Daily Archives

March 14, 2020

ସଡ଼କ ଦୁର୍ଘଟଣାରେ ନବବିବାହିତଙ୍କ ସହ ୧୧ ଜଣ ସମ୍ପର୍କୀୟଙ୍କର ମୃତ୍ୟୁ

ଯୋଧପୁର: ରାଜସ୍ଥାନର ଯୋଧପୁରର ସୋଇନତାରାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଏଥିରେ ନବବିବାହିତ ଦମ୍ପତ୍ତିଙ୍କ ସହ ଏମାନଙ୍କର ୧୧ ଜଣ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ବାଡ଼ମେରରୁ ରାମଦେବରାରେ ଥିବା ବାବା ରାମଦେବଙ୍କ ମନ୍ଦିରକୁ ଏକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ଗ୍ୟାସ ସିଲିଣ୍ଡର ବୋମା ଠାବ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଠାରୁ ପ୍ରାୟ ୪୫ କିଲୋମିଟର ଦୂର କରାଇକେଲା ଥାନାର ଜରଜଟ୍ଟା ଜଙ୍ଗଲରେ ସିଆରପିଏଫ୍‌ ଏବଂ ଝାରଖଣ୍ଡ ପୁଲିସ ଏକ ଗ୍ୟାସ ସିଲିଣ୍ଡର ବୋମାକୁ ଠାବ କରିଛନ୍ତି। ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ କରିଦିଆଯାଇଛି। ଏହି ଅଂଚଳ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ। ପ୍ରଥମ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବିତ ଇରାନରେ ଫସିଛନ୍ତି ଓଡ଼ିଆ ଯୁବକ

ଭୁବନେଶ୍ୱର: କରୋନାରେ ପ୍ରଭାବିତ ଇରାନରେ ଜଣେ ଓଡ଼ିଆ ଯୁବକ ଫସିଛନ୍ତି। ଓଡ଼ିଆ ଯୁବକଙ୍କ ନାମ ସୟଦ ମୁଫିଜୁର ରହମାନ। ତାଙ୍କୁ ଉଦ୍ଧାର କରାଯିବା ପାଇଁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ଅଧିକାରୀ ହତ୍ୟା ମାମଲାରେ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି : ଏନଆଇଏ କୋର୍ଟ

ନୂଆଦିଲ୍ଲୀ : ଚାରିଜଣ ବାୟସେନା ଅଧିକାରୀଙ୍କ ହତ୍ୟାମାମଲାରେ କୁଖ୍ୟାତ ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆଜି କହିଛନ୍ତି । ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କରୋନା ଆତଙ୍କ: ଅପ୍ରେଲ ୩ରେ ହେବାକୁ ଥିବା ପଦ୍ମ ପୁରସ୍କାର ସମାରୋହ ସ୍ଥଗିତ

ନୂଆଦିଲ୍ଲୀ: କରୋନାଭାଇରସର ପ୍ରଭାବ ଏବେ ସାରା ବିଶ୍ବରେ ଦେଖିବାକୁ ମିଳୁଛି। ଭାରତରେ ଏବେ ବିଭିନ୍ନ ରାଜ୍ୟରେ ସ୍କୁଲ-କଲେଜ, ସିନେମା ହଲ୍ ଏବଂ ବଡ଼ ବଡ଼ ଇଭେଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ଲୋକମାନଙ୍କୁ ସତର୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ଉପଦେଶ ଦିଆଯାଉଛି। ତେବେ ଏ ପର୍ଯ୍ୟନ୍ତ ଅନେକ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ପୁରୀ ପର୍ଯ୍ୟଟକଙ୍କୁ କଟକଣା ଜାରି, ଯାଇପାରିବେନି କୋଣାର୍କ-ଚନ୍ଦ୍ରଭାଗା-ଚିଲିକା

