Daily Archives

May 9, 2020

ଆଠ ବର୍ଷ ବୟସରେ ଦେଖିଥିବା ସ୍ବପ୍ନକୁ ପୂରା କରିଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ବଲିଉଡ୍‌ର ଜଣେ ପ୍ରସିଦ୍ଧ କଳାକାର। ପିଲାଦିନେ ଅନେକ ସ୍ବପ୍ନ ଥାଏ। କିଏ ଡାକ୍ତର, କିଏ ଇଞ୍ଜିନିୟର, କିଏ କଣ୍ଠଶିଳ୍ପୀ ତ ପୁଣି ଆଉ କିଏ ଆଉ କ’ଣ ବନିବାର ସ୍ବପ୍ନ ଦେଖିଥାନ୍ତି। ମାତ୍ର ପିଲାଦିନର ସ୍ବପ୍ନ ଅନେକ ସାକାର କରିପାରନ୍ତି ନାହିଁ। ହେଲେ ପିଲାଦିନେ…
ଅଧିକ ଖବର ଦେଖନ୍ତୁ...

ଖାକିରେ ଲାଗିଲା ଦାଗ: ମାଓ ମୁକାବିଲା ସହାୟତା ଓ ମହଙ୍ଗା ଭତ୍ତା ନାଁରେ ୩.୪୫ ଲକ୍ଷ ହଡ଼ପ, ୩ ଯବାନ ଗିରଫ 

ରାୟଗଡ଼ା: ସରକାରୀ ଟଙ୍କାରେ କରୁଥିଲେ ମଉଜ ମଜିଲିସ୍। ଘର ପାଇଁ କିଣା ହେଉଥିଲା ସଉଖିନ୍ ସାମଗ୍ରୀ। ୧୪୦୦ ଟଙ୍କା ବଦଳରେ କେଉଁ ମାସରେ ୫୦ ତ କେଉଁ ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଉ ନେଉଥିଲେ ସରକାରୀ ଅନୁଦାନରୁ। ଯାହାର ସାମାନ୍ୟ ସୁରାକ୍ ପାଉନଥିଲେ କମାଣ୍ଡାଣ୍ଟ୍। ୫ ମାସ ଧରି ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ମୁଁ କୌଣସି ରୋଗରେ ପୀଡିତ ନାହିଁ, ସମ୍ପୂର୍ଣ୍ଣ ସୁସ୍ଥ ଅଛି : ଅମିତ ଶାହା

ନୂଆଦିଲ୍ଲୀ: ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ହେଉଥିବା ଗୁଜବ ଦୂର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଟ୍ୱିଟରର ସହାୟତା ନେଇଛନ୍ତି । ଗୃହମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି ଯେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଭିତ୍ତିହୀନ ଗୁଜବ ପ୍ରଚାର କରିବା…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ୫-ଟି ସଚିବ, କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି । ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ ପାଣ୍ଡିଆନ୍…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ : ୧୧୪ ଟି ଟ୍ରେନରେ ଫେରୁଛନ୍ତି ୧.୨୦ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆଗକୁ ସ୍ଥିତି ଖରାପ ହେବାକୁ ଯାଉଛି । କାରଣ ଆଜି ରାତି ସୁଦ୍ଧା ଉତ୍ତରପ୍ରଦେଶକୁ ୧୧୪ଟି ଟ୍ରେନରେ ପ୍ରାୟ ୧ ଲକ୍ଷ ଲୋକ ଫେରିବାର ସମ୍ଭାବନା ରହିଛି । ଆଉ ୯୮ଟି ଟ୍ରେନ ରବିବାର ଓ ସୋମାବାରଦିନ ଉତ୍ତରପ୍ରଦେଶରେ ପହଞ୍ଚିବ । ଆହୁରି ୧୫ରୁ ୨୦ଟି ଟ୍ରେନ ଚଳାଇବାକୁ…
ଅଧିକ ଖବର ଦେଖନ୍ତୁ...

