Daily Archives

May 6, 2020

ଲକ୍‌ଡାଉନ୍‌ରେ ମଧ୍ୟ ମାଙ୍କଡ଼ା ପଥର ଚାଲାଣ!, ଗ୍ରାମବାସୀଙ୍କ ବିରୋଧ ପରେ ରାଜସ୍ୱ ନିରୀକ୍ଷକଙ୍କ ପଦକ୍ଷେପ

ଖୋର୍ଦ୍ଧା/ନିରାକାରପୁର: ଲକ୍‌ଡାଉନ୍‌ରେ ଗମନା ଗମନ ବନ୍ଦ । କୌଣସି ଅଂଚଳକୁ ଅତ୍ୟାବଶ୍ୟକ କାମ ପାଇଁ ଯିବା ପାଇଁ ଅନୁମତି ନେବାକୁ ପଡ଼େ । ରାସ୍ତାର ପ୍ରତ୍ୟେକ ପ୍ରବେଶ ପଥରେ ପୁଲିସ ପହରା ଓ ବେରିକେଡ୍ । ଏହା ସତ୍ୱେ ଖୋର୍ଦ୍ଧା ଜିଲ୍ଲାର ପଥର ମାଫିଆ ଗଳାବାଟ ଖୋଜି ନେଇଛନ୍ତି । ଆଶ୍ଚର୍ଯ୍ୟଜନକ…
ଅଧିକ ଖବର ଦେଖନ୍ତୁ...

ପେସା ଶିକ୍ଷକତା ଓ ନିଶା ଲୋକଙ୍କ ସେବା: କନ୍ଧମାଳରେ କରୋନା ଯୋଦ୍ଧା ସାଜିଛନ୍ତି ସୁକାନ୍ତ ସାର୍ 

ଫୁଲବାଣୀ: ପେଷା ଶିକ୍ଷକତା। ହେଲେ ଲୋକଙ୍କ ସେବା କରିବା ହେଉଛି ନିଶା। କେହି ବିପଦରେ ପଡୁ କି କିଏ ଦୁର୍ଘଟଣାର ଶିକାର ହେଉ। ଆଉ ରକ୍ତର ଆବଶ୍ୟକତା ଥାଉ। ଏଭଳି ଖବର ପାଇଲେ ସବୁ କଥା ଭୁଲି ସେଠାରେ ସେ ପହଞ୍ଚି ଯାଆନ୍ତି। କହିବାକୁ ଗଲେ ସ୍କୁଲରେ ପାଠ ପଢା ସମୟ ପରେ ବାକିତକ ସମୟ ସେ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ଛୋଟିଆ ଦେଶର ବଡ଼ ପ୍ରୟାସ : ଆଣ୍ଟିବଡି ପ୍ରସ୍ତୁତ କରିଥିବା ନେଇ ଦାବି କଲେ ଇସ୍ରାଏଲ ଓ…

ନୂଆଦିଲ୍ଲୀ : ମହାମାରୀ କରୋନା ସହ ଲଢିବାକୁ ବିଶ୍ୱର ଅନେକ ଦେଶ ଏବେ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଆମେରିକା ଏବଂ ବ୍ରିଟେନ୍ ମଣିଷ ଦେହରେ ପରୀକ୍ଷାମୂଳକ ଭାବେ ଟିକା ପ୍ରୟୋଗ କରିସାରିଛନ୍ତି । ଖୁବଶୀଘ୍ର ବଜାରକୁ ଟିକା ଆସିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ଖବରକାଗଜ…
ଅଧିକ ଖବର ଦେଖନ୍ତୁ...

ଆଇଆ‌ଇଏମ୍‌ ସମ୍ବଲପୁରର ନୂତନ ଲୋଗୋ ଉନ୍ମୋଚିତ, ଏଥିରେ ବି ସମ୍ବଲପୁରୀ ଝଲକ୍

‌ସମ୍ବଲପୁର: ଆଇଆଇଏମ୍‌ ସମ୍ବଲପୁର ପକ୍ଷରୁ ଏହାର ଅଫିସିଆଲ୍‌ ଲୋଗୋ ଉନ୍ମୋଚନ କରାଯାଇଛି। ଏହି ଲୋଗୋରେ ସମ୍ବଲପୁରୀ ଝଲକ୍‌ ଦେଖିବାକୁ ମିଳିଛି। ବର୍ତ୍ତମାନ ଆଇଆଇଏମ୍‌ ସମ୍ବଲପୁର ଚାଲିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର କାନ୍ଥଗୁଡ଼ିକରେ ସମ୍ବଲପୁରୀ ଚିତ୍ର,…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କୁ ସୁସ୍ଥ ରଖିବାକୁ ନିଆରା ପ୍ରୟାସ : ସଙ୍ଗରୋଧ କେନ୍ଦ୍ରରେ ଚାଲିଛି ଭଜନକୀର୍ତ୍ତନ, ଯୋଗ ଓ ମନ୍ତ୍ର ପାଠ

