Daily Archives

May 1, 2020

୧୨୦୦ ଶ୍ରମିକଙ୍କୁ ନେଇ କେରଳର ଆଲୁଭାରୁ ଭୁବନେଶ୍ୱରକୁ ଯାତ୍ରା ଆରମ୍ଭ କଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ନୂଆଦିଲ୍ଲୀ: ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଆଉ ଏକ ବଡ଼ ନିଷ୍ପତି ନେଇଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ବଦଳିଗଲା ଟ୍ରେନ ବିମାନକୁ ନେଇ ଏସବୁ ନିୟମ

ନୂଆଦିଲ୍ଲୀ: ସାରା ଦେଶରେ ଲକଡାଉନ ବଳବତ୍ତର ଥିବାବେଳେ ପୁର୍ବଘୋଷଣା ମୁତାବକ ଆଜି କିଛି ନିୟମରେ ପରିବର୍ତ୍ତନ ହୋଇଛି | ମେ ୧ ରୁ ନୂତନ ନିୟମ କାର୍ଯ୍ୟକାରୀ ହେଉଥିବାବେଳେ ଲକଡାଉନ ପରେ ଏଗୁଡିକ କାର୍ଯ୍ୟକାରୀ ହୋଇଯିବ | ଆଜିଠାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁଧ ହାରରେ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଜିଲ୍ଲାରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତ ସଂଖ୍ୟା ହେଲା ୧୪୯

ଭୁବନେଶ୍ୱର/ଯାଜପୁର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲା ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ କରିଛି । ନୂତନ ଭାବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୩୫ ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇଲେ ବାଇକ ଚାଳକ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ମିନାପାଇ ବାଳିକା ଆଶ୍ରମ ସ୍କଲର ବୁଲାଣିଆ ରାସ୍ତାରେ ଥିବା ଏକ କଲଭର୍ଟକୁ ଭାରସାମ୍ୟ ହରାଇ ମୋଟର ସାଇକେଲ୍ ଚାଳକ ଧକ୍କା ଦେବାରୁ ଜଣଙ୍କର ମୃତ ହୋଇଥିବା ବେଳେ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଖବରରୁ…
ଅଧିକ ଖବର ଦେଖନ୍ତୁ...

ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି, ଘୋଷଣା କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଏହା ଫଳରେ ସମଗ୍ର ଦେଶରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍  ଜାରି ରହିବ । ଏଥିଲାଗି କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରୁଛନ୍ତି।  ଗାଇଡଲାଇନ୍ ଅନୁସାରେ ଏଥର କେରୋନା ସଂକ୍ରମଣ ନେଇ ଘୋଷିତ…
ଅଧିକ ଖବର ଦେଖନ୍ତୁ...

ବାହାର ରାଜ୍ୟ ଫେରନ୍ତାଙ୍କ ଲାଗି ପଞ୍ଜୀକରଣ ବାଧ୍ୟତାମୂଳକ, ରାସ୍ତାରେ ଆସୁଥିବା ଲୋକଙ୍କ ଲାଗି ଖୋଲାଯାଇଛି ୧୧ଟି…

ଭୁବନେଶ୍ୱର: ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କେରୋନା ବିରୋଧରେ ଲଢ଼ୁଛନ୍ତି। ବର୍ତ୍ତମାନ ଏହି ଲଢ଼େଇ ଏକ ଗୁରୁତ୍ବପୂର୍ଣ୍ଣ ମୋଡରେ ପହଞ୍ଚିଛି। ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପରିଚାଳନା ଉପରେ କରୋନା ସଂକ୍ରମଣ ରୋକିବା ବହୁ ଭାବରେ ନିର୍ଭରଶୀଳ। ପୂର୍ବରୁ ଦେଶ ବାହାରୁ ଆସୁଥିବା…
ଅଧିକ ଖବର ଦେଖନ୍ତୁ...

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୬୫, ଗୋଟିଏ ଦିନରେ ୨ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୫୩୬୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୫,୧୪୮ ଥ#ବାବେଳେ ମୃତ୍ୟୁସଂଖ୍ୟା ୧୧୫୨ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଦେଶରେ ଏପର୍ଯ୍ୟନ୍ତ ମୋଟ ୯୦୬୪ ଜଣ କରୋନା ରୋଗୀ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ୨୦ ଟଙ୍କାରୁ ୩୩ ଯାଏଁ କମିପାରେ ପେଟ୍ରୋଲ-ଡିଜେଲ

କରାଚୀ: ପାକିସ୍ତାନରେ ପେଟ୍ରୋଲ-ଡିଜେଲ ବହୁତ ଶସ୍ତା ହେବାକୁ ଯାଉଛି। ପାକିସ୍ତାନର ଖବରକାଗଜ ଡନ୍‌ର ରିପୋର୍ଟ ଅନୁଯାୟୀ ପାକିସ୍ତାନର ତୈଳ ନିୟାମକ ସଂସ୍ଥା ପେଟ୍ରୋଲିୟମ ମୂଲ୍ୟ ହ୍ରାସ କରିବାକୁ ଚିନ୍ତା କରୁଛି। ପ୍ରକୃତରେ କରୋନା ସଙ୍କଟ ହେତୁ ସମଗ୍ର ବିଶ୍ୱରେ ତେଲର ବ୍ୟବହାର ହ୍ରାସ ପାଇଛି…
ଅଧିକ ଖବର ଦେଖନ୍ତୁ...

୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ପୂର୍ବତନ ସରପଞ୍ଚଙ୍କ ସହ ୩ ଗିରଫ

ବଲାଙ୍ଗୀର: ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା-ତୁଷୁରା ରାସ୍ତାର ଡୁଙ୍ଗିବାହାଲ ଜୋର ପୋଲ ନିକଟରେ ଏକ ବାଇଗଣ ବୋଝେଇ ବୋଲେରୋ ପିକ ଅପ ଭ୍ୟାନରୁ ପୁଲିସ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗୁଡ଼ଭେଲା ବ୍ଲକ ଘୁନା ପଂଚାୟତର ପୂର୍ବ ସରପଞ୍ଚ ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ଛାତ୍ର-ଛାତ୍ରୀ ,ପର୍ଯ୍ୟଟକ ଓ ଶ୍ରମିକଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି। ଏହି ସମୟ ମଧ୍ୟରେ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୋଦୀ ସରକାର ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...