Daily Archives

May 3, 2020

ମୟୂରଭଞ୍ଜକୁ ଆରମ୍ଭ ହେଲା ପ୍ରବାସୀ ଓଡ଼ିଆଙ୍କ ଆଗମନ: କେରଳରୁ ଫେରିଲେ ତିନି ଜଣ, କୋଟାରୁ ବାହାରିଲେ ୧୮ ଛାତ୍ରଛାତ୍ରୀ

ବାରିପଦା: ମୟୂରଭଞ୍ଜକୁ ଆଜିଠାରୁ ଆରମ୍ଭ ହେଇଛି ପ୍ରବାସୀ ଓଡ଼ିଆଙ୍କ ଆଗମନ। ପ୍ରଥମ ଦଫାରେ ଆଜି ତିନି ଜଣ କେରଳରୁ ଆସିଛନ୍ତି। କେରଳରୁ ଆସିଥିବା ସ୍ବତନ୍ତ୍ର ଟ୍ରେନ୍ ଜରିଆରେ ଉକ୍ତ ତିନି ଜଣଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗାଡି ପଠାଇ ଭୁବନେଶ୍ବରରୁ ଅଣାଯାଇଥିଲା। ଘରେ ପହଞ୍ଚିବାପରେ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରି ଗାଁକୁ ପଠାଇବା ବ୍ୟବସ୍ଥା କଲେ ତହସିଲଦାର

ଶେରଗଡ଼: କନିସିରେ ଏକ ଇଟା ଭାଟିରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ୩୧ ଜଣ ଶ୍ରମିକ କାମ କରୁଥିଲେ । କିନ୍ତୁ ଭାଟି ବନ୍ଦ ଯୋଗୁଁ ମାଲିକ ସେମାନଙ୍କୁ ଖାଇବାକୁ ନ ଠିକରେ ନଦେବା ଫଳରେ ରାତିରେ ଚାଲି ଚାଲି ସମସ୍ତ ଶ୍ରମିକ ଗାଁକୁ ଲୁଚି ଫେରୁଥିବା ବେଳେ ବାଟହୁଡ଼ି ସେମାନେ ଶେରଗଡ଼ ବ୍ଲକ…
ଅଧିକ ଖବର ଦେଖନ୍ତୁ...

ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କ ଅମାନୁଷିକ ବ୍ୟବହାର, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟୱା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଯେ ଦୁଇ ଜଣ ପୁଲିସ୍‌ କର୍ମୀ ମିଶି ଜଣେ ବ୍ୟକ୍ତିଙ୍କୁ ଶାରୀରିକ ନିର୍ଯାତନା ଦେଉଥିବାର ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ଭିଡିଓରେ ତାଙ୍କୁ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ଆବଦ୍ଧାଞ୍ଚଳର ଅବଧି ବାରମ୍ବାର ବଢ଼ିବାକୁ ବିରୋଧ, ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ

ବାଲେଶ୍ବର: ନୀଳିଆବାଗରେ ଆବଦ୍ଧାଞ୍ଚଳ ଅବଧିକୁ ବାରମ୍ବାର ବଢ଼ାଯିବାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଜି ଆବଦ୍ଧାଞ୍ଚଳର ରାଣୀପାଟଣା ପଟେ ରହୁଥିବା ଲୋକ ଘର ବାହାରକୁ ଆସି ହୋ‌ହଲ୍ଲା କରିଥିବା ଦେଖାଯାଇଥିଲା। ୧୫ ଦିନ ହେବ ଏହି ଅଞ୍ଚଳବାସୀ ନାହିଁ ନଥିବା…
ଅଧିକ ଖବର ଦେଖନ୍ତୁ...

