Daily Archives

March 15, 2020

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’…

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ୩୭ବର୍ଷର ପରମ୍ପରାକୁ ଭାଙ୍ଗିଥିବା ଜଣା ପଡ଼ିଛି। ବିଶ୍ବରେ ଏବେ କରୋନାଭାଇରସ୍ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି  ବିଗ୍ ପ୍ରତି ରବିବାର କରୁଥିବା କାମ ମାର୍ଚ୍ଚ ୧୫ରେ କରିନାହାନ୍ତି। ପ୍ରତି…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା: ଚିଲିକା ଉପରେ ଲାଗିଲା କଟକଣା, ପ୍ରବେଶ କରିପାରିବେ ନାହିଁ ପର୍ଯ୍ୟଟକ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଚିଲିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ବରକୁଳ ଓ ବାଲୁଗାଁ ଏବଂ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ: ସଚେତନତାର ବର୍ତ୍ତାବହ ସାଜିବାକୁ କେରଳ କଏଦୀଙ୍କ ନିଆରା ପ୍ରୟାସ

ତିରୁବନନ୍ତପୁରମ୍: ଦେଶରେ ଏବେ ଲୋକମାନଙ୍କ ମନରେ କରୋନା ଭାଇରସକୁ ନେଇ ଭୟ ସୃଷ୍ଟି ହୋଇଛି। ଦିନକୁ ଦିନ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ ବଜାରରେ ଫେସ୍ ମାସ୍କ ଓ ସାନିଟାଇଜର ନମିଳୁଥିବାରୁ ଲୋକେ ଏବେ ବ୍ୟସ୍ତ ‌ହୋଇପଡ଼ୁଥିବା ଦେଖାଯାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ସୁରତରେ ୬ଟି ଅଙ୍ଗଦାନ କଲେ ଓଡ଼ିଆ: ମରି ବି ଅମର ହୋଇଗଲେ କବିସୂର୍ଯ୍ୟନଗରର ବିପିନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଭାଟପଡା ଗ୍ରାମର ଦିବଙ୍ଗତ ବିପିନ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲେ ବି ସେ ଆଜି ଅମର ହୋଇଛନ୍ତି। ଗୁଜୁରାଟର ସୁରତରେ ୬ଟି ଅଙ୍ଗଦାନ କରି ସ୍ଥାନୀୟ ଅଞ୍ଚଳ ଓ ରାଜ୍ୟ ପାଇଁ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ସୁରତରେ ବିପିନଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ମାଲେସିଆରୁ ଅମୃତସର ଫେରୁଥିବାବେଳେ ବିମାନରେ ଯାତ୍ରୀଙ୍କର ମୃତ୍ୟୁ

ଅମୃତସର: ମାଲେସିଆରୁ ପଞ୍ଜାବର ଅମୃତସରକୁ ଫେରୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କର ମଝି ଆକାଶରେ ମୃତ୍ୟୁ ଘଟିଛି | ଅମୃତସରରେ ବିମାନ ଅବତରଣ କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ହୁକୁମ ସିଂଙ୍କ ବିମାନ ଶନିବାର ବିଳମ୍ବିତ ରାତିରେ ଅମୃତସରରେ ଅବତରଣ…
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା: ଗଞ୍ଜାମ-ରାୟଗଡ଼ାରେ ୧୪୪ ଧାରା ଜାରି, ରାଉରକେଲାରେ ସୋମବାରଠୁ ପାର୍କ ବନ୍ଦ

ବ୍ରହ୍ମପୁର/ରାୟଗଡ଼ା/ରାଉରକେଲା: କରୋନା ଭାଇରସ ନେଇ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରି ଦିଆଯାଇଛି। ଏଥି ସହିତ ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଜନସମାଗମ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଗୁଜବକାରୀକୁ ଦଣ୍ଡ: କରୋନା ଭଲ କରିବା ଦାବି କରି ତାବିଜ ବିକୁଥିବା ବାବା ଗିରଫ

ଲକ୍ଷ୍ମୌ: ଚୀନରୁ କରୋନାଭାଇରସ୍‌ ସଂକ୍ରମଣ ହେବା ଘଟଣା ସାମ୍ନାକୁ ଆସିବାରେ ପରେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ଘୁରିବାରେ ଲାଗିଛି। ଯାହାକୁ ଦେଖି ଲୋକମାନେ ସାଧାରଣ କାଶ-ଥଣ୍ଡା ହେଲେ ବି ଅଧିକ ଭୟଭୀତ ହୋଇଯାଉଛନ୍ତି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବଡ଼ ମେଡିକାଲରୁ ‘କରୋନା’ ସନ୍ଦିଗ୍ଧ ଫେରାର, ଫୁଲବାଣୀରେ ୨ ସନ୍ଦିଗ୍ଧ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର/ଗଜପତି/କନ୍ଧମାଳ: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସନ୍ଦିଗ୍ଧ ଆଇସୋଲେସନ ୱାର୍ଡରୁ ଫେରାର ହୋଇଯାଇଛନ୍ତି | କରୋନା ସନ୍ଦେହରେ ଯୁବକ ଜଣକ ଗତ ୧୪ ତାରିଖରେ ଭର୍ତ୍ତି ହୋଇଥିଲେ | ତେବେ ତାଙ୍କ ନମୁନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ

ବାରିପଦା : ଓଡ଼ିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ରବିବାର ୬୪ ବର୍ଷ ବୟସରେ ବାରିପଦା ପିଆରଏମ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ହୋଇଛି। ଛାତିରେ ହଠାତ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ ଭାବନା ବଢ଼ିବ। ଆପଣଙ୍କ ବ୍ୟବହାରରେ ପଡ଼ୋଶୀ ଖୁସି ହେବେ। ବ୍ୟବସାୟରେ ସ୍ଥିରତା। ଅଚାନକ ଧନଲାଭ। ବୃଷ: ଅଧିକ କାମ, କମ୍‌ ଲାଭ। ସଂଶୟ ଦୂର ପାଇଁ ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିବ। ପରିବାରବର୍ଗ ସହିତ ସଂପର୍କ ଭଲ ରହିବ। ମିଥୁନ: ଅର୍ଥ ଜମା ଲାଗି ଯୋଜନା କରିବେ।…
ଅଧିକ ଖବର ଦେଖନ୍ତୁ...