Daily Archives

May 6, 2020

କେବିସି ସୁଟିଂ କରିଥିବାରୁ ଅମିତାଭଙ୍କୁ ପ୍ରତିବାଦ ଜଣାଇଲେ ଲୋକେ; ଜବାବ ରଖିଲେ ବିଗ୍‌ ବି

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ସାରା ଦେଶ ସ୍ଥିର ହୋଇ ଘରେ ବସିଥିବା ବେଳେ ମେଗ‌ାଷ୍ଟାର୍‌ ଅମିତାଭ ବଚ୍ଚନ ଲୋକପ୍ରିୟ ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡ଼ପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ‌ବୋଲି ଘୋଷଣା କରିବା ପରେ ନିଜର କ୍ଷୋଭ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ସାମ୍ନାରେ ପଳାଇ ଆସିବାରୁ ଦାନ୍ତରେ କାମୁଡ଼ି ସାପକୁ ଖଣ୍ଡ ଖଣ୍ଡ କଲେ ଯୁବକ, ଭିଡିଓ ଭାଇରାଲ୍‌

ବେଙ୍ଗାଲୁର: କର୍ଣ୍ଣାଟକର କୋଲାର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଜଣେ ଯୁବକ ବାଇକ୍‌ ନେଇ ଯାଉଥିବା ବାଟରେ ସେହି ସମୟରେ ଏକ ସାପ ତାଙ୍କ ସାମନାରେ ଚାଲି ଯିବାରୁ ଯୁବକ ଜଣକ ରାଗରେ ଆସି ସାପଟିକୁ କାମୁଡ଼ି ଖଣ୍ଡ ଖଣ୍ଡ କରି ଦେଇଛନ୍ତି। ଦୃଶ୍ୟଟିର ଭିିଡିଓ ସୋସିଆଲ୍‌ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ର ସଫଳ ମୁକାବିଲା କରିବୁ: ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ପରିଚାଳନା ଦିଗରେ ସମଗ୍ର ବିଶ୍ବରେ ଓଡ଼ିଶା ନିଜର ପ୍ରଦର୍ଶନକୁ ନେଇ ଶ୍ରେଷ୍ଠତା ପ୍ରତିପାଦିତ କରି ଆସିଛି। ମିଳିତ ଜାତିସଂଘ ଏଦିଗରେ ସ୍ବୀକୃତି ପ୍ରଦାନ କରି ସାରିଛି। ହେଲେ ଏବେ ସମଗ୍ର ବିଶ୍ବକୁ କବଳିତ କରିଥିବା ଏବଂ ଖାସକରି…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌: ଚାଲି ଚାଲି ଘରକୁ ଫେରିଲେ ଅନ୍ତସତ୍ତ୍ବା, ପିଲାଙ୍କୁ କାଖରେ-କାନ୍ଧରେ ବୋହି ରାସ୍ତାରେ ଚାଲିଲେ ନିଃସହାୟ…

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ପୂର୍ବରୁ ଅନେକ ଲୋକ ନିଜ ଘରକୁ ଫେରିବା ପାଇଁ ଦୂରଦୂରାନ୍ତରୁ ଚାଲି ଆସୁଥିବାର ଉଦାହରଣ ଦେଖିବାକୁ ମିଳିଛି। ନିକଟରେ ନବି ମୁମ୍ବାଇର ଘନସୋଲିରୁ ନିଜ ଘର ମହାରାଷ୍ଟ୍ରର ବୁଲଧନାକୁ ଚାଲି ଚାଲି ଆସୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି ବ୍ରହ୍ମପୁର ଆଇଟିଆଇ

ବ୍ରହ୍ମପୁର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବବ୍ରହ୍ମପୁର ଶିଳ୍ପ ତାଲିମ୍ ଅନୁଷ୍ଠାନ (ଆଇଟିଆଇ) ନିରନ୍ତର ଉଦ୍ୟମ ଜାରି ରଖିଛି। ପ୍ରଥମେ ବଜାରରେ ହ୍ୟାଣ୍ଡସାନିଟାଇଜର୍‌ର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ଆଇଜର୍‌ ସହ ମିଶି ହ୍ୟାଣ୍ଡ ସାନିଟାଇଜର୍‌ ପ୍ରସ୍ତୁତ କରି…
ଅଧିକ ଖବର ଦେଖନ୍ତୁ...

