Daily Archives

May 5, 2020

ଉଜୁଡ଼ି ଗଲା ସଂସାର: ଦାରିଦ୍ର୍ୟ ସାଙ୍ଗକୁ ରୋଗର ତାଡ଼ନା, ୪ ସନ୍ତାନ ମା’ ଛେଉଣ୍ଡ

ଝାରସୁଗୁଡ଼ା: ରାତି ଘନେଇ ଆସିଲାଣି, ଚାରି ଆଡ଼େ ନିସ୍ତବ୍ଧତାର ରାଜୁତି । କରୋନା ସଂକ୍ରମଣ ଯୋଗୁଁ ହସପିଟାଲରେ ଆଉ ଆଗ ପରି ଲୋକଙ୍କ ଗହଳି ନାହିଁକି ୱାର୍ଡ଼ରେ ଭିତରେ ସେତେ ସଂଖ୍ୟାରେ ଆଉ ରୋଗୀ ନାହାନ୍ତି। ଏଭଳି ଏକ ସମୟରେ ଶଯ୍ୟା ଉପରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ବେଳେ ପାଖରେ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌କୁ ହରାଇ ଉଦାହରଣ ପାଲଟିଲେ ୮୫ ବର୍ଷିଅ କର୍କଟ ରୋଗୀ

ଭୋପାଳ: ଆମେ ଆଗରୁ ଶୁଣିଛେ ଯେ କରୋନା ଭାଇରସ୍‌ ବୟସ୍କ ଲୋକଙ୍କୁ ବିଶେଷ ପ୍ରଭାବିତ କରିଥାଏ। ମାତ୍ର ଇନ୍ଦୋରର ଜଣେ ୮୫ ବର୍ଷିଅ କର୍କଟ ରୋଗୀ ଏହି ରୋଗକୁ ହରାଇବା ପରେ ଏହା ଏବେ ସଭିଁଙ୍କ ପାଇଁ ଉଦାହରଣ ପାଲଟିଛି। ବ୍ୟକ୍ତି ଜଣକ ନିଜେ ଜଣେ ଡାକ୍ତର। ସେ କର୍କଟ ଆକ୍ରାନ୍ତ ହେବା ସହ…
ଅଧିକ ଖବର ଦେଖନ୍ତୁ...

ଅଭିନେତା ଇର୍ଫାନଙ୍କ ବ୍ୟକ୍ତିଗତ ଭିଡିଓକୁ ସର୍ବସାଧାରଣରେ ସେୟାର୍‌ କଲେ ପୁଅ ବାବିଲ୍‌

ମୁମ୍ବାଇ: ଦିବଗଂତ ଅଭି‌ନେତା ଇର୍ଫାନ ଖାନଙ୍କ ପୁଅ ବାବିଲ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ବାପାଙ୍କର ଏକ ଭିଡିଓ ସେୟାର୍‌ କରି ତାଙ୍କୁ ମନେ ପକାଇଛନ୍ତି। ଭିଡିଓରେ ଇର୍ଫାନ ବରଫ ପରି ଥଣ୍ଡା ପାଣିରେ ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ମହିଳାଙ୍କ କଣ୍ଠସ୍ବର ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯କୁ ନେଇ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ରୋମିଓ-ଜୁଲିଏଟ୍‌ ମିମ୍ ସେୟାର୍‌ କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଥିବା ବେଳେ ଏକ ନିଆରା ତରିକା ଆପଣେଇଛି ମୁମ୍ବାଇ ପୁଲିସ୍‌। ପ୍ରେମୀ ଯୁଗଳ ରୋମିଓ-ଜୁଲିଏଟ୍‌ଙ୍କୁ ବ୍ୟବହାର କରି ମୁମ୍ବାଇ ପୁଲିସ୍‌ ଏକ ମିମ୍ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଋଷି କପୁରଙ୍କ ମୃତ୍ୟୁ ପରେ ଅମ୍ବାନୀ ପରିବାରର ସାହାଯ୍ୟକୁ ମନେ ପକାଇଲେ ନିତୁ କପୁର୍‌

