Daily Archives

May 11, 2020

ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ : ଜୁଇରେ ମାଆ ଜଳିଯିବା ପରେ ଝିଅ ପାଇଁ ଅତୀତ ପାଲଟିଗଲା ‘ମାଆ ଡାକ’

ନିଆଁ ଝୁଲରେ ମାଆର ସ୍ନେହବୋଳା ପଣତ ଯେତେବେଳେ ପୋଡିଯାଉଥିଲା, ମାଆର ଚିରା ପଣତରେ ନିଜ ମୁହଁପୋଛା କଥା ଭାବି ଝିଅ ଲୁହ ଝରାଉଥିଲା । କାରଣ ଏ କୁନି ଝିଅ ଜାଣି ସାରିଥିଲା ଆଜି ଠାରୁ ତା ମାଆ ଡାକରେ ଯବନିକା ପଡିଲା ଆଉ ମାଆ ଡାକ ତା ପାଇଁ ଅତୀତ ପାଲଟିଗଲା... ଭୁବନେଶ୍ୱର : ମାତୃ ଦିବସରେ…
ଅଧିକ ଖବର ଦେଖନ୍ତୁ...

କଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ବର: କରୋନା ମହାମାରୀରୁ ରକ୍ଷା ପାଇବ‌ା ପାଇଁ କଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଆଜି ନିଜ ନିର୍ବାଚନ ମଣ୍ଡଳୀ ସମେତ ବାଲେଶ୍ବର ସହରର ପ୍ରମୁଖ ଛକଗୁଡ଼ିକରେ ପଥ ଚିତ୍ରାଙ୍କନ କରି କଳାକାରମାନଙ୍କ ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ଆଜି ୪ଟି ସ୍ଥାନରେ ୪୦ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଆଜି ତାତିରେ ସିଝିଛି । ଆଜି କିଛି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଆଜି ରାଜ୍ୟର ଟିଟିଲାଗଡ, ଭବାନୀପାଟଣା, ତାଳଚେର ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଟିଟିଲାଗଡ଼ ଓ ତାଳଚେରର ତାପମାତ୍ରା…
ଅଧିକ ଖବର ଦେଖନ୍ତୁ...

ଝିଅର ପୁଲିସ ପୋଷାକରେ ଲାଗିଥିବା ତାରାକୁ ସ୍ପର୍ଶକରି ଭାବବି‌ହ୍ବଳ ହେଲେ ପିତା, ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ସଂପ୍ରତି ସୋସିଆଲ ମିଡିଆରେ ଏକ ଫଟୋ ଖୁବ ଭାଇରାଲ୍‌ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ଖୁସି ହୋଇଯିବେ। ମଣିପୁର ପୁଲିସ ଅଧିକାରୀ ରତନ୍ନା ନଗସେପ୍ପମଙ୍କ ଏକ ଫଟୋ ସହସ୍ରାଧିକ ଲୋକଙ୍କ ହୃଦୟ ଜିଣି ନେଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ଦେଖି ଖୁବ୍‌ ପ୍ରଶଂସା ବି…
ଅଧିକ ଖବର ଦେଖନ୍ତୁ...

ଅଧରାତିରେ ଛାତ ଦେଇ ଘର ଭିତରେ ପଶିଲା ହରିଣ… ତା’ପରେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଏବେ ପୂରା ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ରାସ୍ତାରେ ଗାଡ଼ିମଟର ଚଳାଚଳ ଠପ ହୋଇଯାଇଛି। ଏହାର ଏକ ସକରାତ୍ମକ ପ୍ରଭାବ ପରିବେଶ ଓ ବନ୍ୟଜନ୍ତୁଙ୍କ ଉପରେ ପଡ଼ିଥିବା କୁହାଯାଉଛି। ତେବେ ଲକ୍‌ଡାଉନ୍‌ ପରେପରେ…
ଅଧିକ ଖବର ଦେଖନ୍ତୁ...

