Daily Archives

May 8, 2020

ଚାଷୀଙ୍କୁ ବିହନ ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ: ୪ଲକ୍ଷ ୫୦ ହଜାର କୁଇଣ୍ଟାଲ ବିହନ ଯୋଗାଇବାକୁ ଲକ୍ଷ୍ୟ

କୋରାପୁଟ: ଅକ୍ଷୟ ତୃତୀୟା ଗଲାଣି। ଖରିଫ ଧାନ ଚାଷ ପାଇଁ ଚଷାପୁଅ ଏବେ ତରତର। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଚାଷ ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି କରିଥିଲେ ମଧ୍ୟ ଚାଷୀ ଚୁପ ବସିନି। ଜମିକୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଲେଣି। ହେଲେ ଆଶ୍ଚର୍ଯ୍ୟର କଥା ଅନୁଗୁଳ, ବଉଦ, ଦେବଗଡ ଓ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ଧରୁଛି, ଅବକାରୀ ବିଭାଗ ଶୋଇଛି: ଲକ୍‌ଡାଉନ୍‌ରେ ବାରିପଦାରେ ବିକ୍ରି ହେଉଛି ଅରୁଣାଚଳପ୍ରଦେଶ ଓ ହରିୟାଣା ମଦ

ବାରିପଦା: କରୋନା ଜନିତ ଲକ୍ଡାଉନ ବାରିପଦାର ମଦ ବ୍ୟବସାୟୀଙ୍କ ଉପରେ କୌଣସି ପ୍ରଭାବ ପକାଇନଥିବା ପରିଲକ୍ଷିତ ହୋଇଛି। ବରଂ ସେମାନେ ଆହୁରି ଅଧିକ ଲାଭବାନ ହୋଇଛନ୍ତି। ଓଡ଼ିଶାରେ ବିକ୍ରିପାଇଁ ଅନୁମତି ନଥିବା ଡ୍ୟୁଟି ଫ୍ରି ଅରୁଣାଚଳ ପ୍ରଦେଶ, ହରିୟାଣାରୁ ମଦ ମଧ୍ୟ ଜିଲ୍ଲା ସଦରମହକୁମା…
ଅଧିକ ଖବର ଦେଖନ୍ତୁ...

ଆର ଜନ୍ମରେ ବିବାହ ପାଇଁ ରବିନାଙ୍କୁ ମିଳିଲା ପ୍ରସ୍ତାବ

ମୁମ୍ବାଇ: ଲକଡାଉନ ସମୟରେ ଏବେ ସମସ୍ତେ ଘରେ ଥିବାବେଳେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି | ତେବେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନିଜ ପ୍ରଶଂସକଙ୍କ ସହ ଚାଟିଙ୍ଗ ଏବେ ଭାଇରଲ ହେବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ ରବିନା ନିଜ ଇନଷ୍ଟାଗ୍ରାମରେ କିଛି ପୁରୁଣା ଫଟୋ ସେୟାର…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ

ଆଗ୍ରା: ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଉଥିବାବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ | ଉତ୍ତରପ୍ରଦେଶର ହାପୁରରେ ଏଭଳି ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ହାପୁରର ବାବୁଗଡ଼ ଜାତୀୟ ରାଜପଥ-୯ ରେ ଏକ ଟ୍ରକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଦିନକରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ଏଯାବତ୍ ରାଜ୍ୟରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ଗୋଟିଏ ଦିନରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଗଂଜାମ ଜିଲ୍ଲାରୁ ୪୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ ଓ ଭଦ୍ରକ ଜିଲ୍ଲାରୁ ୩ ଜଣ ସାମିଲ ଅଛନ୍ତି । ଗତକାଲି ଦ୍ୱିତୀୟ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ (ଗଂଜାମ ଜିଲ୍ଲାରୁ ୨୪ ଜଣ,…
ଅଧିକ ଖବର ଦେଖନ୍ତୁ...

