Daily Archives

April 11, 2020

ଲକଡାଉନ ପାଇଁ ଧୋନି ଆରମ୍ଭ କଲେ ଅନଲାଇନ କ୍ରିକେଟ ଟ୍ରେନିଂ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମଗ୍ର ଦେଶକୁ ଏକପ୍ରକାର ଠପ କରି ରଖିଥିବାବେଳେ ଏମ୍ଏସ୍ ଧୋନି ଖେଳାଳିଙ୍କ ପାଇଁ ଅନଲାଇନ୍ କୋଚିଂ ସୁବିଧା ଆରମ୍ଭ କରୁଛନ୍ତି | ଏମଏସ ଧୋନି କ୍ରିକେଟ୍ ଏକାଡେମୀ ଫେସବୁକରେ ଲାଇଭ୍ କ୍ଲାସ୍ ପ୍ରଦାନ କରୁଥିବାବେଳେ ଏକାଡେମୀର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର…
ଅଧିକ ଖବର ଦେଖନ୍ତୁ...

କଣ୍ଡୋମ ପ୍ରସ୍ତୁତ କରୁଥିବା କମ୍ପାନୀକୁ ଦିଆଗଲା ଟେଷ୍ଟିଙ୍ଗ କିଟ ନିର୍ମାଣର ଦାୟିତ୍ୱ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ମୁକାବିଲା ପାଇଁ ମୋଦୀ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି। କରୋନା ସଂକ୍ରମଣକୁ ରୋକିବା ଯୁଦ୍ଧରେ ବିଜୟ ହାସଲ କରିବାକୁ ସରକାର ସାମାଜିକ ଦୂରତା ସହିତ ଅଧିକରୁ ଅଧିକ ରକ୍ତ ପରୀକ୍ଷା କରୁଛନ୍ତି। ଏଥିପାଇଁ ପ୍ରତିଦିନ ସରକାରୀ ଏବଂ ବେସରକାରୀ ଲ୍ୟାବରେ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ସୁଲେମାନିର ଉତ୍ତରାଧିକାରୀ ବାବଦରେ ସୂଚନା ଦେଲେ ଆମେରିକା ଦେବ ୧ କୋଟି ଟଙ୍କାର ପୁରସ୍କାର

ନ୍ୟୁୟର୍କ: ଇରାନ ସେନାର ମେଜର ଜେନେରାଲ କାସୀମ ସୁଲେମାନିର ହତ୍ୟା ପରେ ବର୍ତ୍ତମାନ ତାଙ୍କ ଉତ୍ତରାଧିକାରୀ ମହମ୍ମଦ କଭତାରାନି ଆମେରିକାର ଟାର୍ଗେଟରେ ଆସିଛନ୍ତି। ଯିଏ କଭତାରାନିଙ୍କ ବିଷୟରେ ସୂଚନା ଦେବ ସେମାନଙ୍କ ପାଇଁ ଆମେରିକା ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି। ମହମ୍ମଦ କଭତାରାନି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବିପତ୍ତିରେ ମଧ୍ୟ ଦୁର୍ନୀତି: ସହାୟତା ପ୍ରଦତ୍ତ ଟଙ୍କା ହଡପ କରି ଗ୍ରାମପଞ୍ଚାୟତ ପିଅନ ବହିଷ୍କୃତ

ସୁନ୍ଦରଗଡ/ହେମଗିର: ବର୍ତ୍ତମାନ ଦେଶବାସୀ କରୋନା ପରି ଏକ ବିଶ୍ବ ମହାମାରୀ ବିପତ୍ତିର ସାମ୍ନା କରୁଛନ୍ତି। ଔଷଧ ବିହିନ ଏହି କରୋନା ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶ ଲାଗିପଡିବା ସହ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯାଇଛି। ଫଳରେ ଦେଶବାସୀ ପଦାକୁ ନବାହାରିବାକୁ…
ଅଧିକ ଖବର ଦେଖନ୍ତୁ...

