Daily Archives

March 17, 2020

‘ଶପଥ ନେଲା ପରେ ହିଁ କହିବି, କାହିଁକି ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ କଲି’: ଜଷ୍ଟିସ୍‌ ରଂଜନ ଗୋଗେଇ…

ଗୌହାଟି/ ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିଭିନ୍ନ କାରଣ ଓ ଅକାରଣକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ଦେଶର ଶୀର୍ଷତମ ଅଦାଲତ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଜର ସାମ୍ବିଧାନିକ କ୍ଷମତାକୁ ବ୍ୟବହାର କରି…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଦୋଷୀ ଅକ୍ଷୟକୁ ଫାଶୀରୁ ବଞ୍ଚାଇବା ପାଇଁ ପତ୍ନୀ ବାଛିଲେ ଆଇନର ଆଉ ଏକ ନୂଆ ରାସ୍ତା; ଛାଡ଼ପତ୍ର ପାଇଁ ପରିବାର…

ଔରଙ୍ଗାବାଦ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଥିବା ଚାରିଜଣ ଦୋଷୀଙ୍କ ମଧ୍ୟରୁ ଦୋଷୀ ଅକ୍ଷୟ ଠାକୁରର ପତ୍ନୀ ସ୍ୱାମୀକୁ ବଞ୍ଚାଇବା ପାଇଁ ଆଇନର ଏକ ନୂଆ ରାସ୍ତା ବାଛିଛନ୍ତି। ଅକ୍ଷୟର ପତ୍ନୀ ପୁନୀତ ଏକ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

କୋଭିଡ-୧୯ ନିରାକରଣ ପାଇଁ କେନ୍ଦ୍ର ଜାରି କଲା ସଂଶୋଧିତ ନିର୍ଦ୍ଦେଶାବଳୀ: ରାଜ୍ୟ ସହ ସମନ୍ୱୟ ଲାଗି ୩୦ ନୋଡାଲ…

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ଆଜି ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ଆୟୋଜନ କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସମାବେଶ ନିଷେଧ ଲାଗି ଜାରି…
ଅଧିକ ଖବର ଦେଖନ୍ତୁ...

ସିଏଏ କୌଣସି ଭାରତୀୟ ନାଗରିକଙ୍କ ମୌଳିକ, ଆଇନଗତ ଅଧିକାରର ହନନ କରେ ନାହିଁ : କେନ୍ଦ୍ର

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ବା ସିଏଏ ସଂପର୍କରେ ସୁପ୍ରିମ କୋର୍ଟଙ୍କ ଆଗରେ ନିଜର ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏହି ଆଇନ କୌଣସି ଭାରତୀୟଙ୍କ ମୌଳିକ, ଆଇନଗତ ଓ ଧର୍ମନିରପେକ୍ଷତା ଅଧିକାରର ହନନ କରୁନାହିଁ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି । ଏହି ୧୨୯ ପୃଷ୍ଠାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧନ ଲାଭର ସୁଯୋଗ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଶିକ୍ଷକଙ୍କ ଠାରୁ ସହଯୋଗ ମିଳିବ। ବୃଷ: ପୂଜା-ପାଠରେ ଅଧିକ ସମୟ ବିତିବ। ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ମିଳିପାରେ। ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ। ମିଥୁନ: କିଛି ନୂଆ କରିବା ପାଇଁ ଭାବିପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ଶୁଭ ସଙ୍କେତ! ଭାରତରେ କରୋନାର ପ୍ରଭାବ ଷ୍ଟେଜ୍‌-୨ରେ ସୀମିତ; ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୨ଟା ସୁଦ୍ଧା ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଏହା ବୃଦ୍ଧି ପାଇ ୧୩୭ରେ ପହଞ୍ଚିଛି। ଏଥିସହ ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ପୁଣେରେ ଜଣେ ନୂତନ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ କେବଳ ମାତ୍ର…
ଅଧିକ ଖବର ଦେଖନ୍ତୁ...

ଘରେ ବସି କାମ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନାଭାଇରସ ସଂକ୍ରମଣକୁ ନେଇ ଆଲୋଚନା ହେବା ପରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ନିଆଯାଇଛି। ସରକାରୀ କାର୍ଯ୍ୟାଳୟରେ ଭିଡ଼କୁ କମ୍‌ କରିବା ପାଇଁ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଘରୋଇ ପରୀକ୍ଷାଗାରକୁ କରୋନାଭାଇରସ ପରୀକ୍ଷା ପାଇଁ ଅନୁମତି ଦିଆଯିବ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ପରୀକ୍ଷାଗାର ସଂଖ୍ୟା ନିଅଣ୍ଟ ପଡ଼ୁଛି । ଏବେ କେବଳ ସରକାରୀ ପରୀକ୍ଷାଗାର ଗୁଡ଼ିକରେ ସଂଦିଗ୍ଧ ଲୋକମାନଙ୍କ ନମୁନା ପରୀକ୍ଷଣ କରାଯାଉଛି । ଫଳରେ ଏଗୁଡ଼ିକ ଉପରେ ଅତ୍ୟଧିକ ଚାପପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି କେତେକ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅତର୍କିତ ଚଢ଼ାଉ: ୨୫ କୁଇଣ୍ଟାଲ ଚାଉଳ ଓ ୨୯ ଏଲପିଜି ସିଲିଣ୍ଡର ଜବତ

କଟକ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଯୋଗାଣ ଅଧିକାରୀମାନେ ଅତର୍କିତ ଚଢ଼ାଉ ସମୟରେ ୨୫ କୁଇଣ୍ଟାଲ ଚାଉଳ ଓ ୨୯ଟି ଏଲ୍‌ପିଜି ସିଲିଣ୍ଡର ଜବତ କରିଛନ୍ତି। ଚଢ଼ାଉ ସମୟରେ ଅଧିକାରୀମାନେ କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁରସ୍ଥିତ ତେଲଦିଆ ବଜାରରେ ବଂଶୀଧର ସାହୁଙ୍କ ଠାରୁ ୮ଟି ଗ୍ୟାସ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ନେଇ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଗିରଫ ହେଲେ ୪

କେନ୍ଦ୍ରାପଡ଼ା: କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଡରାଉଥିବା ବେଳେ କେନ୍ଦ୍ରାପଡ଼ାରେ ୪ ଜଣ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ସୋସିଆଲ ମିଡିଆରେ ଅପପ୍ରଚାର କରି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କଂସାର ଗାଁର ନିରଞ୍ଜନ ପରିଡ଼ା (୫୯), ମାଧପୁର…
ଅଧିକ ଖବର ଦେଖନ୍ତୁ...