ଏହି କ୍ରିକେଟର କରୋନା ପଜିଟିଭ ଚିହ୍ନଟ, ଟ୍ୱିଟ୍ କରି ଲେଖିଲେ ମନର କଥା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପ୍ରଥମ ଶ୍ରେଣୀ କ୍ରିକେଟର ସୋଲୋ ଏନକ୍ୟୁଏନି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଯକୃତ ଏବଂ କିଡନୀ ରୋଗରେ ପୀଡିତ ଥିବା ଏହି କ୍ରିକେଟର ଏବେ କରୋନା ପଜିଟିଭ୍ ବୋଲି ଜଣାପଡିଛି। ୨୬ ବର୍ଷୀୟ କ୍ରିକେଟର ନିଜେ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟରରେ…
ଅଧିକ ଖବର ଦେଖନ୍ତୁ...

ଏହି ଉପକରଣ ଲାଗିଲେ ଘରର ସାଧାରଣ ଟିଭି ବନିଯିବ ସ୍ମାର୍ଟଟିଭି

ନୂଆଦିଲ୍ଲୀ: ଘରେ ଲାଗିଥିବା ଟିଭି ଏବେ ସ୍ମାର୍ଟ ଟିଭିରେ ବଦଳି ଯିବ | ଚୀନର କମ୍ପାନୀ ସାଓମି ଆଜି ଭାରତରେ ଏମିତି ଏକ ଉପକରଣ ଲଞ୍ଚ କରିଛି, ଯାହାକି ଏହି କାମ ସହଜରେ କରିଦେବ | ମି ବକ୍ସ ୪କେ ନାମରେ ଲଞ୍ଚ ହୋଇଥିବା ଏହି ଉପକରଣ ମାଧ୍ୟମରେ ସାଧାରଣ ଟିଭି ସ୍ମାର୍ଟ ଟିଭିରେ ରୂପାନ୍ତରିତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୨୭୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ ସୁରତ ଫେରନ୍ତା, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର (ମହେନ୍ଦ୍ର ସାହୁ):  ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛନ୍ତି ସୁରତ ଫେରନ୍ତା। ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ହୋଇଥିବା ବେଳେ ସେଥି ମଧ୍ୟରେ ୮୯ ଜଣ ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ କୋଲକାତା ଫେରନ୍ତା ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ବିମାନବନ୍ଦରମାନେ ସହିପାରନ୍ତି ୭ ଲକ୍ଷ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର: କରୋନା ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ବିମାନ ଚଳାଚଳ ବନ୍ଦ ରହିଛି | ବର୍ତ୍ତମାନ କେବଳ ଅଳ୍ପ କିଛି ବିମାନ ଆକାଶରେ ଉଡ଼ୁଥିବାବେଳେ ଅନ୍ୟ ଦେଶରେ ଫସିଥିବା ନିଜ ଦେଶର ଲୋକଙ୍କୁ ନେବା ଆଣିବା କରିବା କାମରେ ନିୟୋଜିତ ଅଛନ୍ତି | ଏଥିମଧ୍ୟରୁ କିଛି ବିମାନ ଔଷଧ ଓ ରିଲିଫ ସାମଗ୍ରୀ…
ଅଧିକ ଖବର ଦେଖନ୍ତୁ...

୧୭ ବର୍ଷୀୟ ଏହି ଯୁବକଙ୍କ କମ୍ପାନୀରେ ନିବେଶ କଲେ ରତନ ଟାଟା

ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ରତନ ଟାଟା ଗୁରୁବାର ଦୁଇ ବର୍ଷ ପୁରୁଣା ଷ୍ଟାର୍ଟଅପ୍ 'ଜେନେରିକ୍ ଆଧାର'ରେ ନିବେଶ କରିଛନ୍ତି | ଏହି ଷ୍ଟାର୍ଟଅପ୍ କମ୍ପାନୀ 'ଜେନେରିକ୍ ଆଧାର'ର ପ୍ରତିଷ୍ଠାତା ହେଉଛନ୍ତି ୧୭ ବର୍ଷୀୟ ଅର୍ଜୁନ ଦେଶପାଣ୍ଡେ | ତେବେ ରତନ ଟାଟା ଏଥିରେ କେତେ ଟଙ୍କା ବିନିଯୋଗ…
ଅଧିକ ଖବର ଦେଖନ୍ତୁ...