ପରିବାରର ସୁରକ୍ଷା ଦାୟିତ୍ୱ ମା’ମାନଙ୍କ ହାତରେ, ସେମାନେ ହେଉଛନ୍ତି ଅସଲ କରୋନା ଯୋଦ୍ଧା: ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ପ୍ରତି ମା’ ହେଉଛନ୍ତି କରୋନା ଯୋଦ୍ଧା । ମା’ମାନଙ୍କ ହାତରେ ତାଙ୍କର ପରିବାରର ସୁରକ୍ଷା ଦାୟିତ୍ୱ ରହିଛି । ତେଣୁ କୋଭିଡ-୧୯ ମୁକାବିଲା ସମୟରେ ମା’ ମାନଙ୍କୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ । କରୋନା ଭାଇରସ ଯେପରି ଘରକୁ ନ ଆସିବ ସେଥିପାଇଁ ପରିବାର ଲୋକଙ୍କୁ ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ପିଲା ଖେଳ ହେଲା କାଳ: କାର୍‌ ଭିତରେ ଶ୍ୱାସ ରୁଦ୍ଧ ହୋଇ ୬ ବର୍ଷର ବାଳକ ମୃତ 

ଭଞ୍ଜନଗର: ମୃତ୍ୟୁ ଏମିତି ବି ଆସେ। ଜଣେ କୋମଳମତି ୬ବର୍ଷର ଶିଶୁ ତାର ଅବ‌ୋଧତା ପାଇଁ ପ୍ରାଣ ହରାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅର୍ନ୍ତଗତ ହଳନ୍ଦଖୋଳା ଗ୍ରାମରେ। ଏହି ଅଭାବନୀୟ ଘଟଣା ସାରା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଖୁସି ମଜା‌ରେ ଘର…
ଅଧିକ ଖବର ଦେଖନ୍ତୁ...

ମାନବିକତା, ଆଇନଗତ ଓ ବାସ୍ତବତା ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କୁ ଆଣିବାର ଯଥାର୍ଥତା ରହିଛି : ବାଗ୍‌ଚୀ

ଭୁବନେଶ୍ୱର: ଗୋଟିଏ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଯାଇ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ବର୍ତ୍ତମାନ ଭାରତରେ ପ୍ରବାସୀଙ୍କ ସଂଖ୍ୟା ୨୦ କୋଟି । ୨୦୧୧ ମସିହାରେ ଏହା ୧୪ କୋଟି ଥିଲା । କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ଲୋକେ ବାହାର ରାଜ୍ୟକୁ ଯିବା ସଂଖ୍ୟା ବଢ଼ିଛି । ଓଡ଼ିଶାର ୧୨ ଲକ୍ଷ ଲୋକ…
ଅଧିକ ଖବର ଦେଖନ୍ତୁ...

୩୮ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ କରୋନାରୁ ସୁସ୍ଥ ହୋଇ ଦେଶରେ ପ୍ରଥମ ହେଲେ ୫୨ ବର୍ଷିଅ ବ୍ୟକ୍ତି

କୋଲକାତା: କରୋନା ଭାଇରସ୍‌ରେ ପୂର୍ବରୁ ଅନେକ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ମାତ୍ର କୋଲକାତାର ୫୨ ବର୍ଷିଅ ନିତାଇଦାସ ମୁଖାର୍ଜୀଙ୍କ କଥା ଟିକେ ଭିନ୍ନ। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ୩୮ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ବି କରୋନା ପରି ମହାମାରୀକୁ ଜିଣି ପାରିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଲକ୍ଷଣବିହୀନ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ କ’ଣ କରିବେ

ନୂଆଦିଲ୍ଲୀ:  କଡା ଲକଡାଉନ୍ ଏବଂ ସାମାଜିକ ଦୂରତା ପଦକ୍ଷେପ ସହିତ ବିଶ୍ୱରେ ଦେଶଗୁଡିକ ନୋଭେଲ୍ କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସଂଘର୍ଷ କରୁଛନ୍ତି | ଏହି ମାରାତ୍ମକ ଭୂତାଣୁ ଦ୍ୱାରା ବିଶ୍ୱରେ ୩.୮୫ ନିୟୁତ ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ଏହାର ପ୍ରଭାବ ଦିନକୁ ଦିନ ବଢ଼ିବାରେ…
ଅଧିକ ଖବର ଦେଖନ୍ତୁ...