Monthly Archives

May 2020

ମାଲିକ ନିର୍ଦ୍ଦେଶରେ ବିପଦଜନକ କାମ କରି ଦଶବର୍ଷ ହେଲା ଯନ୍ତ୍ରଣା ଭୋଗୁଛନ୍ତି ନବୀନ 

ଝାରସୁଗୁଡ଼ା: ମାଲିକର କଡ଼ା ନିର୍ଦ୍ଦେଶରେ ବିପଦପୂର୍ଣ୍ଣ ଭାବରେ ଖୁଣ୍ଟରେ ଚଢ଼ି ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ଦୀର୍ଘ ଦଶବର୍ଷ ହେଲା ଅକର୍ମଣ୍ୟ ହୋଇ ପଡ଼ି ରହିଛନ୍ତି ନବୀନ। ଦିନ ମଜୁରିଆ ଭାବରେ ଠିକାଦାର ପାଖରେ ବିଦ୍ୟୁତ ଖୁଣ୍ଟ ପୋତିବା କାମରେ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତା କଟକଣା ବାଟବଣା: ଅଧିକାଂଶଙ୍କ ମୁହଁରେ ନାହିଁ ମାସ୍କ, ହଜିଗଲେ ଏନ୍‌ଫୋର୍ସମେଣ୍ଟ ଟିମ୍

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୈନିକ ପ୍ରାୟ ୧୦୦ରୁ ଅଧିକ କରୋନା ପିଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଲକ୍‌ଡାଉନ୍‌ ୫.୦ର ଅବଧି ଆଗାମି ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଦେଶରେ ଆର୍ଥିକ ସ୍ଥିତିର ସୁଧାର ଆଣିବାକୁ ଉଭୟ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କର ହୃଦ୍‌ ରୋଗ ଅଛି କି? ଏହି ସବୁ ପରିବା ଖାଇ ସମସ୍ୟାକୁ କରନ୍ତୁ ନିୟନ୍ତ୍ରଣ

ହୃଦ୍‌ ରୋଗ ଆଜିକାଲିକା ସମୟ ପାଇଁ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। କେବଳ ବୟସ୍କ ନହଁନ୍ତି, ବରଂ ଯୁବ ବୟସ୍କ ବ୍ୟକ୍ତିଙ୍କ ଭିତରେ ବି ଏବେ ଏହି ରୋଗ ଦେଖିବାକୁ ମିଳୁଛି। ଦୂଷିତ ପରିବେଶ ଓ ବିଷାକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ। ଆମେ ସୁସ୍ଥକର ଖାଦ୍ୟ ଖାଇଲେ ଏହି ସମସ୍ୟାକୁ ଏଡ଼େଇ ଦେଇ…
ଅଧିକ ଖବର ଦେଖନ୍ତୁ...

ସୋନୁ ସୁଦ୍‌ଙ୍କୁ ଖନ ଖନ କଣ୍ଠସ୍ବରରେ ଏପରି ନିବେଦନ କଲା କୁନି ଝିଅ, ଉତ୍ତର ରଖିଲେ ସୋନୁ

ମୁମ୍ବାଇ: ହଜର ହଜାର ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ରିଲ୍‌ରୁ ରିୟଲ୍‌ ଷ୍ଟାର୍‌ ବନିଥିବା ଏହି ନାୟକ ଏବେ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତିି। ଏକଥା ଖାଲି ଆପଣ କାହିଁକି, କୁନି କୁନି ପିଲା ବି ବୁଝି…
ଅଧିକ ଖବର ଦେଖନ୍ତୁ...

