Monthly Archives

April 2020

କନ୍ଧମାଳ ଫେରିବାକୁ ପ୍ରବାସୀ ବ୍ୟାକୁଳ: ବସଭଡା କରି ଆସିବାକୁ ପାଖରେ ଟଙ୍କା ନାହିଁ, ସରକାର ଓ ପ୍ରଶାସନକୁ ସହାୟତା…

ଫୁଲବାଣୀ: ଆସନ୍ତା ମେ ୩ରେ କରୋନା ଲକ୍ ଡାଉନ ଉଠିବ। ଏଥି ନିମନ୍ତେ ବାହାର ଫସି ରହିଥିବା ପ୍ରବାସୀ ଓଡିଆ ରାଜ୍ୟକୁ ଆସିବାକୁ ଗୋଡ କାଢି ବସିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁରତରୁ ଗଞ୍ଜାମ ଜିଲ୍ଲାକୁ ୨୦୦ରୁ ଉର୍ଦ୍ଧ୍ବ ଶ୍ରମିକ ନିଜ ଖର୍ଚ୍ଚରେ ବସ ଭଡା କରି ପହଞ୍ଚି ସାରିଲେଣି। ଆହୁରି ବି ବସ…
ଅଧିକ ଖବର ଦେଖନ୍ତୁ...

ଗାଁରୁ ଫେରି ପାରୁନାହାନ୍ତି ଶ୍ରମିକ, କର୍ମଚାରୀ: ଉତ୍ତୋଳନ ନାହିଁ, ଖାଁ ଖାଁ ଖଣି, ଲୁହାପଥର ନେଉ ନାହାନ୍ତି ଶିଳ୍ପ…

ରାଉରକେଲା: ଓଡ଼ିଶା ରାଜସ୍ବ ଆୟର ପ୍ରମୁଖ ମାଧ୍ୟମ ଖଣି ଅଞ୍ଚଳକୁ ଏବେ କରୋନା ମାଡ। ରାଜସ୍ବ ଆୟ ଅଭିବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଖଣି ଉତ୍ତୋଳନରେ କଟକଣାକୁ କୋହଳ କରିଛନ୍ତି। କିନ୍ତୁ ବାଧକ ସାଜିଛି ଲକ୍‌ଡାଉନ୍‌ କଟକଣା। ହଜାର ହଜାର ଶ୍ରମିକ ଓ କର୍ମଚାରୀ ଗାଁରୁ ଫେରି ପାରୁ ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରିବାକୁ ବ୍ୟାକୁଳ ପ୍ରବାସୀ: ଭଦ୍ରକରେ କ୍ବାରେଣ୍ଟାଇନ୍ କେନ୍ଦ୍ର ବଢାଇବାକୁ ଦାବି

ଭଦ୍ରକ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢି ବଢି ଯାଉଥିବା ବେଳେ ଏବେ ଅଧିକାଂଶ ଲୋକ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଭଦ୍ରକ ଜିଲ୍ଲାରୁ ୫୦ ହଜାରୁ ଉର୍ଦ୍ଧ୍ବ ଲୋକ ପଶ୍ଚିମବଙ୍ଗ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଆଦି ପ୍ରବେଶରେ ରହିଥିବା ବେଳେ ସେମାନେ ସବୁ ଏଇ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ: ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ

ସୁନ୍ଦରଗଡ: ଆଜି ରାତି ୯ଟାରେ ସୁନ୍ଦରଗଡ ଟାଉନଥାନା ରାଣୀବଗିଚାରେ କହ୍ନେଇ ନାଗ ନାମକ ଜଣେ ବ୍ୟକ୍ତି ଘରୁ ରକ୍ତାକ୍ତ ଅଵସ୍ଥାରେ ଉଦ୍ଧାର ଯୁବତୀଙ୍କ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ମୃତା ଯୁବତୀଙ୍କ ନାମ ରେଣୁକା ନାଗ (୨୩)। ସେ କହ୍ନେଇଙ୍କ ସାନ ଝିଅ। କେଉଁ ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ସଂକ୍ରମିତ ଅଞ୍ଚଳର ୩ ହଜାର ପରିବାରଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ: ଝାରସୁଗୁଡା ଜିଲ୍ଲାପାଳ

ଝାରସୁଗୁଡା/ବ୍ରଜରାଜନଗର: ବ୍ରଜରାଜନଗର କଣ୍ଟେନମେଣ୍ଟ ଜୋନ ଓ ବ‌ୋଫର ଜୋନ୍ ମଧ୍ୟରେ ଥିବା ୩ ହଜାର ୧୨୧ ଗୋଟି ପରିବାରର ୧୩ ହଜାର ୮୫୭ ଲୋକଙ୍କ ସ୍ବାସ୍ଥ୍ୟ ସଂପର୍କିୟ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟ ପାଇଁ ୬୪ ଗୋଟି ଟିମ୍ ଗଠନ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତଙ୍କୁ ନେଇ ଭୁବନେଶ୍ୱର ଯାଉଥିଲା ଆମ୍ବୁଲାନ୍ସ, ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ

