Daily Archives

May 1, 2020

ନିଜ ଖର୍ଚରେ ରାଜ୍ୟକୁ ଫେରିବେ ପ୍ରବାସୀ ଶ୍ରମିକ, ସ୍ୱତନ୍ତ୍ର ଟ୍ରେନ ପାଇଁ ଭଡା ନେବ ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍…
ଅଧିକ ଖବର ଦେଖନ୍ତୁ...

ଅରେଞ୍ଜ ଜୋନ୍‌ ମଧ୍ୟରେ ଥିବା ଖୋର୍ଦ୍ଧା ସମେତ ରାଜ୍ୟର ଏହି ୬ଟି ଜିଲ୍ଲାରେ କୋହଳ କରାଯାଇଛି ଏହି ସବୁ ନିୟମ

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଦୁଇଟି ପର୍ଯ୍ୟାୟରେ ଆସନ୍ତା ମେ ୩ ତାରଖ ପର୍ଯ୍ୟନ୍ତ ଜାରି କରିଥିବା ଲକ୍‌ଡାଉନର ଅବଧିକୁ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ଦୁଇ ସପ୍ତାହ ପାଇଁ, ଅର୍ଥାତ୍‌ ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ପେନସନ ଟଙ୍କା ଦେଲେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ

ଜଗତସିଂହପୁର: ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ତାଙ୍କ ଏକ ମାସର ପେନସନ ୩୦ ହଜାର ଟଙ୍କାର ଚେକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ନାଉଗାଁ  ବି.ଡି.ଓ ସୁଶ୍ରୀ ଲଷ୍ମୀପ୍ରିୟା ମଲ୍ଲିକଙ୍କ ହସ୍ତରେ ଅର୍ପଣ କରିଛନ୍ତି। ସେ କହିଛନ୍ତି, ଏଭଳି ବିପଦ ସମୟରେ…
ଅଧିକ ଖବର ଦେଖନ୍ତୁ...

ରେଡ ଜୋନକୁ ନେଇ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ

କୋଲକାତା: ଦେଶରେ ଲାଗିରହିଥିବା କରୋନା ସଂକ୍ରମଣ ଓ ଲକଡାଉନ ସ୍ଥିତିରେ କରୋନା ରୋଗୀଙ୍କ ତଥ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରେଡ ଜୋନ ତାଲିକାକୁ ନେଇ କେନ୍ଦ୍ର ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ଅବଧି ବଢ଼ିଲା : ରେଡ୍ ଜୋନ ପାଇଁ କ’ଣ ନିୟମ ରହିଛି ଜାଣନ୍ତୁ, ଲାଗୁ ହେବ ରାଜ୍ୟର ୩ ଜିଲ୍ଲାରେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଲକଡାଉନ ମିଆଦକୁ ଆହୁରି ୨ ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଅଲଗା ଅଲଗା ଗାଇଡଲାଇନ ଘୋଷଣା କରାଯାଇଛି । ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁ ଏବେ ଆସି ଆମ ଦୁଆର ମୁହଁରେ, ବିଚଳିତ ନ ହୋଇ ବିଚକ୍ଷଣ ହେଲେ ହିଁ ଇତିହାସ ରଚିବ ଓଡ଼ିଶା: ବାଗଚୀ

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆସି ପହଞ୍ଚିଛି। ଆଉ ଏଥିରେ ସମସ୍ତ ରାଜ୍ୟବାସୀଙ୍କ ସଂପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ଦରକାର। ଆଉ ଏଥିରେ ଯଦି କୌଣସି ପ୍ରକାରର ବ୍ୟତିକ୍ରମ ବା ଅବହେଳା ଘଟେ ତେବେ, ପରବର୍ତ୍ତୀ ପରିସ୍ଥିତି ଯେ କି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ କୋଭିଡ ହସ୍ପିଟାଲ ପରଦର୍ଶନ ଓ ସମୀକ୍ଷା କଲେ ୫-ଟି ସଚିବ ଓ ଉନ୍ନୟନ କମିସନର

ଝାରସୁଗୁଡ଼ା: ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଝାରସୁଗୁଡା ଗସ୍ତରେ ଆସି ଜିଲ୍ଲାରେ କୋଭିଡର ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କମିଶନର…
ଅଧିକ ଖବର ଦେଖନ୍ତୁ...

ଲକକାଉନ୍ ୩.୦ : କଣ୍ଟେନମେଣ୍ଟ୍ ଜୋନ୍ ପାଇଁ କ’ଣ ନିୟମ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଲକଡାଉନ ମିଆଦକୁ ଆହୁରି ୨ ସପ୍ତାହ ପାଇଁ ବଢେଇ ଦେଇଛନ୍ତି । ଏବେ ଚାଲିଥିବା ଲକଡାଇନ ସମୟ ମେ ୩ରେ ସମାପ୍ତ ହେବାର ଥିଲା । କିନ୍ତୁ ଏବେ ତାହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ…
ଅଧିକ ଖବର ଦେଖନ୍ତୁ...

ଗ୍ରୀନ ଜୋନରେ ଚାଲିପାରିବ ଯାତ୍ରୀବାହୀ ବସ, ଖୋଲିବ ମଦ ଓ ପାନ ଦୋକାନ; ଗ୍ରୀନ ଜୋନରେ ଓଡ଼ିଶାର ୨୧ ଜିଲ୍ଲା

ନୂଆଦିଲ୍ଲୀ: ୨ ସପ୍ତାହ ପାଇଁ କେନ୍ଦ୍ର ସରକାର ଲକଡାଉନ ଅବଧି ବଢ଼ାଇଛନ୍ତି । ମେ ୧୭ ଯାଏଁ ଲକଡାଉନ ଅବଧି ବଢିଥିବାବେଳେ । ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି କଟକଣା କୋହଳ କରାଯାଇଛି । ତେବେ ଏହାକୁ ନେଇ କେନ୍ଦ୍ର ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି | ଲକଡାଉନ ଅବଧିରେ ବିମାନ ,ଟ୍ରେନ ସେବା…
ଅଧିକ ଖବର ଦେଖନ୍ତୁ...

୬ ଜଣଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର: ଜାଣନ୍ତୁ ଏମାନେ କେମିତି କରୋନାର ଶିକାର ହେଲେ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ରାଜ୍ୟର ୬ ଜଣ କରୋନା ଭାଇରସରେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ (୧୨୩ରୁ ୧୨୭ ନମ୍ବର କରୋନା ଆକ୍ରାନ୍ତ) ହେଉଛନ୍ତି କୋଲକାତା ଫେରନ୍ତା । ଅନ୍ୟ ଜଣେ ସଂପର୍କୀୟଙ୍କ ସଂସ୍ପର୍ଶରେ ଆସି କରୋନା ଭାଇରସର ଶିକାର ହୋଇଛନ୍ତି । ଏହି ୬…
ଅଧିକ ଖବର ଦେଖନ୍ତୁ...