Daily Archives

March 26, 2020

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଶହ ଛୁଇଁଲା, ୧୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ସଂଧ୍ୟା ୮ଟା ବେଳେ ଜାରି ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୪ ରେ ପହଞ୍ଚିଛି । ଏହା ମଧ୍ୟରୁ ୬୪୭ ଜଣ ଭାରତୀୟ ହୋଇଥିବାବେଳେ ୪୭ ଜଣ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଦେଲେ ଜୁଏଲ ଓରାମ

ରାଉରକେଲା: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଶିଳ୍ପପତି, ସେଲିବ୍ରେଟି, ରାଜନୈତିକ ଦଳର ନେତାମାନେ ସହାୟତାର ହାତ ବଢ଼ାଇଛନ୍ତି। ଏହି ସମୟରେ ଆବଶ୍ୟକ ହେଉଥିବା ମେଡିକାଲ ସାମଗ୍ରୀ କିଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଟି…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ଜି-୨୦ ରାଷ୍ଟ୍ରମାନଙ୍କ ପକ୍ଷରୁ ୫ ଲକ୍ଷ କୋଟି ଡଲାର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ : ବିଶ୍ୱରେ କରୋନା ମହାମାରୀ ମାଡ଼ିଚାଲିଥିବାବେଳେ ବିଶ୍ୱ ଅର୍ଥନୀତି ବିପଦରେ ପଡ଼ିଯାଇଛି । ଏହି ସ୍ଥିତିର ମୁକାବିଲା ଲାଗି ଜି-୨୦ ଦେଶ ସମୂହ ୫ ଲକ୍ଷ କୋଟି ଡଲାରର ସହାୟତା ରାଶି ଘୋଷଣା କରାଯାଇଛି । ଆଜି ଜି-୨୦ ଦେଶମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିବା ସହ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ହେବ। ଚାକିରିଜୀବୀଙ୍କୁ ଭଲ ଖବର ମିଳିପାରେ। ଶିକ୍ଷକଙ୍କୁ ସଫଳତା ମିଳିବ। ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖଦ ରହିବ। ବୃଷ: ଆପଣଙ୍କୁ ପୂର୍ବ କାର୍ୟ୍ୟର ସୁଫଳ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଉତ୍ତମ ପରିଣାମ ମିଳିବ।…
ଅଧିକ ଖବର ଦେଖନ୍ତୁ...

ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଣ୍ଡାଦାନ କଲେ ୩ ଲକ୍ଷ ୮ ହଜାର ୯୧୭ ଅଲିଭ୍‌ ରିଡ୍‌ଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍‌ ରିଡଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଷଷ୍ଠ ଦିନରେ ୩୦ ହଜାର୧୧୭ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦାନ କରିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ମୁହାଣର ୫ କିମି ବ୍ୟାପୀ ବେଳାଭୂମିରେ ଏହି ଗଣଅଣ୍ଡାଦାନ ଜାରି ରହିଛି। ଏ ବର୍ଷ…
ଅଧିକ ଖବର ଦେଖନ୍ତୁ...

ବିଦେଶ ଯାତ୍ରା ନକରି ମଧ୍ୟ କରୋନା ଆକ୍ରାନ୍ତ ହେଲେ କୋଲକାତାର ୬୬ବର୍ଷୀୟ ବୃଦ୍ଧ, ୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଜଣେ ବୃଦ୍ଧ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଗୁରୁବାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏ ନେଇ ସୂଚନା ଦେବା ସହ ରାଜ୍ୟରେ ମୋଟ ମାମଲା ୧୦କୁ ବୃଦ୍ଧି ପାଇଛି। ସବୁଠାରୁ ବଡ କଥା ହେଲା ବୃଦ୍ଧଜଣକ ବିଦେଶ ଯାତ୍ରା ନକରି ଏହି ରୋଗର ଶିକାର ହୋଇଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ସଉଦା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର: କୋଭିଡ-୧୯ ପାଇଁ ଲକଡାଉନ ସମୟରେ ସହରାଞ୍ଚଳରେ ଗ୍ରୋସରୀ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ କିପରି ସହଜରେ ଉପଲବ୍ଧ ହେବ ଓ  କିଣିବା ବେଳେ ସାମାଜିକ ଦୂରତ୍ବ ବଜାୟ ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରିହୋଇଛି।  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟର ସମସ୍ତ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା: ରାଜ୍ୟର ବିଭିନ୍ନ ଗାଁରେ ଲୋକେ କଲେ ନିଜ ଆଡୁ ଲକଡାଉନ୍

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ଗାଁ ଲୋକେ । ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଥିବାବେଳେ, ଗାଁକୁ ଲକଡାଉନ୍ ବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ରାଜ୍ୟର ବିଭିନ୍ନ ଗାଁରୁ ଆସିଛି ଏଭଳି ରିପୋର୍ଟ । ଗାଁ ଭିତରକୁ ବାହାର ଲୋକ ଯିବା ନିଷେଧ । ବାଉଁଶର…
ଅଧିକ ଖବର ଦେଖନ୍ତୁ...

ପରିବାର ପର କଲା, ଭାତ ଡ଼ାଲମାରେ ନିଜର କଲେ ପୁଲିସ ବାବୁ

ନୟାଗଡ: ରାସ୍ତାଘାଟ ଶୂନଶାନ। ଲକଡାଉନରେ ତମାମ ନୟାଗଡ ସହର ଚୁପଚାପ ଥିବାବେଳେ ରାସ୍ତାରେ ପଇଁତରା ମାରୁଥିଲେ ପୁଲିସ। ହଠାତ ରାସ୍ତାକଡକୁ ଆଉଜି ବସିଥିବା ଜଣେ ମାନସିକ ଭିନ୍ନକ୍ଷମଙ୍କ ଉପରେ ପୁଲିସ ଏଏସଆଇ(ଆସିଷ୍ଟାଣ୍ଟ ସବଇନ୍‌ସପେକ୍ଟର) ଭଗବାନ ନାୟକଙ୍କ ନଜର ପଡିଥିଲା। ସ୍ୱାଭାବିକ ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଫସିଲେ ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ, ଓଡ଼ିଶା ସୀମାରେ ଛାଡ଼ିଦେଲା ଆନ୍ଧ୍ରପ୍ରଦେଶ ପୁଲିସ୍‌

ରାୟଗଡ଼ା: ତୀର୍ଥଯାତ୍ରାରେ ଯାଇଥିଲେ ରାମେଶ୍ୱର, କନ୍ୟାକୁମାରୀ, ମଦୁରାଇ ଓ ତିରୁପତି। ୨୨ ତାରିଖ ଟ୍ରେନ୍‌ ଯୋଗେ ଫେରିଥାନ୍ତେ ନିଜ ଘରକୁ। କରୋନା ମୁକାବିଲା ଲାଗି ଭାରତ ଲକଡାଉନ୍‌ ଘୋଷଣା ପରେ ଟ୍ରେନ୍‌ ବାତିଲ୍‌ ଯୋଗୁ ଫସିଛନ୍ତି ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ। ବହୁକଷ୍ଟରେ ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...