ଅସ୍ବାସ୍ଥ୍ୟକର ଖାଦ୍ୟ କରୋନା ଜନିତ ମୃତ୍ୟୁର ମୁଖ୍ୟ କାରଣ: ଦେଶବାସୀଙ୍କୁ ସଚେତନ କରାଇଲେ ଇଂଲଣ୍ଡରେ ରହୁଥିବା ଭାରତୀୟ…

ଲଣ୍ଡନ: ଅସ୍ବାସ୍ଥ୍ୟକର ଖାଦ୍ୟ କୋଭିଡ୍‌-୧୯ ଜନିତ ମୃତ୍ୟୁର ଏକ ପ୍ରମୁଖ କାରଣ। ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଭାରତୀୟମାନଙ୍କୁ ଏପରି କହିବା ସହ ଅସ୍ବାସ୍ଥ୍ୟକର ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଇଂଲଣ୍ଡର ନେସ୍‌ନାଲ୍‌ ହେଲ୍‌ଥ…
ଅଧିକ ଖବର ଦେଖନ୍ତୁ...

କୁଳପତି ଚୟନ ପାଇଁ କିଏ ହେବ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ନୋମିନି?

ବ୍ରହ୍ମପୁର: ଆସନ୍ତା ଜୁଲାଇ ୧୩ରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ବର୍ତ୍ତମାନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନୂଆ କୁଳପତି ଚୟନ ପାଇଁ ଗଠିତ ହେବାକୁ ଥିବା ଚୟନ କମିଟିରେ ଏହି ବିଶ୍ବବିଦ୍ୟାଳୟର ନୋମିନି ଭାବେ ଜଣେ ସିଣ୍ଡିକେଟ୍ ସଦସ୍ୟଙ୍କୁ…
ଅଧିକ ଖବର ଦେଖନ୍ତୁ...

କର୍ମଚାରୀ କରୋନା ପିଜିଟିଭ୍ ବୋଲି‌ ଜଣାପଡ଼ିବା ପରେ ଦିଲ୍ଲୀର ସିଆର୍‌ପିଏଫ୍‌ର‌ ମୁଖ୍ୟ କାର୍ଯ୍ୟାଳକୁ ବନ୍ଦ କରାଗଲା

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌)ର କର୍ମଚାରୀଙ୍କ ରିପୋର୍ଟରୁ କରୋନା ପଜିଟିଭ୍‌ ବାହାରିବା ପରେ ଦିଲ୍ଲୀଠାରେ ଥିବା ସିଆର୍‌ପିଏଫ୍‌ର ମୁଖ୍ୟ କାର୍ଯ୍ୟାଳୟକୁ ରବିବାର ପୂରାପୂରି ବନ୍ଦ(ସିଲ୍) କରାଯାଇଛି। ସିଆର୍‌ପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଡହଲଡେରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ 

ଝାରସୁଗୁଡ଼ା: ଲଖନପୁର ବ୍ଲକ କୋଡ଼ାଲୋଇ ପଞ୍ଚାୟତର ଏକ ହେମଲେଟ୍ ଗ୍ରାମ ଡହଲଡେରା ଗ୍ରାମରେ ଜଣେ ମହିଳା କରୋନା ଭୂତାଣୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଜୋନ୍ ବାହାରେ ଥିବା କିଛି ଅଞ୍ଚଳକୁ ବଫର ଜୋନ୍…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ତିନି ଜୋନରେ ଏସବୁ ବନ୍ଦ ରହିବ ,ମିଳିବ ଏସବୁ ସୁବିଧା

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଲକଡାଉନ ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ବାହାଘର: ଉଭୟ ପକ୍ଷରୁ ଯୋଗଦେଲେ୧୦ ଜଣ 

ଝାରସୁଗୁଡ଼ା: କେବଳ ଦଶ ଜଣ ସଂପର୍କୀୟଙ୍କ ଉପସ୍ଥିତିରେ ମଧ୍ୟ ହୋଇପାରେ ବାହାଘର। ବାହାଘର ଗୁଡ଼ିକରେ ହଜାର ହଜାର ଲୋକ, ଆତସବାଜି, ମାଇକ, ଡିଜେ, ଭୋଜି, ଗାଡ଼ି ମଟର ଅନେକ କିଛି ଅବାଶ୍ୟକ ହୋଇଥାଏ। ଓଡ଼ିଶାରେ କିଛି ବର୍ଷ ହେଲା କୋଟିପତି ଲୋକଙ୍କ ବିବାହ ଦେଖି ଲୋକଙ୍କ ଆଖି ଖୋସି…
ଅଧିକ ଖବର ଦେଖନ୍ତୁ...