Daily Archives

March 18, 2020

କରୋନା ସହ ଲଢ଼ୁଥିବା ବିଶ୍ବବାସୀଙ୍କ ପାଇଁ ଆଶାର ଆଲୋକ ଆଣିଲା ନବଜାତ

ନୂଆଦିଲ୍ଲୀ: ଚୀନ୍ ପରେ କରୋନାଭାଇରସ୍ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ଇଟାଲୀ। ଏଠାରେ ବର୍ତ୍ତମାନ କରୋନାଭାଇରସ ଦ୍ବାରା ସଂକ୍ରମିତ ହୋଇ ୩୪୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସର୍ବମୋଟ ମୃତ୍ୟୁସଂଖ୍ୟା ୨,୫୦୩ରେ ପହଞ୍ଚିଛି। ୟୁରୋପୀୟ ଦେଶ ସମୁଦାୟ ୩୧,୫୦୬…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢ଼ିବା ପାଇଁ ନିଜର ୪୫,୦୦୦ କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ଲେଖାଏଁ ସହାୟତା ରାଶି ଦେବ ଫେସବୁକ୍

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନାଭାଇରସ୍ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ସଂକ୍ରମଣରୁ ବଞ୍ଚିବା ପାଇଁ ବଡ଼ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ସ୍କୁଲ-କଲେଜ୍ ବନ୍ଦ ରଖାଯିବା ସହ ଅଫିସ‌ର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କୁହାଯାଉଛି। ତେବେ ଏଭଳି ପରିସ୍ଥିତିରେ ଫେସବୁକ୍…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଡ଼ିବ ସମ୍ପର୍କର ନୂଆ ସେତୁ, ଆପଣଙ୍କ ଛୋଟ ସାହାଯ୍ୟ ବୟସ୍କଙ୍କ ଓଠରେ ଦେବ ହସ

ଭୁବନେଶ୍ୱର: କରୋନା ୧୬୭ଟି ଦେଶରେ ନିଜର କାୟା ବିସ୍ତାର କରିଥିବାବେଳେ ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ଆଉ କରୋନାକୁ ମୁକାବିଲା କରିବାକୁ ଏବେ ସରକାରଙ୍କ ସହ ସାଧାରଣ ଲୋକ ମଧ୍ୟ ଅଣ୍ଟା ଭିଡିଛନ୍ତି | ଏହି କ୍ରମରେ କିଛି ବୁଦ୍ଧିଜୀବୀ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ମାସ୍କ ଓ ସାବୁନ୍‌ ବାଣ୍ଟିଲା ଯାତ୍ରା କଳାକାର ସଂଘ

ବାଲେଶ୍ୱର: କରୋନାରୁ ମୁକ୍ତି ପାଇବା ପାଇଁ ବାଲେଶ୍ୱର କଳାକାର ସଂଘ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଲେନ୍‌ ବସ୍ତିରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କଳାକାର ସଂଘର ସଂପାଦକ ରାଜେନ୍ଦ୍ର ରାଉତଙ୍କ ନେତୃତ୍ୱରେ ଓଡ଼ିଶାର ବିଶିଷ୍ଟ ଯାତ୍ରା କଳାକାର ଦୌତାରୀ ପଣ୍ଡା, ଗୌର ଦାସ, ଲୋକନାଥ…
ଅଧିକ ଖବର ଦେଖନ୍ତୁ...

କରୋନା ଶତାବ୍ଦୀର ସବୁଠୁ ବଡ଼ ଚ୍ୟାଲେଞ୍ଜ: ନବୀନ

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ  ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ପରେ ଏହାର ଜବାବ ରଖିଛନ୍ତି ନବୀନ। ଟୁଇଟ୍ କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କରୋନା ହେଉଛି ଶତାବ୍ଦୀର ବଡ଼ ଚ୍ୟାଲେଞ୍ଜ। ଆପଣଙ୍କ ଉତ୍ସାହପ୍ରଦ …
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା: ଓଡ଼ିଶାରେ ସମସ୍ତ ଚଳଚ୍ଚିତ୍ର ଓ ଟିଭି ଧାରାବାହିକର ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରି ସମସ୍ତ ପ୍ରକାରର ଚଳଚ୍ଚିତ୍ର, ସିରିଆଲ ଆଦିର ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

କରୋନା ଦାଉରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଫଳରେ ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୀମିତ ରହିପାରିଛି । ତେବେ ଆଗକୁ ଯେପରି ସ୍ଥିତି ନିୟନ୍ତ୍ରଣରେ ରହିବ ସେଥିପାଇଁ କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ଅଣସର ସଂପର୍କରେ ଜାଣିଥିବା ଓଡ଼ିଆଙ୍କ ଲାଗି ନୂଆ ନୁହେଁ ‘ସଙ୍ଗରୋଧ’

ଭୁବନେଶ୍ବର: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ୧୪ଦିନିଆ ସଙ୍ଗରୋଧ ବା କ୍ବାରରେଣ୍ଟାଇନ୍ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ତେବେ ଏହା ଆଦୌ ଆମ ପାଇଁ ନୂଆ କଥା ନୁହେଁ। କାରଣ ଏଭଳି ଏକ କଥା ଆମର ଧାର୍ମିକ ପରମ୍ପରା ସହ କାହିଁ କେତେ କାଳରୁ ଜଡ଼ିତ ହୋଇ ରହିଛି। ଓଡ଼ିଆ ଜାତିର ଆରାଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁଙ୍କ ଠାରୁ ସାହାଯ୍ୟ-ସହଯୋଗ ପାଇବେ। ଅଫିସ କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପରିବାରରେ ଖୁସି। ବୃଷ: ପୂଜା-ପାଠରେ ସମୟ ବିତିବ। ମନରେ ସକରାତ୍ମକ ବିଚାର। ବ୍ୟାବସାୟିକ ଉଦ୍ୟୋଗକୁ ବଢ଼ାଇବା ଲାଗି ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ। ମିଥୁନ: ଧୢାନ ଓ…
ଅଧିକ ଖବର ଦେଖନ୍ତୁ...

ନୂଆ ମୋଟୋରୋଲା ରେଜର ଫୋନ ସହ ଉପଲବ୍ଧ ହେଲା ଜିଓର ଇ-ସିମ୍ ସେବା

ଭୁବନେଶ୍ୱର: ନିକଟରେ ଶୁଭାରମ୍ଭ ହୋଇଥିବା ଦୁନିଆର ପ୍ରଥମ କ୍ଳେମଶେଲ ଷ୍ଟାଇଲର ଫୋଲଡିଂ ଡ଼ିସପ୍ଲେ ରହିଥିବା ସ୍ମାର୍ଟଫୋନ ମୋଟୋରୋଲା ରେଜର ଫୋନରେ ଇ-ସିମ ସେଵା ପ୍ରଦାନ କରିବା ନେଇ ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଜିଓର ଇ-ସିମ ସେଵା ବଳରେ ମୋଟୋରୋଲା ରେଜର ଫୋନ ବ୍ୟବହାରକାରୀମାନେ ବିନା କୌଣସି…
ଅଧିକ ଖବର ଦେଖନ୍ତୁ...