ଗୁପ୍ତଚରଗିରି କରି ଧରାପଡ଼ିଲେ ପାକଦୂତାବାସର ୨ କର୍ମଚାରୀ, ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନ ନିଜର ଖରାପ ଅଭ୍ୟାସ କେବେ ବି ବଦଳାଇପାରିବ ନାହିଁ । ଏହା ପୁଣି ଥରେ ପ୍ରମାଣିତ ହୋଇଛି । ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସର ୨ ଜଣ କର୍ମଚାରୀ ଗୁପ୍ତଚରଗିରି କରି ଧରାପଡ଼ିଛନ୍ତି । ଏହି ଦୁଇ କର୍ମଚାରୀ ଆବିଦ ହୁସେନ ଓ ତାହିର ହୁସେନ ବୋଲି ଜଣାପଡ଼ିଛି । ଉଭୟ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଲଙ୍ଗ୍‌-ନୋଜ୍‌ଡ ଜୋତା ବାହାର କଲେ ରୋମାନିୟାନ ମୋଚି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାମାଜିକ ଦୂରତାକୁ ପ୍ରୋତ୍ସାହନା ଦେଇ ରୋମାନର ଜଣେ ମୋଚି ବିଶ୍ବର ସବୁଠାରୁ ଲମ୍ବା ଜୋତା ତିଆରି କରିଥିବା ଦେଖିବାକୁ ମିଳିଛି। ଲୋକମାନେ ସାମିଜିକ ଦୂରତ୍ବ ନିୟମକୁ ଠିକ୍‌ ଭାବେ ମାନୁନାହାନ୍ତି ବୋଲି ଅନୁଭବ କରି ରୋମାନିୟାନ ମୋଚି ଗ୍ରିମୋର୍‌…
ଅଧିକ ଖବର ଦେଖନ୍ତୁ...

ରାମାୟଣ ସୀତାଙ୍କର ତାଙ୍କ ବାସ୍ତବ ଜୀବନର ରାମଙ୍କ ସହ କିପରି ସାକ୍ଷାତ୍‌ ହୋଇଥିଲା ଜାଣନ୍ତି?

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ‌ହୋଇଥିବା ଦୀପିକାଙ୍କୁ ତ ଆପଣ ଚିହ୍ନିଥିବେ ନିଶ୍ଚୟ। ସେ କିଛି ଦିନ ଅନ୍ତରରେ ସୋସିଆଲ୍‌ ମିଡିଆ ସାଇଟ୍‌ରେ ନିଜ ବିଷୟରେ କିଛି ନା କିଛି ତଥ୍ୟ ନିଶ୍ଚୟ ସେୟାର୍‌ କରିଥାନ୍ତି।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: କୋଇଡାରେ ଘର ଭାଙ୍ଗିଲେ ବଣୁଆ ହାତୀ

ରାଉରକେଲା : ବଣୁଆ ହାତୀଙ୍କ ଉପଦ୍ରବ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ସର୍ଗିଗଡ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀମାନେ ଗ୍ରାମର ଲୋକ ମାନଙ୍କ ନିଦ ହଜେଇ ଦେଇଛନ୍ତି । ୪  ରୁ ୬ ହାତୀ ଆସି ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୋଟିଏ ଘର ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ମଣିଷ ପେଟରୁ ବାହାରିଲା ବିଶ୍ବର ସବୁଠାରୁ ବଡ଼ ଟ୍ୟୁମର୍‌, ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର

ବିଜୟୱାଡା: ଆପଣଙ୍କୁ ଅସମ୍ଭବ ଲାଗିପାରେ ମାତ୍ର ଏପରି ଏକ ଆଶ୍ଚର୍ଯ୍ୟଜନକ କଥାଟିଏ ଘଟିଛି। ଆନ୍ଧ୍ରପ୍ରଦେଶସ୍ଥିତ ପ୍ରକାଶମ ଜିଲ୍ଲାର ଜଣେ ୩୫ ବର୍ଷିଅ ରୋଗୀଙ୍କ ପେଟରୁ ଏକ ବିରାଟକାୟ ଟ୍ୟୁମର୍‌ ବାହାରିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରୋଗୀଙ୍କ ପେଟରୁ ୨୧*୧୯*୧୩ ସେମିର ଏକ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଜଣେ ମୃତ୍ୟୁ, ୨ ଗୁରୁତର

ଫୁଲବାଣୀ: କନ୍ଧମାଳ ଫିରିଙ୍ଗିଆ ଥାନା ପାବିଙ୍ଗିଆ ପଞ୍ଚାୟତ ମଙ୍ଗମୁଣ୍ଡା ଗାଁରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଦନାସିଂ କହଁର। ଗୁରୁତର ଆହତ ହେଲେ ଧନଞ୍ଜୟ କହଁର ଓ ଗୁନି କହଁର।
ଅଧିକ ଖବର ଦେଖନ୍ତୁ...