ଭୁବନେଶ୍ୱର : କ୍ୱାରେଣ୍ଟାଇନ କେନ୍ଦ୍ରରେ ଭଜନ ସଭା ସହ କରାଯାଉଛି ମନ୍ତ୍ରପାଠ ଓ ଯୋଗ । ବାହାରୁ ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କ ଶାରୀରିକ ଓ ମାନସିକ ସ୍ଥିତିକୁ ହାଲକା କରିବା ପାଇଁ ମାଲକାନଗିରି ଓ ଭଦ୍ରକରେ ଥିବା କ୍ୱାରେଂଟିନ ସେଂଟରରେ ଏବେ ଯୋଗ ଓ ମନ୍ତ୍ର ପାଠ କରାଯାଉଛି ।…
ଅଧିକ ଖବର ଦେଖନ୍ତୁ...

ଆମେରିକାର ନ୍ୟୁୟର୍କ ସହରରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ : ହସ୍ପିଟାଲର ଶବ ଗୃହରେ ଜାଗା ନାହିଁ,କେବଳ ଶବ ହିଁ ଶବ

ୱାସିଂଟନ : ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି । ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ । ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ । ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ ସତ୍କାର…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ମଦ ପିଇ ଯୁବକଙ୍କ ମୃତ୍ୟୁ!

ହୀରାକୁଦ: ହୀରାକୁଦ ଥାନା ତାରାସିଂହପଡ଼ାର ଗର୍ଦ୍ଦନ ସାଗର(୪୫) ଦିନ ପ୍ରାୟ ୩ଟା ସମୟରେ କାମ ସାରି ଘରକୁ ଫେରିବା ବେଳେ ପ୍ରଚୁର ମଦ୍ୟପାନ କରି ଆସିଥିଲେ। ଏହାପରେ ସେ ଆଉ ଘରକୁ ନପଶି ପାଖ ପିଣ୍ଡାରେ ଶୋଇପଡ଼ିଥିଲେ। ଦିନ ୪ଟା ସମୟରେ ତାଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖି ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ୩ କୋଲକାତା ଫେରନ୍ତା, ସରକାରୀ କ୍ବାରାଣ୍ଟିନ୍‌କୁ ପଠାଇଲା ଜିଲ୍ଲା ପ୍ରଶାସନ

ସମ୍ବଲପୁର: ଧନୁପାଲି ଥାନା ସୁନାପାଲିକୁ ବୁଧବାର ସନ୍ଧ୍ୟାରେ ୩ ଜଣ କୋଲକାତା ଫେରନ୍ତା ଯୁବକ ଆସିଛନ୍ତି। ଏହି ଯୁବକମାନେ କୋଲକାତାକୁ କୌଣସି କାମରେ ଯାଇଥିବା ସମୟରେ ଲକ୍‌ଡାଉନ୍‌ ଯୋଗୁଁ ସେଠାରେ ଫସି ଯାଇଥିଲେ। କୌଣସିମତେ ସେଠାରୁ ‌ସେମାନେ ଆସି ସୁନାପାଲିରେ ପହଞ୍ଚିବା ପରେ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଗୁରୁବାର: ଜାଣନ୍ତୁ କ’ଣ କଲେ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହେବେ!

ରାତି ପାହିଲେ ଗୁରୁବାର। ମାଆ ଲକ୍ଷ୍ମୀଙ୍କୁ ପ୍ରୀତ କରାଇବା ପାଇଁ ଏହି ବାରରେ ମାଆଙ୍କ ଭକ୍ତମାନେ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ତେବେ, ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କ’ଣ କୌଣସି ପ୍ରକ୍ରିୟା ବା ପନ୍ଧତିର ଆବଶ୍ୟକତା ରହିଛି କି ? ଯଦି କିଛିର ଆବଶ୍ୟକତା ରହିଛି ତାହା ହେଉଛି…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ୬ ଘଣ୍ଟା ଖୋଲିବ ଦୋକାନ

ଯାଜପୁର: ରାଜ୍ୟରେ ଯାଜପୁର ଜିଲ୍ଲାରେ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଯାଜପୁର ସହରରେ ୨୪ ଘଣ୍ଟାରୁ ମାତ୍ର ୬ ଘଣ୍ଟା ଦୋକାନଗୁଡ଼ିକ ଖୋଲିବ । କିନ୍ତୁ ବ୍ଲକ ଅଞ୍ଚଳରେ ପେଟ୍ରୋଲ ପମ୍ପଗୁଡ଼ିକ ସକାଳ…
ଅଧିକ ଖବର ଦେଖନ୍ତୁ...