Monthly Archives

April 2020

ଲକଡାଉନ ଉଲଂଘନ ନେଇ ପୁଲିସ ପକ୍ଷରୁ ଜରିମାନା ଆଦାୟ, ୨ ଗିରଫ

ଭବାନୀପାଟଣା: ଲକଡାଉନ ଉଲଂଘନ ନେଇ କଳାହାଣ୍ଡି ପୁଲିସ ପକ୍ଷରୁ ଆଜି ୧୯୭ ଜଣଙ୍କ ଠାରୁ ୧ ଲକ୍ଷ ୨୩ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ପୁଲିସ ପକ୍ଷରୁ ଅବକାରୀ ଚଢଉ କରାଯାଇ ୫ ଟି ମାମଲା ରୁଜୁ କରାଯାଇଛି । ସେମାନଙ୍କ ଠାରୁ ୫୮ ଲିଟର ହାତରନ୍ଧା ଦେଶୀ ମଦ ଓ…
ଅଧିକ ଖବର ଦେଖନ୍ତୁ...

ବସ ଯୋଗେ ଲୋକମାନଙ୍କ ପରିବହନକୁ ୭ଟି ରାଜ୍ୟର ବିରୋଧ, ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବି

ନୂଆଦିଲ୍ଲୀ : ଭାରତ ସରକାର ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ । ତେବେ ଏହାକୁ କେତେକ ରାଜ୍ୟ ବିରୋଧ କରିଛନ୍ତି । ଏସବୁ ରାଜ୍ୟ ହେଲେ ତେଲେଙ୍ଗାନା, କେରଳ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ। ବୃଷ: ଆପଣ ଚିନ୍ତା ମୁକ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ନିକଟ ସ˚ପର୍କିୟଙ୍କ ମାଧୢମରେ ଲାଭ ହେବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜକୁ ଫେରିବେ କୋଟାରେ ଫସିଥିବା ୧୮ ଛାତ୍ରଛାତ୍ରୀ, ବାରିପଦାରୁ ଯିବ ଏକ ସ୍ୱତନ୍ତ୍ର ବସ୍

ବାରିପଦା: ମୟୂରଭଞ୍ଜକୁ ଫେରିବେ ରାଜସ୍ଥାନର କୋଟାରେ ଫସିଥିବା ଜିଲ୍ଲାର ୧୮ଜଣ ଛାତ୍ରଛାତ୍ରୀ। ଏମାନଙ୍କ ସହିତ ସେଠାରେ ଥିବା ୩ଜଣ ମହିଳା ଅଭିଭାବକ ମଧ୍ୟ ଫେରିବେ। ଏନେଇ ବାରିପଦାରୁ ଆସନ୍ତାକାଲି (ଶୁକ୍ରବାର) ଏକ ଘରୋଇ ବସ୍ କୋଟା ଅଭିମୁଖେ ଯାତ୍ରା କରିବ। କୋଟାରୁ ଛାତ୍ରଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦରମା କାଟ ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ନିଜର ସବୁ ଦରମା କାଟ କଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଶିଳ୍ପ ମଧ୍ୟରେ ରହିଛି ପେଟ୍ରୋଲିୟମ ଶିଳ୍ପ । ବିଶ୍ୱ ବଜାରରେ ତେଲ ଦର ଶୂନ ତଳକୁ ଖସିଯାଇଛି । ଏହା ଦ୍ୱାରା ପେଟ୍ରୋଲିୟମ ରିଫାଇନାରୀ ଶିଳ୍ପ ବ୍ୟାପକଭାବେ କ୍ଷତିଗ୍ରସ୍ତ ହେଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଏହା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଓ ଭଦ୍ରକ ଗଲେ ଏମ୍ସର ୨ଟି ରାପିଡ ଆକ୍ସନ ଟିମ୍, ଅବରୋଧ ଅଞ୍ଚଳରେ କରିବେ ସମୀକ୍ଷା

