Daily Archives

May 4, 2020

ଅନଲାଇନ ଠକେଇ : କଲିକତାରୁ ଘରକୁ ଫେରାଇ ଆଣିବାକୁ କହି ଲୁଟିଲେ ଟଙ୍କା, ଠକାମିର ଶିକାର ହେଲେ ଯୁବତୀ

ବାରିପଦା: କରୋନାରେ ସହଯୋଗର ଆଳ ଦେଖାଇ ମାତିଛନ୍ତି ଅନଲାଇନ ଲୁଟେରା । ଏପରି ଠକାମୀର ଶିକାର ହୋଇଛନ୍ତି କଲିକତାରେ ରହୁଥିବା ବାରିପଦା ଅଞ୍ଚଳର ଜଣେ ଶିକ୍ଷିତା ଯୁବତୀ । ଅନଲାଇନ ଠକଙ୍କ କଥାରେ ଭଳି ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ଦେଇ ୯ହଜାର ୫ଶହ ଟଙ୍କା ହରାଇଛନ୍ତି ଯୁବତୀ । ଘଟଣା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଶ୍ରମ କାର୍ଯ୍ୟାଳୟ ଆଗରେ ବିର୍ଲା ଶ୍ରମିକଙ୍କ ଧାରଣା: ସପ୍ତାହେ ଭିତରେ ସମାଧାନ ନହେଲେ ଜାତୀୟ ରାଜପଥ ଅବରୋଧ

ବାଲେଶ୍ବର: ବିଜୁ ଶ୍ରମିକ ସଂଘର ବିର୍ଲା ଟାୟାର୍ସ ଶାଖା ପକ୍ଷରୁ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ଗତ ୬ ମାସ ଧରି ବିର୍ଲା ଟାୟାର୍ସର ହଜାର ହଜାର ଶ୍ରମିକ ଦରମା ନପାଇବା, ବାରମ୍ବାର ଫେରାଦ ହେବା ସତ୍ତ୍ବେ କମ୍ପାନି କର୍ତ୍ତୃପକ୍ଷ ଗୁରୁତ୍ବ ନଦେବା,…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ୟାର୍ପଣ ରାୟ ବିରୁଦ୍ଧରେ ବ୍ରିଟେନ ସୁପ୍ରିମକୋର୍ଟକୁ ଗଲା ବିଜୟ ମାଲ୍ୟା

ଲଣ୍ଡନ : ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ ପଳାତକ ଶିଳ୍ପପତି ବିଜୟ ମାଲ୍ୟା ବ୍ରିଟେନର ସୁପ୍ରିମ କୋର୍ଟରେ ଆବେଦନ କରିଛି । ଗତ ୨୦ ଏପ୍ରିଲରେ ଲଣ୍ଡନ ହାଇକୋର୍ଟରେ ମାଲ୍ୟା ନିଜର ମାମଲା ହାରିବା ପରେ ଏହି ପଦକ୍ଷେପ ନେଇଛି । ବ୍ରିଟିଶ ନିୟମ ଅନୁସାରେ ହାଇକୋର୍ଟଙ୍କ ରାୟର ୨୦ ଦିନ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସ୍ବାବ୍‌ ଦେଇଥିଲେ, ନୀଳିଆବାଗ୍‌ ଆବଦ୍ଧାଞ୍ଚଳର ସମସ୍ତ ନମୁନା ନେଗେଟିଭ

ବାଲେଶ୍ବର: କରୋନା ସଂକ୍ରମଣ ମୁକାବିଲା ପାଇଁ ବାଲେଶ୍ବର ସହର ସମେତ ଜିଲ୍ଲାର ୬ଟି ବ୍ଲକରେ ଆବଦ୍ଧାଞ୍ଚଳ ହୋଇଛି। ଜିଲ୍ଲାକୁ ଏବେ ରେଡ୍‌ଜୋନ୍‌ ତାଲିକାରେ ରଖାଯାଇଛି। ଲକ୍‌ଡାଉନ କୋହଳ ହେବା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଫେରିବାକୁ ନେଇ ସମସ୍ତେ ଚିନ୍ତାରେ। ଏପରି ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଏହି ଲକ୍‌ଡାଉାନ୍‌ରେ ଆପଣ ଆଲୋବେରା ବ୍ୟବହାର କରି ନିଜ ତ୍ବଚା ଓ କେଶକୁ ସୁସ୍ଥ ରଖନ୍ତୁ

