Daily Archives

May 2, 2020

ପୁତ୍ର ସନ୍ତାନକୁ ଜନ୍ମ ଦେଲେ କୋଭିଡ୍‌-୧୯ ଆକ୍ରାନ୍ତ; ‌ ଗ୍ଲୋବ୍‌ସ, ମାସ୍କ ଓ ପିପିଇ ପିନ୍ଧି କରାଇଲେ ସ୍ତନ୍ୟପାନ

କୋଲକାତା: ଏପ୍ରିଲ୍‌ ୧୩ ତାରିଖରେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜାଣିବାକୁ ମିଳିଥିବା ହାୱଡ଼ା ଜିଲ୍ଲାର ୨୪ ବର୍ଷିୟା ମହିଳା ଏକ ଶିଶକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି। ଏପ୍ରିଲ୍‌ ୨୦ ତାରିଖରେ ମହିଳା ଜଣକ ପିଲାଟିକୁ ଜନ୍ମ ଦେଇଥିବା ବେଳେ ମେ ୧ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରୁ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଡିୟୁଟି କରୁଥିବା ୩ ପୁଲିସ୍‌ କର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ସାମ୍ନାରେ ଡିୟୁଟି କରୁଥିବା ୩ ଜଣ ପୁଲିସ୍‌ କର୍ମୀଙ୍କରେ ଶନିବାର ନମୁନା ପରୀକ୍ଷା ପରେ କରୋନା ପଜିଟିଭ୍‌ ବାହାରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଡିୟୁଟି କରୁଥିବା ଏହି ପୁଲିସ୍କର୍ମୀ ହେଉଛନ୍ତି ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଦଙ୍ଗା : ନିଲମ୍ବିତ ଆପ ନେତା ତାହିର ହୁସେନର ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀର ଏକ କୋର୍ଟ ନିଲମ୍ବିତ ଆପ କାଉନସିଲର ତାହିର ହୁସେନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଦିଲ୍ଲୀରେ ଗତ ଫେବ୍ରୁଆରି ମାସରେ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସାରେ ମାମଲାରେ ସେ ଗିରଫ ହୋଇଥିଲେ । ଅତିରିକ୍ତ ସେସନ୍ସ ଜଜ ତ୍ୟାଗିତା ସିଂ ତାଙ୍କର ଜାମିନ ଆବେଦନକୁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ କୋଟା ବସ୍‌ରେ ଜୟପୁର ଗଲେ ରାଜସ୍ଥାନର ୯୦ ଶ୍ରମିକ

ରାଉରକେଲା: କୋଟାରୁ ୧୧୬ ଛାତ୍ରଛାତ୍ରୀଙ୍କୁ ଧରି ରାଉରକେଲାରେ ପହଞ୍ଚିଥିବା ୪ବସ୍‌ ଆଜି ସଂଧ୍ୟାରେ ପୁଣି ରାଜସ୍ଥାନ ଫେରିଯାଇଛି। ବସରେ ସୁନ୍ଦରଗଡ, କୋଇଡା, ବଣାଇ, ରାଉରକେଲାରେ ଫସିଥିବା ୯୦ ଶ୍ରମିକ ଓ ତାଙ୍କ ପରିବାର ରାଜସ୍ଥାନର ଜୟପୁରରେ ଥିବା ନିଜ ନିଜ ଘରକୁ ଫେରିଛନ୍ତି। ସୁନ୍ଦରଗଡର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ଗଣମାଧ୍ୟମ କାହିଁକି ଆଖ୍ୟା ଦେଇଛି ‘ବିପର୍ଯ୍ୟୟ ପରିଚାଳନାର…

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂପ୍ରତି ସମଗ୍ର ବିଶ୍ୱର ୨୧୦ଟି ରାଷ୍ଟ୍ରରେ ତାଣ୍ଡବ ରଚାଇ ଚାଲିଥିବା ବେଳେ ଓଡ଼ିଶାରେ ଏହାର ସଫଳ ମୁକାବିଲା କ୍ଷେତ୍ରରେ ଏକ ବିରଳ ଉଦାହାରଣ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥି ପାଇଁ…
ଅଧିକ ଖବର ଦେଖନ୍ତୁ...

