Daily Archives

May 7, 2020

ଲକ୍‌ଡାଉନ୍‌ ପୂର୍ବରୁ ସରିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ +୩ ଶେଷ ସେମିଷ୍ଟର୍‌ ପରୀକ୍ଷା

ବ୍ରହ୍ମପୁର: ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବୈଠକ ପରେ ଆସନ୍ତା ଜୁଲାଇ ୨୪ସୁଦ୍ଧା ସମସ୍ତ ମହାବିଦ୍ୟାଳୟର +୩ ଶେଷ(ଷଷ୍ଠ) ସେମିଷ୍ଟର୍‌ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଇ କ୍ଷେତ୍ରରେ କିନ୍ତୁ କିନ୍ତୁ ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଗୋଟିଏ ଦିନରେ ମୋଟ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୨୪ ଜଣ, ମୟୂରଭଂଜରୁ ୪ ଜଣ, ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା)ରୁ ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍ ହରାଇବାକୁ ବିଶ୍ୱ କଲ୍ୟାଣ ମହାଯଜ୍ଞ 

ଜୟପୁର: କେରାପୁଟ ଜିଲ୍ଲାର ଜୟପୁର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପାଖରେ ମହାମାରୀ କାରୋନାକୁ ହରାଇବାକୁ ଆଜି ଏକ ବିଶ୍ୱ କଲ୍ୟାଣ ମହାଯଜ୍ଞର ଆୟୋଜନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରାଯାଇ ସରକାରୀ ନିୟମକୁ ମାନି ଏହି ବିଶ୍ବଯଜ୍ଞ କରାଯାଇଛି। ଏହି ମହାଯଜ୍ଞ  ମାତ୍ର କିଛି ପଣ୍ଡିତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ ଲୋକଙ୍କ ସହିତ ବାର୍ତ୍ତାଳାପ ଲାଭପ୍ରଦ ହେବ। ଚାକିରିଜୀବୀଙ୍କ ଲାଗ ଦିନଟି ଭଲ ରହିବ। ବେପାରରେ ଉନ୍ନତି ହେବ। ବୃଷ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ରାଜନୀତି କ୍ଷେତ୍ରରେ ପ୍ରବେଶ ନେଇ ବିଚାର କରିବେ। …
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗରରେ ଫସିଛନ୍ତି ଛତିଶଗଡର ୧୮ ଜଣ ଶ୍ରମିକ, ଗାଡି କରି ପଠାଇବେ ଉପଜିଲ୍ଲାପାଳ

ଭଞ୍ଜନଗର: କରୋନା ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିସାରିଥିବା ବେଳେ ଘର ଠାରୁ ଦୂରରେ ରହି ନିଜର ପରିବାର ପ୍ରତିପୋଷଣ କରିବା ଆସିଥିବା ଶ୍ରମିକ ମାନଙ୍କ ଦୁର୍ଦ୍ଦଶା ବହୁ ଗୁଣିତ ହୋଇଯାଇଛି। ପେଟକୁ ଦାନା ଯୋଗାଡ କରିବା ପାଇଁ ନିଜ ଭିଟାମାଟିକୁ ଛାଡି ବାହାରକୁ ଯାଇଥିବା ଶ୍ରମିକ…
ଅଧିକ ଖବର ଦେଖନ୍ତୁ...

ସୁରଟରୁ ଓଡ଼ିଶା ଆସିବାକୁ ଥିବା ୩ଟି ଟ୍ରେନ ବାତିଲ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ନିଷ୍ପତ୍ତି ନେଲା ସୁରଟ…

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଆସନ୍ତା କାଲି ସୁରଟରୁ ଭୁବନେଶ୍ୱର ଆସିବାକୁ ଥିବା ୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ଏ ସଂପର୍କରେ ସୁରଟର ଜିଲ୍ଲାପାଳ ଧବଳ ପଟେଲ ସୂଚନା ଦେଇଛନ୍ତି । ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

କରୋନା ଓ କୋଭିଡ୍‌-୧୯ ସମାନ ନୁହେଁ; ଜାଣନ୍ତୁ ଭାରତରେ କାହିଁକି ଉଗ୍ରରୂପ ନେଇ ପାରୁ ନାହିଁ କରୋନା !

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ଓ କୋଭିଡ୍‌-୧୯ ଏକା ଜିନିଷ ନୁହେଁ। କରୋନା ପରିବାରର ସପ୍ତମ ସଂସ୍କରଣ ହେଉଛି କୋଭିଡ୍‌-୧୯ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଉପଦେଷ୍ଟା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡାକ୍ତର ଶ୍ରୀନିବାସ ରେଡ୍ଡୀ। ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...