କଟକ: କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ ଯାଜପୁର ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ରାତି ପ୍ରାୟ ୧୦ଟାରେ କଟକ ସହରର ଓଏମପି ଛକ ନିକଟରେ ଜେକେବିକେ କଲେଜ ସମ୍ମୁଖରେ ରାସ୍ତାର ଡିଭାଇଡରରେ ମାଡ଼ ହେବାରୁ ଏହି ଅଭାବନୀୟ…
ଅଧିକ ଖବର ଦେଖନ୍ତୁ...

ପୁଅକୁ ସଉଦା ପାଇଁ ପଠାଇଲେ ମାଆ, ସ୍ତ୍ରୀକୁ ଧରି ଘରକୁ ଫେରିଲା ପୁଅ

ଗଜିଆବାଦ୍‌: କରୋନା ଭାଇରସ୍‌ ହେତୁ ଲକ୍‌ଡାଉନ୍‌ ଜାରି ହେବା ପରେ ବହୁ ଅଜବ କଥ‌ା ସବୁ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଗଜିଆବାଦ୍‌ରେ ଦେଖିବାକୁ ମିଳିଛି ସେହିପରି ଏକ ଅଜବ ଘଟଣା। ଜିଲ୍ଲା ସାହିବାବାଦ୍‌ ପୁଲିସ୍‌ ଦେଇଥିବା ରିପୋର୍ଟ ଅନୁୁଯାୟୀ ଜଣେ ମାଆ ନିଜ ପୁଅ ନାଁରେ ଯାଇ…
ଅଧିକ ଖବର ଦେଖନ୍ତୁ...

ବେଡ୍‌ରେ ଶୋଇ ହସ୍ପିଟାଲ୍‌ କର୍ମୀଙ୍କ ଗୀତ ଶୁଶୁଛନ୍ତି ଋଷି କପୁର୍‌, ଭିଡିଓ ଭାଇରାଲ୍‌

ମୁମ୍ବାଇ: ଗତକାଲି ବଲିଉଡ୍‌ ଷ୍ଟାର୍‌ ଇରଫାନ ଖାନଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ଭାରତୀୟ ସିନେ ଇଣ୍ଡଷ୍ଟ୍ରି ଋଷି କପୁରଙ୍କ ପରି ଆଉ ଜଣେ ମହାନ କଳାକାରଙ୍କୁ ହରାଇଛି। ତାଙ୍କ ଦେହାନ୍ତରେ ଅନେକ ସିନେ ପ୍ରେମୀ ଭାଙ୍ଗି ପଡ଼ିଛନ୍ତି। ସୋସିଆଲ୍‌ ମିଡିଆରେ ଋଷିଙ୍କ ପ୍ରଶଂସକମାନେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ସୁରତରୁ ଛାଡ଼ିଲା ୧୮ଟି ବସ୍

ବ୍ରହ୍ମପୁର: ବର୍ତ୍ତମାନ ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ବସରେ ୨୨୩ ଜଣ ଯାତ୍ରୀ ଗଞ୍ଜାମରେ ଗତକାଲି ବିଳମ୍ବିତ ରାତିରେ ପହଞ୍ଚିବା ପରେ ସେମାନଙ୍କୁ ସେରଗଡ଼ ଓ ଧରାକୋଟସ୍ଥିତ ୨ଟି ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା ସଂଗରୋଧ କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

‘ପରୀକ୍ଷଣ ସଫଳ ହେଲେ ମାତ୍ର ୧ ହଜାର ଟଙ୍କାରେ ଉପଲବ୍ଧ ହେବ କୋଭିଡ-୧୯ ଟୀକା’

ପୁଣେ: କରୋନା ଭାଇରସ୍‌ ପାଇଁ ଔଷଧ ତିଆରି କରିବାକୁ ବିଶ୍ବର ବଡ଼ ବଡ଼ କମ୍ପାନି ଲାଗି ପଡ଼ିଥିବା ବେଳେ ଏହି ‌ଦୌଡ଼ରେ ସାମିଲ୍‌ ହୋଇଛି ପୁଣେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)। ଇନ୍‌ଷ୍ଟିଚ୍ୟୁଟ୍‌ରେ କରାଯାଉଥିବା ଡାକ୍ତରୀ ପରୀକ୍ଷଣ ଯଦି ସଫଳ ହୁଏ ତେବେ କୋଭିଡ୍‌-୧୯…
ଅଧିକ ଖବର ଦେଖନ୍ତୁ...