ଭୁବନେଶ୍ୱର: ବାଲେଶ୍ୱର ଓ ଭଦ୍ରକରେ କରୋନା ମୁକାବିଲା ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା କେମିତି ରହିଛି, ସେ ନେଇ ସମୀକ୍ଷା ହେବ । ଏଥି ପାଇଁ ଆଜି ଭୁବନେଶ୍ୱର ଏମ୍ସର ୨ଟି ରାପିଡ ଆକ୍ସନ ଟିମ ଗସ୍ତ କରିଛନ୍ତି । ଏହି ଦୁଇଟି ଟିମ ଅବରୋଧ ଅଞ୍ଚଳରେ ଲୋକଙ୍କ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେସବୁ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳର ୨୫୪ରୁ ୧୯୨ ନେଗଟିଭ୍, କୋଲକାତା ଫେରନ୍ତାଙ୍କ ପାଇଁ ବଢୁଛି ଚିନ୍ତା

ଫୁଲବାଣୀ: କନ୍ଧମାଳରୁ ସନ୍ଦିଗ୍ଧ ଯାଇଥିବା ୨୫୪ ଜଣଙ୍କ ରକ୍ତ ନମୁନାରୁ ୧୯୨ଟି ରିପୋର୍ଟ ଆସିଛି। ଯାହାକି ସବୁ ନେଗଟିଭ୍ ରହିଛି। ଆଜି ସୁଦ୍ଧା ଆସୁଥିବା ସବୁ ରିପୋର୍ଟ ନେଗଟିଭ ରହିବା ଖୁସି ଖବର। ହେଲେ କନ୍ଧମାଳକୁ ଆସିବାକୁ ଥିବା କୋଲକାତା ଫେରନ୍ତାଙ୍କ ପାଇଁ ସମସ୍ତଙ୍କ ଚିନ୍ତା ବଢିଛି।…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ସୁରତରୁ ବସରେ ଫେରୁଛନ୍ତି ୪୫ ଜଣ ତିହିଡିବାସୀ

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ଏବେ କୋଲକାତା ଫେରନ୍ତା ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଗତକାେଲି ରାତି ୯ଟା ବେଳେ ଗୁଜୁରାଟର ସୁରତ ସହରରୁ ଏକ ବସ୍ ଯୋଗେ ୪୫ ରୁ ଉର୍ଦ୍ଧ୍ବ ତିହିଡିବାସୀ ଫେରୁଥିବାର ସୂଚନା ମିଳିଛି। ଆସନ୍ତାକାଲି ସକାଳେ ଏମାନେ ତିହିଡିରେ ପହଞ୍ଚିବେ ବୋଲି ଜଣାପଡିଛି। ତିହିହିର…
ଅଧିକ ଖବର ଦେଖନ୍ତୁ...

ଚାଲାଣ କାଟିବାରୁ ପୁଲିସ ଥାନାର ବିଦ୍ୟୁତ ସଂଯୋଗ କାଟିଦେଲେ ଯୁବକ

ଆଗ୍ରା: ଲକଡାଉନବେଳେ ବାହାରେ ବୁଲୁଥିବାବେଳେ ଜଣେ ବିଦ୍ୟୁତ କର୍ମଚାରୀଙ୍କର ପୁଲିସ ଚାଲାଣ କାଟିଦେଇଥିଲା |ଆଉ ଏହି ରାଗରେ ପୁଲିସ ଥାନାର ବିଦ୍ୟୁତ ସଂଯୋଗ କାଟିଦେଲେ ଡ୍ୟୁଟି କର୍ମଚାରୀ | ଏଭଳି ଏକ ରୋଚକ ଘଟଣା ଉତ୍ତରପ୍ରଦେଶ ଚିଉଁଟହ ପୁଲିସ ଷ୍ଟେସନରେ ଘଟିଛି | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ବିଜୟୱାଡା ସଙ୍ଗରୋଧ କେନ୍ଦ୍ରରେ ୧୪ ପାଇପ ମିସ୍ତ୍ରୀ, ସାଇକେଲରେ ଚେନ୍ନାଇରୁ ଆସୁଥିଲେ ସମ୍ବଲପୁର

ସମ୍ବଲପୁର: ସାଇକେଲରେ ଚେନ୍ନାଇରୁ ସମ୍ବଲପୁର ଫେରୁଥିବା ବେଳେ ୧୪ ପାଇପ ମିସ୍ତ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଅଟକାଇଲା ପୁଲିସ। ସେମାନଙ୍କୁ ସ୍ଥାନୀୟ ଏକ ସ୍କୁଲରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସାଉଁଟିମାଲର ଶିବାଜୀ ସେଠି…
ଅଧିକ ଖବର ଦେଖନ୍ତୁ...