Daily Archives

March 30, 2020

ଲକଡାଉନ ସ୍ଥିତି: ହୁ ହୁ ହୋଇ ବଢିଛି ସୋସିଆଲ ମିଡ଼ିଆର ବ୍ୟବହାର

ନୂଆଦିଲ୍ଲୀ: କରୋନା ଭୂତାଣୁ ଏବଂ ଲକଡାଉନ୍ ପାଇଁ ଲୋକ ଏବେ ସୋସିଆଲ ମିଡ଼ିଆ ଓ ଟିଭି ଦେଖିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି | ଲକଡାଉନ ପାଇଁ ଲୋକମାନେ ଏବେ ସୋସିଆଲ ମିଡିଆରୁ ଟେଲିଭିଜନ ଚ୍ୟାନେଲ ପର୍ଯ୍ୟନ୍ତ ସୂଚନା ପାଇବା ନିର୍ଭର କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି | ହାମରକାଉଫ୍…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପିଏମ୍ କେୟାରସ୍ ଫଣ୍ଡକୁ ୫୦୦ କୋଟି ଦେଲା

ଭୁବନେଶ୍ୱର/ମୁମ୍ବାଇ: କରୋନା ଭୂତାଣୁ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ତରଫରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବାଇକ ଚାଳକଙ୍କୁ ଅଟକାଇବାକୁ ଯାଇ ହାବିଲଦାର ଆହତ

ଧାମନଗର : ଜଣେ ବାଇକ ଚାଳକଙ୍କୁ ଅଟକାଇବାକୁ ଯାଇ ଧାମନଗର ଥାନାର ଜଣେ ହାବିଲଦାର ଆଜି ଗୁରୁତର ହୋଇଛନ୍ତି । ଆହତ ହାବିଲଦାର ହେଲେ ମନୀନ୍ଦ୍ର କୁମାର ଗୋସ୍ୱାମୀ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଲକଡାଉନ ଯୋଗୁଁ ସୋମବାର ଦିନ ଧାମନଗର…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ଭୟ: ଆପଣ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ସୁରକ୍ଷିତ ତ ?

ଗାଜିଆବାଦ: ସମଗ୍ର ଦେଶ କରୋନା ବିରୋଧରେ ଯୁଦ୍ଧ କରୁଛି। ଏହି ଯୁଦ୍ଧରେ ସମସ୍ତେ ଘରେ ନିଜକୁ ରକ୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଡାକରା ପରେ ସାରା ଦେଶରେ ତାଲା ପଡିଛି। ଏପରି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ନିଜର ଯତ୍ନ ନେବା ସହ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଫିସ କାର୍ଯ୍ୟରେ ସହଯୋଗ ମିଳିବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଲାଭ ହୋଇପାରେ। ବୃଷ: ବ୍ୟବସାୟ ପାଇଁ ଦିନଟି ଭଲ। ସାହାଯ୍ୟ ବଳରେ କାର୍ଯ୍ୟ ପୂରା ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଶ୍ରମିକ ଓ ଗ୍ରାମାଞ୍ଚଳର ଗରିବଙ୍କୁ ଦୁଇଓଳି ରନ୍ଧା ଖାଦ୍ୟ ଦେବେ ସରକାର, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର : ଲକଡାଉନ୍ ସମୟରେ ରାଜ୍ୟବହାରୁ ଆସିଥିବା ଶ୍ରମିକ ଓ ଗରିବ ଏବଂ ଅସହାୟଙ୍କୁ ଦିନକୁ ଦୁଇ ଓଳି ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି କରିଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍ କମିସନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଏଲପିଜି ବିତରଣ କର୍ମଚାରୀ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ପରିବାରକୁ ମିଳିବ ୫ ଲକ୍ଷ

ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ବିତରଣ ବେଳେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହେଲେ ସଂପୃକ୍ତ କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ମିଳିବ । ଏ ସଂପର୍କରେ ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଘୋଷଣା କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସବୁ ଜିଲ୍ଲାରେ ହେବ କୋଭିଡ୍-୧୯ ହସପିଟାଲ : ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: କରୋନା ଭୂତାଣୁ କୋବିଡ୍-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ଭୟାଭହ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଙ୍ଗରୋଧ ଓ ସାମାଜିକ ଦୂରତ୍ବ ଏକମାତ୍ର ଉପାୟ ହୋଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଠାରୁ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍‌ ପ୍ରଭାବରେ ସହରମୁହାଁ ବନ୍ୟପ୍ରାଣୀ! ବିଳମ୍ବିତ ରାତିରେ ବାରିପଦା ନିକଟସ୍ଥ ରାଜପଥରେ ଝାଡଖଣ୍ଡ ହାତୀ

ବାରିପଦା: ଲକଡାଉନ୍ ପ୍ରଭାବ ବନ୍ୟପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଲକଡାଉନ୍ ସୃଷ୍ଟି ହୋଇଥିବା ଶୂନ୍ୟତା କାରଣରୁ ବନ୍ୟପ୍ରାଣୀମାନେ ସହରମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏମିତି କିଛି ଦୃଶ୍ୟ ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ବାରିପଦାରେ। ଝାଡ଼ଖଣ୍ଡର…
ଅଧିକ ଖବର ଦେଖନ୍ତୁ...

୧୦ ପ୍ରତିଶତ ଅମାନିଆଙ୍କୁ ସାବାଡ୍ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ : ବାଗଚୀ

ଭୁବନେଶ୍ବର:  ଅମାନିଆ ପୂରା ରାଜ୍ୟ ପାଇଁ ବିପଦ। ରାଜ୍ୟର ୯୦ ପ୍ରତିଶତ ଲୋକ କରୋନା ମୁକାବିଲା ଲାଗି ସରକାରଙ୍କ ପ୍ରଣୀତ ନିୟମ ମାନୁ ଥିବା ବେଳେ  ୧୦ ପ୍ରତିଶତ ଖାତିର କରୁନାହାନ୍ତି । ଆଉ ଏହି ୧୦ ପ୍ରତିଶତ ଅମାନିଆ ସମସ୍ତଙ୍କ ପାଇଁ ବିପଦକୁ ଡାକି ଆଣିବେ। ତେଣୁ ସେମାନଙ୍କ ଉପରେ କଡ଼ା…
ଅଧିକ ଖବର ଦେଖନ୍ତୁ...