Daily Archives

May 9, 2020

୨ଟି ଟ୍ରେନରେ ଆସୁଛନ୍ତି ପ୍ରବାସୀ, ଆସନ୍ତାକାଲି ଟିଟିଲାଗଡ଼ରେ ୧୯ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର: ଦୁଇଟି ରାଜ୍ୟରୁ ପ୍ରବାସୀମାନେ ଆସନ୍ତାକାଲି ୨ଟି ଟ୍ରେନରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବେ । ଓଡ଼ିଆ ପ୍ରବାସୀମାନେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରୁ ଟିଟିଲାଗଡ଼ ଆସୁଛନ୍ତି । ଏହା ପୂର୍ବରୁ ପରିସ୍ଥିତିକୁ ଦୃଷ୍ଟିରେ ଟିଟିଲାଗଡ଼ରେ ୧୯ ଘଣ୍ଟିଆ କର୍ଫ୍ୟୁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ମା’ର ମମତାକୁ ରୋକି ପାରିଲାନି ଲକ୍‌ଡାଉନ୍‌: ପୁଅର ଗୋଟାଏ ଫୋନ୍‌ କଲ୍‌ ପାଇ ୧୮ ଘଣ୍ଟା ସ୍କୁଟି ଚଲାଇ ପାଖରେ…

ମୁମ୍ବାଇ: କଥାରେ ଅଛି ମାଆ କେଉଁ ଈଶ୍ବରୀଠୁ କମ୍‌ ନୁହେଁ। ଦରକାର ପଡ଼ିଲେ ନିଜ ସନ୍ତାନ ପାଇଁ କ’ଣ ସେ ଅବା କରି ନପାରେ ! ଏମିତି ଜଣେ ଚର୍ଚ୍ଚିତ ମାଆ ହେଉଛନ୍ତି ପୁଣେର ସୋନୁ ଖଣ୍ଡାରେ। ଏହି ମାଆ ଜଣକ ଦିବ୍ୟାଙ୍ଗ ହେଲେ ବି ନିଜ ପୁଅର ଗୋଟାଏ ଫୋନ୍‌ କଲ୍‌ ପାଇବା ପରେ ତାକୁ ଘରକୁ ଫେରାଇ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ପଶୁପାଳନ ଷ୍ଟାର୍ଟ-ଅପ୍ ଚ୍ୟାଲେଞ୍ଜରେ ଓଡ଼ିଶାର ଷ୍ଟାର୍ଟ-ଅପ୍ ‘ଗ୍ରୋଜିପ୍’ ପାଇଲା ଦ୍ବିତୀୟ ସ୍ଥାନ

ଭୁବନେଶ୍ୱର : ଓଡ଼ିଶା ଭିତ୍ତିକ ଷ୍ଟାର୍ଟ-ଅପ୍ ‘ଗ୍ରୋଜିପ୍’ ଭାରତ ସରକାରଙ୍କ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଦ୍ୱାରା ଆରମ୍ଭ କରାଯାଇଥିବା ଆନିମଲ ହଜବାଣ୍ଡ୍ରି  ଷ୍ଟାର୍ଟ-ଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜ୍ ଇଣ୍ଡିଆରେ ୨ୟ ସ୍ଥାନ ହାସଲ କରିଛି । ପଶୁ ପାଳନ କ୍ଷେତ୍ରରେ ପ୍ରାୟ ୬ଟି ବର୍ଗରେ ଏହି ଚ୍ୟାଲେଞ୍ଜକୁ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌‌-୧୯ରେ ପ୍ରାଣ ହରାଇଥିବା ନିଜ କୁନି ପୁଅର ଅନ୍ତିମ ସଂସ୍କାରକୁ ଦୂରରୁ ରହି ଦେଖିଲେ କରୋନା ଯୋଦ୍ଧା, ଏମିତି…

ଲକ୍ଷ୍ନୌ: ଉତ୍କଳମଣି ଗୋପବନ୍ଧୁଙ୍କ କଥା ଆପଣଙ୍କର ମନେ ଥିବ ନିଶ୍ଚୟ, ଯିଏ ନିଜର ଅସୁସ୍ଥ ପୁଅକୁ ଘରେ ଛାଡ଼ି ଦେଇ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାକୁ ବାହାରି ଯାଇଥିଲେ। ସେହିପରି ଜଣେ ଯୁବକ ହେଉଛନ୍ତି ୨୭ ବର୍ଷିଅ ମନୀଷ କୁମାର। ଲକ୍ଷ୍ନୌର ଏହି ଯୁବକ ୱାର୍ଡବୟ ଭାବେ ଲୋକବନ୍ଧୁ…
ଅଧିକ ଖବର ଦେଖନ୍ତୁ...