୧୨ଘଣ୍ଟା ପାଇଁ ତିଗିରିଆ ଠପ୍‌, ସମଗ୍ର ଅଞ୍ଚଳ ସାନିଟାଇଜ୍ ହେବ 

କଟକ : ଜିଲ୍ଲାର ତିଗିରିଆ ବ୍ଲକ୍‌ ଅଞ୍ଚଳରୁ ୨ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ପଡିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମଙ୍ଗଳବାର ୧୨ଘଣ୍ଟା ବନ୍ଦ ରହିବ ତିଗିରିଆ। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ  ତିଗିରିଆ, ନୂଆପାଟଣା ନୂଆସଡକ,…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ଚାଖଣାର ବ୍ୟବସ୍ଥା କରି ନପାରିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ତାମିଲନାଡୁ: ତାମିଲନାଡୁରେ ଜଣେ ସାଙ୍ଗ ତାର ଅତି ପ୍ରିୟ ସାଙ୍ଗକୁ ମଦ ପିଇବା ପାଇଁ ଚାଖଣା ପ୍ରସ୍ତୁତ କରି ପାରି ନଥିବାରୁ ହତ୍ୟା କରି ଦେଇଛି। ସୂଚନାଯୋଗ୍ୟ, ତାମିଲନାଡୁର ଚେଙ୍ଗଲପୁରା ଜିଲ୍ଲାରେ ଗୁଡ଼ୁବନଚେରୀ ସହରରେ ୩୮ବର୍ଷର ଜଣେ ବ୍ୟକ୍ତି ନିଜ ୪୮ବର୍ଷୀୟ ସାଙ୍ଗକୁ ଛୁରୀମାରି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ଚାଲିଚାଲି ଘରକୁ ଫେରୁଥିଲା ବେଳେ ରାସ୍ତାପାର୍ଶ୍ୱରେ ଟାଣ ଖରାରେ ଶିଶୁକୁ ଜନ୍ମ ଦେଲେ ମହିଳା

ଭୋପାଳ: ମଧ୍ୟପ୍ରଦେଶର ବଡ଼ଓ୍ଵାନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଲକ୍‌ଡାଉନ୍‌ ସମୟରେ ରାସ୍ତାରେ ଚାଲିଚାଲି ଆସୁଥିବା ଜଣେ ଅନ୍ତସତ୍ତ୍ୱା ମହିଳା ଟାଣ ଖରାରେ ତତଳା ରାସ୍ତା ଉପରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ ସନ୍ତାନ ପ୍ରସବ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ପାର୍ଟିରେ ମହିଳା କାଶି ଦେବାରୁ ଅନେକ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ଆମେରିକାରେ ସର୍ବାଧିକ ପ୍ରଭାବ ପକାଇଛି। ଏଠାରେ କୋଭିଡ-୧୯ରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧.୩୦ ମିଲିୟନ୍‌ ପାର କରି ସାରିଛି। ବିଶ୍ୱରେ କରୋନା ସଂକ୍ରମଣରେ ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଛି। ଆମେରିକାରେ ଏତେ ଭୟାବହ ପରିସ୍ଥିତି ସୃଷ୍ଟି ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତା କରୋନା ସଂକ୍ରମିତ ହେବାପରେ ଦୁଷ୍କର୍ମକାରୀ ସଙ୍ଗରୋଧରେ ରହିଲା

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ପ୍ରତିଦିନ ନୂଆନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ସୋମବାର ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଶରୀରରେ କରୋନା ପିଜିଟିଭ୍‌ ମିଳିଛି। ଏହାପରେ ତୁରନ୍ତ ଦୁଷ୍କର୍ମକାରୀକୁ ଜେଲରେ ହିଁ ସଙ୍ଗରୋଧରେ ରଖାଯାଇଛି। ଉକ୍ତ…
ଅଧିକ ଖବର ଦେଖନ୍ତୁ...