ଲଞ୍ଚ୍‌ ହେଲା କୋଭିଡ୍‌ ସିମ୍ପଟମ୍‌ ଟ୍ରାକର୍‌ ଆପ୍‌; ବର୍ତ୍ତମାନ ସମୟର ତଥ୍ୟ ଦେବ, ଭବିଷ୍ୟତ ସମ୍ଭାଳିବ

ବିଷ୍ଟୋନ୍‌: କୋଭିଡ୍‌-୧୯ ହଟ୍‌ସ୍ପଟ୍‌ରେ ଦୃଷ୍ଟି ରଖିବା ପାଇଁ ବ‌ୈଜ୍ଞାନିକମାନେ ଏକ ନୂଆ ଆପ୍‌ ଲଞ୍ଚ୍‌ କରିଛନ୍ତି। କେବଳ ସେତିକି ନୁହେଁ,‌ ବୈଜ୍ଞାନିକଙ୍କ ମତରେ ଏହା କୋଭିଡ୍‌-୧୯ର ଲକ୍ଷଣକୁ ବି ଟ୍ରାକ୍‌ରେ ରଖିବ। ଏହାର ନାମ ‘କୋଭିଡ୍‌ ସିମ୍ପଟମ୍‌‌ ଟ୍ରାକର୍‌ ଆପ୍‌’। ନିକଟରେ…
ଅଧିକ ଖବର ଦେଖନ୍ତୁ...

ଢାବାରେ ଖାଇଲେ ଝାଡଖଣ୍ଡ ଫେରନ୍ତା ବ୍ୟକ୍ତି, ରାସ୍ତାକଡ଼ରେ ମେଳି

ବାରିପଦା: ଢାବାରେ ଖାଇଲେ ଝାଡଖଣ୍ଡ ଫେରନ୍ତା ଜଣେ ବ୍ୟକ୍ତି। ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ କଟକର ଏକ ପ୍ରମୁଖ ବିଶ୍ବବିଦ୍ୟାଳୟରେ କାମରେ ନିୟୋଜିତ ଥିବା କିଛି ଶ୍ରମିକ ଝାଡଖଣ୍ଡର ଏକ ବସ୍ (ଜେଏଚ୍-୧୯-ଏ-୭୪୭୭) ଯୋଗେ ନିଜ ରାଜ୍ୟକୁ ଫେରୁଥିଲେ। ବସ୍ କର୍ମଚାରୀଙ୍କ ସହିତ ଏହି ବସରେ ୨୧ଜଣ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୩୭ ଲକ୍ଷ ଟପିଲା

ମୁମ୍ବାଇ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୩୭ ଲକ୍ଷ ୬୦ ହଜାର ଟପିଯାଇଛି । ମୃତ୍ୟୁସଂଖ୍ୟା ୨ଲକ୍ଷ ୫୯ ହଜାର ଥିବାବେଳେ ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ଟପିଯାଇଛି । ଆମେରିକାରେ ସ୍ଥିତି ଦିନକୁ ଦିନ ଅଧିକ ସାଂଘାତିକ ହେଉଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଂକଟ ଦୂର କରିବ ମଦ ! ଟିକସ ବୃଦ୍ଧି କଲେ ବିଭିିନ୍ନ ରାଜ୍ୟ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ମଦ କିଣିବା ପାଇଁ ଲୋକମାନେ ପ୍ରବଳ ଗହଳି କରୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ୁଛି । ତେବେ ଏହି ମୌକାରେ ରାଜ୍ୟ ସରକାରମାନେ ନିଜ ନିଜର ରାଜସ୍ୱ ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଅସୁରାଳି ସଂଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଯୋଗ ଓ ଧ୍ୟାନ ଶିକ୍ଷା‌ ଦିଆଯାଉଛି। ତିହିଡି ବ୍ଲକର ଏକ ସଂଗରୋଧ କେନ୍ଦ୍ରରେ ନାଚ ଗୀତ କରି ସଂଗରୋଧ ଆଇନକୁ ଉଲ୍ଲଂଘନ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିବା ପରେ ସେହି…
ଅଧିକ ଖବର ଦେଖନ୍ତୁ...