ରାଜରାସ୍ତାରେ ଶ୍ରମିକଙ୍କ ସୁଅ ଛୁଟୁଛି: କିଏ ସାଇକେଲର ତ କିଏ ଚାଲିଚାଲି

ଝାରସୁଗୁଡ଼ା: କରୋନା ତାଡ଼ନାର ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକ। ଏମାନଙ୍କ ଦୁର୍ଦ୍ଦଶାର ଯେପରି ଅନ୍ତ ନାହିଁ। ତାଲାବନ୍ଦ ପରେ କାମ ମଧ୍ୟ ବନ୍ଦ ହୋଇଯାଇଛି। ଶତାଧିକ ଛୋଟ ଛୋଟ ଉଦ୍ୟୋଗରେ ମୁଣ୍ଡଝାଳ ତୁଣ୍ଡରେ ମାରି ନିଜର ଗୁଜୁରାଣ ଅତି କଷ୍ଟରେ ପୁରଣ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାଙ୍କନ, ଘରେ ରହି ଖାତା ଦେଖିବେ ବୋର୍ଡ ପରୀକ୍ଷକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ (ମେ ୧୦ତାରିଖ) ସିବିଏସ୍ଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ପୁନଃ ଆରମ୍ଭ ହେବ ଏବଂ ସିବିଏସ୍ଇ ବୋର୍ଡ ପରୀକ୍ଷକମାନେ ନିଜ ନିଜ ଘରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରିପାରିବେ। ଶନିବାର ସନ୍ଧ୍ୟାରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ୬ ଲକ୍ଷରୁ ଅଧିକ ତୁଣ୍ଡି ତିଆରି କଲେଣି ୩୧୫ଟି ସ୍ୱୟଂ ସହାୟଗ ଗୋଷ୍ଠୀ

ଭବାନୀପାଟଣା: କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଘୋଷଣା କରିବା ସହ ତୁଣ୍ଡି ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏସବୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାର ଘରୁ ବାହାରିଲେ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏପରିକି ତୁଣ୍ଡି ନ…
ଅଧିକ ଖବର ଦେଖନ୍ତୁ...

ସମସ୍ତ କୋଟା ଫେରନ୍ତାଙ୍କ ନମୁନା ରିପୋର୍ଟ ନେଗେଟିଭ୍

ବାରିପଦା: ରାଜସ୍ଥାନର କୋଟା ଜିଲ୍ଲାରୁ ବାରିପଦା ଫେରିଥିବା ୧୭ଜଣ ଛାତ୍ରଛାତ୍ରୀଙ୍କ ସମେତ ୩ ଅଭିଭାବକଙ୍କର କରୋନା ପରୀକ୍ଷା ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବାରିପଦାରୁ ଯାଇଥିବା ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ କ୍ଷମତା ଦେଖାଇଲେ ସରପଞ୍ଚ; ମାଣିତରା ପଞ୍ଚାୟତ ୭ଦିନ ଲାଗି ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମାଣିତରା ପଞ୍ଚାୟତର ସରପଞ୍ଚ ଦେଖାଇଛନ୍ତି ଜିଲ୍ଲାପାଳ କ୍ଷମତା। ଏହି ପଞ୍ଚାୟତ ଅଧିନରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ନିୟମ ନ ମାନିବାରୁ ପଞ୍ଚାୟତ ଅଞ୍ଚଳରେ ୭ଦିନ ଲାଗି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ମାଣିତରା…
ଅଧିକ ଖବର ଦେଖନ୍ତୁ...