ଆଲୋବେରାକୁ ଆପଣ ଯଦି ଯାଦୁକରୀ ଉଦ୍ଭିଦ ବୋଲି କହିବେ ତାହାଲେ ବି ଭୁଲ୍‌ ହେବ ନାହିଁ। କାହିଁକି ନା, ଏହି ଗୋଟାଏ ଜିନିଷ ଅନେକ କାମରେ ଆସିଥାଏ। ଆଲୋବେରାକୁ ଆପଣ ତ୍ବଚା, କେଶ ସହ ଶରୀରରେ ହୋଇଥିବା ଖଣ୍ଡିଆ ସ୍ଥାନରେ ବି ବ୍ୟବହାର କରିପାରିବେ। ଛୋଟ ଧରଣର ଖଣ୍ଡିଆ କିମ୍ବା ପୋଡ଼ା ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ଦିବଗଂତ ଶ୍ରୀଦେବୀ ଓ ଇର୍ଫାନଙ୍କୁ ନେଇ ଥଟ୍ଟା କରିବା ପାକିସ୍ତାନୀ ଟିଭି ହୋଷ୍ଟ୍‌ଙ୍କୁ ମହଙ୍ଗା ପଡ଼ିଲା, କ୍ଷମା ମାଗିଲେ

ଇସ୍‌ଲାମବାଦ୍‌: ଭାରତୀୟ ସିନେ ଜଗତର ଦୁଇ ପ୍ରଖ୍ୟାତ କଳାକାର ଅଭିନେତ୍ରୀ ଶ୍ରୀଦେବୀ ଓ ଇର୍ଫାରନ ଖାନ୍‌ଙ୍କ ମୃତ୍ୟୁକୁ ନେଇ ଥଟ୍ଟା କରିବା ଜଣେ ପାକିସ୍ତାନୀ ଟିଭି ‌ହୋଷ୍ଟ୍‌ଙ୍କୁ ମହଙ୍ଗା ପଡ଼ିଛି। ସେ ଏହି ଦୁଇ କଳାକାରଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇ କ୍ଷମା ମାଗିଛନ୍ତି। ୨୦୧୮ ମସିହାରେ…
ଅଧିକ ଖବର ଦେଖନ୍ତୁ...

ଯାଜପୁରର ଦଶରଥପୁର ବ୍ଲକରେ ଚଢା ଦରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଅଭିଯୋଗ

ଯାଜପୁର: ମହାମାରୀ ସମୟରେ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ କଣ୍ଟେନ୍ଟମେଣ୍ଟ ଜୋନରେ ସରକାର କିଛି ସଂସ୍ଥାଙ୍କୁ ଗାଁ ଗାଁ ବୁଲି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାପାଇଁ ବିଜ୍ଞପ୍ତି ଜାରି କରିଥିଲେ | ସରକାରଙ୍କ ବିଜ୍ଞପ୍ତି ପରେ କିଛି ସଂସ୍ଥା ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଘରେ ବସି ବସି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଶରୀର ବିଗାଡ଼ନ୍ତୁନି‌; ଏପରି ବନାନ୍ତୁ ନିଜର ଖାଦ୍ୟ ତାଲିକା

ଲକ୍‌ଡାଉନ୍‌ ସମୟରେ ଘରେ ବସି ବସି ଅନ୍ୟ କିଛି କାମ ନଥିବାରୁ ଲୋକଙ୍କ ମୁଖ୍ୟ ଧ୍ୟାନ ଖାଦ୍ୟ ଉପରେ। ମାତ୍ର ସତର୍କ ରୁହନ୍ତୁ। ପାଟି ସୁଆଦକୁ ଧ୍ୟାନ ଦେଇ ନିଜ ଶରୀର ଅସୁସ୍ଥ କରି ପକାନ୍ତୁ ନାହିଁ। ନିଜ ଶରୀରର ଓଜନକୁ ଆୟତ୍ତରେ ରଖିବା ପାଇଁ ଆପଣ ବଛା ବଛା କିଛି ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ପ୍ରବାସୀ ଶ୍ରମିକଙ୍କୁ ଛାଡି ସୁରଟ ଫେରୁଥିବା ବସ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ: ଗଞ୍ଜାମରେ ପ୍ରବାସୀ ଶ୍ରମିକମାନଙ୍କୁ ଛାଡି ସୁରଟ ଫେରୁଥିବା ବସ୍ ନଂ ଜିଜେ-୦୩ଡବ୍ଲୁ-୯୮୬୨ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୋମବାର ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ବାଉଁଶୁଣୀ ଛକ ନିକଟରେ ବାଇକକୁ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀ ଡୁମୁରୀପାଲି…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ସୋନା, ରାମ ‌ଗୋପାଳ ବର୍ମାଙ୍କ ଟ୍ବିଟ୍‌ର ଦେଲେ ଏପରି ଜବାବ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର। ସିନେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ଏକ ଟ୍ବିଟ୍‌ର ଜବାବ ଦେଇ ପୁଣି ଥରେ ଲୋକଙ୍କ ନଜରକୁ ଆସିଛନ୍ତି କିଛି ଦିନ ଅନ୍ତରରେ ଥରେ ନିଶ୍ଚିତ ଭାବେ ଚର୍ଚ୍ଚା ପାଲଟୁଥିବା ସୋନା। ରାମ ଗୋପାଲ ବର୍ମା ତାଙ୍କ ଟ୍ବିଟର୍‌ରେ ଏକ ଫଟୋ ସେୟାର୍‌…
ଅଧିକ ଖବର ଦେଖନ୍ତୁ...