ମୁମ୍ବାଇ: ଲୋକପ୍ରିୟ ସିନେ ତାରକା ଋଷି କପୁରଙ୍କ ପରଲୋକ ପରେ ଅମ୍ବାନୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ପତ୍ନୀ ନିତୁ କପୁର୍। ଦୀର୍ଘ ୨ ବର୍ଷ ଧରି କର୍କଟ ସହ ଲଢ଼େଇ କରୁଥିବା ଋଷିଙ୍କ ଦୁର୍ଦ୍ଦିନରେ ମୁକେଶ ଅମ୍ବାନୀ ଓ ପତ୍ନୀ ନିତା ଅମ୍ବାନୀ ତାଙ୍କ ପରିବାର ସହ ଛିଡ଼ା ହୋଇ ତାଙ୍କୁ ସାହସ…
ଅଧିକ ଖବର ଦେଖନ୍ତୁ...

ଜୁନ୍ ୧୮ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଉଚ୍ଛେଦ କରାଯାଇ ପାରିବ ନାହିଁ: ହାଇକୋର୍ଟ

କଟକ: ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଉଚ୍ଛେଦ କରାଯାଇ ପାରିବ ନାହିଁ। କୌଣସି ନାଗରିକ ବା ଅନୁଷ୍ଠାନର ସଂପତ୍ତି ନିଲାମ ପାଇଁ ବ୍ୟାଙ୍କ ପଦକ୍ଷେପ ନେଇ ପାରିବ ନାହିଁ। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ପରିବା ବିକ୍ରି କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ରାଶି ଦେବେ ଏହି ଓଡ଼ିଆ…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ପର୍ବତାରୋହୀରୁ ପରିବା ବିକାଳି ସାଜି ଚର୍ଚ୍ଚା ପାଲଟିଛନ୍ତି ଓଡ଼ିଆ ପୁଅ ନୀଳାଚଳ ପରିଡ଼ା। ପରିବା ବିକ୍ରି କରି ‌ମେ ଶେଷ ସୁଦ୍ଧା ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ୫ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ରାଜସ୍ୱ ମନ୍ତ୍ରୀଙ୍କ ସଙ୍ଗରୋଧ କେନ୍ଦ୍ର ତଦାରଖ, କୋଟା ଫେରନ୍ତା ଛାତ୍ରଛାତ୍ରୀଙ୍କ ସହିତ କଲେ ଆ‌ଲୋଚନା

ବାରିପଦା ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଜିଲ୍ଲା ସଦରମହକୁମାରେ ଥିବା ଏକ ସଙ୍ଗରୋଧ କେନ୍ଦ୍ର ସହିତ ବାରିପଦା ବ୍ଲକ୍‌ରେ ଥିବା ଦୁଇଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର(ଟିଏମ୍‌ସି) ପରିଦର୍ଶନ କରିଥିଲେ। ପ୍ରଥମେ ସ୍ଥାନୀୟ ପ୍ରୟାସ ଭବନରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କର୍ତ୍ତବ୍ୟ ଆଗରେ ଫିକା ପଡ଼ିଛି ବାପାଙ୍କୁ ହରାଇବାର ଦୁଃଖ, ଛୁଟି ନ ନେଇ କାମ କରୁଛନ୍ତି ବିଜୟ

ରାୟଗଡ଼ା: ଛାତିରେ ଛାତିଏ କୋହ। ମନରେ ଅନେକ ଯାତନା। ବାପାଙ୍କୁ ହରାଇବା ଦୁଃଖରେ ପୂରା ପରିବାର ମିୟମ୍ରାଣ। ଏହା ସତ୍ତ୍ବେ ନିଜ କର୍ତ୍ତବ୍ୟରୁ ନ ଓହରି ପୂର୍ବ ଭଳି କାର୍ଯ୍ୟ ଜାରି ରଖିଛନ୍ତି ରାୟଗଡ଼ାର ବନ ବିଭାଗ କର୍ମଚାରୀ ଆର୍. ବିଜୟ କୁମାର। ସକାଳେ ବାପାଙ୍କ କ୍ରିୟାକର୍ମ ସାରି ସଂଧ୍ୟାରେ…
ଅଧିକ ଖବର ଦେଖନ୍ତୁ...