କରୋନା ମୌକାରେ ଜେଲରେ ଥିବା ଶହ ଶହ ଆତଙ୍କବାଦୀଙ୍କୁ ମୁକ୍ତ କଲା ପାକିସ୍ତାନ, ତାଲିକାରେ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ…

ନୂଆଦିଲ୍ଲୀ : ପାକିସ୍ତାନରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଚାଲିଛି । ପାକିସ୍ତାନରେ ମୋଟ ସଂକ୍ରମିତ ସଂଖ୍ୟା ୧୮ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୪୩୨ରେ ପହଞ୍ଚିଛି । କିନ୍ତୁ ଏହା ସତ୍ତ୍ବେ ପାକିସ୍ତାନ ନିଜର ଖଳବୁଦ୍ଧି ଛାଡ଼ିପାରିନାହିଁ । କୋରନା ମହାମାରୀ ମୌକାରେ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳର କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଜି ଉଦୟଗିରି: ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁଜୁରାଟର ସୁରତରୁ ଆସୁଥିବା ଯାତ୍ରୀବାହୀ ବସ ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଥିବା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଚିତ୍ତରଂଜନ ସେଠୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ ଶିକ୍ଷା ଲାଭ କରିବେ। ସୋମ ଓ ମଙ୍ଗଳବାର: ଉନ୍ନତି ଲାଗି ନୂଆ ଦ୍ବାର ଖୋଲିବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ଧାର୍ମିକ କାର୍ୟ୍ୟରେ ମନ ଲାଗିବ। ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ବୁଧ ଓ…
ଅଧିକ ଖବର ଦେଖନ୍ତୁ...

କାହାକୁ ମିଳିବ ହୋମ୍‌ କ୍ୱାରେଣ୍ଟାଇନ୍‌ ପାଇଁ ଅନୁମତି ଓ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଉପଲବ୍ଧ ହେବ କି କି…

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରାଜ୍ୟରେ ଆୟତ୍ତାଧୀନ କରି ରଖିବାରେ ରାଜ୍ୟ ସରକାର ଏଯାବତ୍‌ ସଫଳ ହୋଇଛନ୍ତି। ତେବେ, ବର୍ତ୍ତମାନ ଆସି ପହଞ୍ଚିଛି ଅସଲ ପରୀକ୍ଷାର ବେଳ। କାରଣ, ରାତିସୁଦ୍ଧା ରେଳ ଓ ବସ ଯୋଗେ ପ୍ରାୟ ୧୫୦୦ ଅଧିକ ଅନ୍ୟ ରାଜ୍ୟରେ ଅଟକ ରହିଥିବା…
ଅଧିକ ଖବର ଦେଖନ୍ତୁ...

କେବିସି ନାରେ ଚନ୍ଦାହାଣ୍ଡିର ଯୁବକ ଲକ୍ଷେ ୧ ହଜାର ଟଙ୍କା ଠକେଇର ଶିକାର! 

ଚନ୍ଦାହାଣ୍ଡି: କୋନ ବନେଗା କରୋଡପତି ନାମରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗାଁର ଗଙ୍ଗାଧର ନାୟକଙ୍କ ୧ ଲକ୍ଷ ୧ ହଜାର ଟଙ୍କା ଠକାମିର ଶିକାର ହୋଇଛନ୍ତି। ମୁମ୍ବାଇସ୍ଥିତ ଆକାଶ ବର୍ମା ନାମକ ଜଣେ ଯୁବକ ଏହି ଠକେଇ କରିଥିବା ନେଇ ଚନ୍ଦାହାଣ୍ଡି ଥାନାରେ ଏତଲା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...