ଦୁଗ୍ଧ ଚାଷୀଙ୍କ ମେରୁଦଣ୍ଡରେ କରୋନା ମାଡ: ହେଇପାରୁନି କ୍ଷୀର ବିକ୍ରି, ମିଳୁନି ଗୋଖାଦ୍ୟ

କୋରାପୁଟ: ଚାଷୀ କ୍ଷୀର ଉତ୍ପାଦନ କରୁଛି। କିନ୍ତୁ ବିକ୍ରି କରିପାରୁନି। କରୋନା ପାଇଁ ବଜାର ଉପ‌ରେ କଟକଣା ଲାଗିବା ପରେ ଏହି କ୍ଷୀର ବଜାରରେ ପହଞ୍ଚିବା କଷ୍ଟକର ହୋଇ ପଡୁଛି। ଅପରପକ୍ଷରେ କଟକଣା ପାଇଁ ଲୋକେ ବି ବଜାରରୁ କ୍ଷୀର ଆଣିବାରେ ସମସ୍ୟା ହେଉଛି। ଚାଷୀ କ୍ଷୀର ବିକି ପାରୁ ନ…
ଅଧିକ ଖବର ଦେଖନ୍ତୁ...

୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ଚିକିତ୍ସା ଲାଗି ମହିଳା କିମ୍ସସ୍ଥିତ କୋଭିଡ…

ଭୁବନେଶ୍ୱର: ରାଜ୍ୟ ସରକାର ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ସେ ୟୁନିଟ-୪ସ୍ଥିତ ମଧୁସୂଦନ ନଗରର ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସମ୍ଭବତଃ ତାଙ୍କର ସଂକ୍ରମଣର କାରଣ ହୋଇପାରେ। ଆକ୍ରାନ୍ତ ଜଣକ ମହିଳା ଓ ତାଙ୍କୁ ୩୫ ବର୍ଷ ବୋଲି…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ଦୃଷ୍ଟିରୁ ପ୍ରିମିୟମ ପ୍ରଦାନ ପାଇଁ ୧ ମାସିଆ ରିହାତି ସମୟ ଘୋଷଣା କଲା ଏଲଆଇସି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦୃଷ୍ଟିରୁ ସରକାର ଗତ ମାସ ୨୫ ତାରିଖରୁ ଲକଡାଉନ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ପକ୍ଷରୁ ନିଜର ପଲିସୀଧାରୀମାନଙ୍କ ପାଇଁ କେତେକ ସୁବିଧା ଘୋଷଣା କରାଯାଇଛି । ଯେଉଁ ପଲିସୀଧାରୀମାନେ ମାର୍ଚ୍ଚ ଓ ଏପ୍ରିଲ…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ ପାଇଖାନା ଘରୁ ମୃତ ଦେହ ଉଦ୍ଧାର

ରାଇରଙ୍ଗପୁର: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଛଣପାଳ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଭିତରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତର କାରଣ ଅସ୍ପଷ୍ଟ ଥିବା ବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛନ୍ତି। ଉକ୍ତ ଗ୍ରାମର ଶୁକ୍ରା ସିଂ(୫୫) ଗତ ବୁଧବାରରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ପରିସ୍ଥିତି ଭଲ ରହିବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ରବିବାର: ବ୍ୟବସାୟରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: କୌଣସି କାମରୁ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର:…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ସମୟରେ ଓଡ଼ିଶାରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ଼ବ୍ୟାଣ୍ଡ ସୁବିଧା ଦେବା ପାଇଁ ବ୍ୟାପକ ପଦକ୍ଷେପ ନେଇଛି ଜିଓ

ଭୁବନେଶ୍ୱର: ଦେଶବ୍ୟାପୀ ଲକଡାଉନ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଘରୁ କାମ କରୁଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି । ଏସବୁ ସୁବିଧାରେ ହେବା ପାଇଁ ଆବଶ୍ୟକ ହେଉଛି ଭରସାଯୋଗ୍ୟ ଇଣ୍ଟରନେଟ୍…
ଅଧିକ ଖବର ଦେଖନ୍ତୁ...