Daily Archives

May 8, 2020

ଜିଲ୍ଲାରେ ଧିମେଇଛି ସ୍ବାବ୍‌ ସଂଗ୍ରହ: କଣ୍ଟେନମେଣ୍ଟ ଜୋନ୍‌ର ରିପୋର୍ଟ ଆସିବାରେ ବିଳମ୍ବ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ପ୍ରଥମ ‌କରୋନା ସଂକ୍ରମିତ ରୋଗୀ ପଶ୍ଚିମବଙ୍ଗରୁ ଆସିଥିବା ନେଇ ସମସ୍ତେ ଆଶ୍ବସ୍ତ ହୋଇଥିବା ବେଳେ ଦ୍ବିତୀୟ ସଂକ୍ରମିତ ରୋଗୀ କେଉଁଠାରୁ ସଂକ୍ରମିତ ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନଥିବାରୁ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ଏକ ମଫସଲ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଡାକ୍ତର ଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କର କୋଭିଡ୍‌-୧୯ରେ ମୃତ୍ୟୁ

ୱାଶିଂଟନ: କରୋନା ଭାଇରସ୍‌ରେ ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଏହି ମହାମାରୀ ହେତୁ ଆମେରିକାରେ ରହୁଥିବା ଦୁଇ ଭାରତୀୟ ବଂଶୋଦ୍ଭବ ବାପ-ଝିଅଙ୍କର ବି ମୃତ୍ୟୁ ଘଟିଛି। ନ୍ୟୁଜର୍ସିରେ ଡାକ୍ତର ଥିବା ଏହି ବାପଝିଅ ହେଉଛନ୍ତି ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ଲାଇନ୍ ମନ୍ଦିରରେ ଚନ୍ଦନ ଯାତ୍ରା

ବାରିପଦା: ପୁଲିସ ଲାଇନ ମନ୍ଦିରରେ ଚଳିତ ବର୍ଷ ଚନ୍ଦନଯାତ୍ରା କେବଳ ପାରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବ ମହାମାରୀ କରୋନାକୁ ନଜରରେ ରଖି ସାମାଜିକ ଦୂରତା ବଜାୟ ରଖିବା ପାଇଁ ସିମୀତ ସେବାୟତଙ୍କୁ ନେଇ ନୀତି ଅନୁଷ୍ଠିତ ହୋଇଯାଇଛି। କେବଳ ପରମ୍ପରାକୁ ବଜାୟ ରଖିବା ପାଇଁ ଚାପ…
ଅଧିକ ଖବର ଦେଖନ୍ତୁ...

ଗଂଜାମର ସମସ୍ତ ସଂଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ସଂଗରୋଧ କେନ୍ଦରେ ୧୪୪ ଧାରା ଜାରି କରାଯାଇଛି । ସଂଗରୋଧ କେନ୍ଦ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କମିଲା, ଭୁବନେଶ୍ୱରରେ ଚିହ୍ନଟ ପଜିଟିଭ ମହାରାଷ୍ଟ୍ର ବାସିନ୍ଦା 

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କମିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ କୁହାଯାଇଥିଲା ଯେ, ଆଜି ସନ୍ଧ୍ୟାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଂଜାମ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ନିଜର ଅମାନିଆ ସ୍ବଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ। ବୃଷ: ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ମନ ଉତ୍ସାହରେ ଭରା ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଗକୁ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବ; ଏଥିପାଇଁ ବିଚଳିତ ନୁହେଁ, ସଂଗଠିତ ହେବାକୁ ପଡ଼ିବ: ବାଗଚୀ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯ର ଯେଉଁ ଚିତ୍ର ଓ ଚରିତ୍ର ଦେଖିବା ପାଇଁ ମିଳିଛି ସେଥିରୁ ଗୋଟିଏ ସ୍ପଷ୍ଟ ସଙ୍କେତ ମିଳିଛି ଯେ ଆଗାମୀ ଦିନରେ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ଘଟିବ। ଆଉ ଏହା ହିଁ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ଦଶ ବର୍ଷ ପରେ ପାନୀୟ ଉପଯୋଗୀ ହେଲା ଗଙ୍ଗା ଜଳ: ପରୀକ୍ଷା ପରେ ମତ ରଖିଲେ ବିଶେଷଜ୍ଞ

ଡେରାଡୁନ୍‌: ବର୍ଷ ବର୍ଷ ଧରି ମୁହଁରେ ଦବା ଅବସ୍ଥାରେ ନଥିବା ଗଙ୍ଗା ଜଳକୁ ଏବେ ପାନୀୟ ଜଳ ଭାବେ ବ୍ୟବହାର କରାଯାଇପାରିବ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି। ଦେଶରେ କରୋନା ଭାଇରସ୍‌ ଯୋଗୁ ଦୀର୍ଘ ଦିନ ଧରି ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଏହି ସୁଫଳ ମିଳିଥିବା ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଗଂଜାମ ଜିଲ୍ଲା ପୋଲସରା ସଂଗରୋଧ କେନ୍ଦ୍ରରେ ଥିବା ଜଣଙ୍କର ମୃତ୍ୟୁ

ପୋଲସରା/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକ୍ରମଣରେ ଜିଲ୍ଲା ୧ ନମ୍ବର ସ୍ଥାନ ଛୁଇଁଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। ସେଠାରେ…
ଅଧିକ ଖବର ଦେଖନ୍ତୁ...

‘ଟିକ-ଟକ’କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ ବନିଲା…

ନୂଆଦିଲ୍ଲୀ: 'ଜୁମ୍' ଭିଡିଓ ସେୟାରିଂ ଆପ୍ 'ଟିକ-ଟକ'କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଭାବରେ ଉଭା ହୋଇଛି ବୋଲି ମୋବାଇଲ୍ ଆପ୍ ଡାଉନଲୋଡ୍ ଉପରେ ନଜର ରଖିଥିବା ସେନ୍ସର ଟାୱାର ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟରେ କୁହାଯାଇଛି। ଯୁକ୍ତରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...