ପୁରୀ: କରୋନା ଭାଇରସ ସଂକ୍ରମଣ ଭୟରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି ହୋଇଛି। ପର୍ଯ୍ୟଟକମାନେ ରବିବାର ଠାରୁ ଅସ୍ଥାୟୀ ଭାବେ କୋଣାର୍କ, ଚନ୍ଦ୍ରଭାଗା ଓ ଚିଲିକା ବୁଲି ଯାଇପାରିବେ ନାହିଁ। ପର୍ଯ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନକୁ ଯିବା ଉପରେ ରୋକ୍‌ ଲଗାଯାଇଛି। ଏସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଜୀବନରେ ସ୍ଥିରତା ଆସିବ। ମଙ୍ଗଳ ଓ ବୁଧବାର: ଚାକିରିରେ ସୁଖୀ ରହିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପରିଧି ବଢ଼ିବ। ଶନିବାର: ଆର୍ଥିକ ଲାଭ ହେବ। ରବି ଓ ସୋମବାର: ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ସତର୍କ ରହନ୍ତୁ। ଗୁରୁ ଓ ଶୁକ୍ରବାର:…
ଅଧିକ ଖବର ଦେଖନ୍ତୁ...

କରୋନା ସଚେତନତା ପାଇଁ ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ସଚେତନତା ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ହୋଇଛନ୍ତି ସୁବ୍ରତ ବାଗ୍‌ଚୀ। ସେ ଗଠନ ହେବାକୁ ଥିବା କମିଟିର ନେତୃତ୍ୱ ନେବେ। କରୋନା ଭୂତାଣୁ ସଂକ୍ରାନ୍ତରେ…
ଅଧିକ ଖବର ଦେଖନ୍ତୁ...

କେବଳ ୪ ପ୍ରକାରର କରୋନା ଭାଇରସ ପଶୁ ଶରୀରରୁ ମଣିଷ ଶରୀରକୁ ଆସିପାରେ

ଭୁବନେଶ୍ୱର : କରୋନା ଭାଇରସ ନେଇ ବୈଜ୍ଞାନିକଙ୍କ ଗବେଷଣା ଜାରି ରହିଛି । ଇତିମଧ୍ୟରେ ଏ ସଂପର୍କରେ କେତେକ ନୂଆ କଥା ସାମନାକୁ ଆସିଛି । ଗବେଷଣାରୁ ଜଣାପଡ଼ିଛି ଯେ କରୋନା ଭାଇରସ କୌଣସି ଏକ ନିର୍ଦ୍ଦିଷ୍ଟ ଭୁତାଣୁ ନୁହେଁ, ବରଂ ଏହା ଏକ ଭୁତାଣୁ ଶ୍ରେଣୀ । ଏଗୁଡ଼ିକ ପଶୁମାନଙ୍କ ଶରୀରକୁ ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ମାଇକ୍ରୋସଫ୍ଟ ବୋର୍ଡ ଅଫ୍ ଡାଇରେକ୍ଟର୍ସରୁ ଇସ୍ତଫା ଦେଲେ ବିଲ୍ ଗେଟସ୍, ସାମାଜିକ କାର୍ଯ୍ୟରେ ସମୟ ଦେବେ

ନ୍ୟୁୟର୍କ: ଟେକ୍ନୋଲୋଜି କମ୍ପାନି ମାଇକ୍ରୋସଫ୍ଟ ଘୋଷଣା କରିଛି ଯେ କମ୍ପାନିର ସହ-ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିବା ବିଲ୍ ଗେଟସ୍ ଏବେ ବୋର୍ଡ ଅଫ୍ ଡାଇରେକ୍ଟର୍ସରୁ ଇସ୍ତଫା ଦେଇଛନ୍ତି । ବିଲ୍ ଗେଟସ୍ ସାମାଜିକ କାର୍ଯ୍ୟରେ ସମୟ ଦେବାକୁ ଚାହୁଁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ଏବଂ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...