ କରୋନାଭୂତାଣୁରେ ସଂକ୍ରମିତ ହୋଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କମ‌ର୍ଚାରୀଙ୍କ ସହ ବ୍ୟବହାରରେ ସଂଯମତା ରଖନ୍ତୁ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସୁସମ୍ବାଦ ପାଇବେ। ପତ୍ନୀଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ବୃଷ: ସାହସର ସହିତ ଆଗକୁ ଯିବେ। ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ବିବାହିତଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

କରୋନା ଆତଙ୍କ ମଧ୍ୟରେ ଓଡ଼ିଶାକୁ ଆଶ୍ୱସ୍ତି : ପରୀକ୍ଷା ପାଇଁ ଯାଇଥିବା ୨୧ ନମୁନା ନେଗେଟିଭ

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ମଧ୍ୟରେ ଓଡ଼ିଶାକୁ ଆଶ୍ୱସ୍ତି ମିଳିଛି । ପରୀକ୍ଷା ପାଇଁ ଯାଇଥିବା ୨୧ଟି ନମୁନାର ରିପୋର୍ଟ ନେଗେଟିଭ ବାହାରିଛି । ବର୍ତ୍ତମାନ ସୁଦ୍ଧା ୧୪୧ ଜଣ ନିରୀକ୍ଷଣରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଭାଇରସ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ ? ସୁନାଦର ଗୋଟିଏ ଦିନରେ ୧ ହଜାର ଟଙ୍କା କମିଲା

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀର ପ୍ରଭାବ ସୁନା ଦର ଉପରେ ମଧ୍ୟ ପଡ଼ିଛି । ଶୁକ୍ରବାରଦିନ ରାଜଧାନୀ ଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ପ୍ରାୟ ୧ ହଜାର ଟଙ୍କା ହ୍ରାସ ପାଇ ୪୨,୬୦୦ ଟଙ୍କାରେ ପହଞ୍ଚିଛି । କରୋନା ଭାଇରସ ପ୍ରଭାବ ଓ ଡଲାର ତୁଳନାରେ ଟଙ୍କାମୂଲ୍ୟ ହ୍ରାସ କାରଣରୁ ନିବେଶକମାନେ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ପରଦାକୁ ଆସିପାରେ ‘ଗଜନି-୨’

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଅନେକ ସିନେମା ପ୍ରେକ୍ଷାଳୟରେ ପସରା ମେଲାଇ ବହୁ ବ୍ୟବସାୟ କରିଥିବା ବେଳେ ଅନେକ ସିନେମା ସେତେଟା ଲାଭ କରି ପାରନ୍ତି ନାହିଁ। ଯାହାକୁ ଦର୍ଶକମାନେ ଖୁବ୍‌ ଅଳ୍ପ ଦିନରେ ଭୁଲି ଯାଇଥାଆନ୍ତି। କିନ୍ତୁ ଏହି ସିନେମାଗୁଡ଼ିକ ମଧ୍ୟରୁ ଏମିତି କିଛି ସିନେମା ରହିଥାଏ,…
ଅଧିକ ଖବର ଦେଖନ୍ତୁ...

କୋକସରା ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ କିରାସିନି ଢାଳି ଜାଳିବା ଉଦ୍ୟମ ବିଫଳ, ୪ ଅଭିଯୁକ୍ତ ଗିରଫ

କୋକସରା/ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କୋକସରା ଥାନାର ମହିଳା ସବ୍‌ଇନ୍ସପେକ୍ଟରଙ୍କୁ କିରାସିନି ଢାଳି ଜାଳିବା ଉଦ୍ୟମ ବିଫଳ ହୋଇଛି। ପୁଲିସ ଏହି ଘଟଣା ସହ ଜଡ଼ିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ଖମାରୀ ଓରଫ ଗଙ୍ଗାରାମ (୫୫), ବସନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...