Daily Archives

May 12, 2020

ଟ୍ରେନ୍‌ରୁ ଓହ୍ଲାଇ ନିରାଶ୍ରୟ ଶ୍ରମିକ ବସ୍‌ରେ ଚଢ଼ୁଥିବା ବେଳେ କିପରି ଅଫିସର ମାରୁଛନ୍ତି ଗୋଇଠା, ଭିଡିଓ ଦେଖନ୍ତୁ

ପ୍ରତାପଗଡ଼: ଲକ୍‌ଡାଉନ୍‌ରେ ଲୋକଙ୍କ ରୋଜଗାର ଠପ୍‌ ହୋଇଯାଇଛି। ଏହି କାରଣରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରି ଆଣିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ତେଣୁ ବାରମ୍ବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରବାସୀ ଶ୍ରମିକଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ପୋଖରୀରୁ ମାଛ ଧରିବା ପାଇଁ ବଂଶୀ ପକାଇଲା ବେଳେ ମିଳିଲା ୫୦୦ ଓ ୨୦୦୦ଟଙ୍କିଆ ନୋଟ ଭର୍ତ୍ତି ଥଳି

ଖଣ୍ଡଓ୍ଵା: ମାଛ ଧରିବା ପାଇଁ ପୋଖରୀ ଭିତରକୁ ବଂଶୀ ପକାଇବା ବେଳେ ସେଥିରେ ମାଛ ପରିବର୍ତ୍ତେ ବିପୁଳ ପରିମାଣରେ ଟଙ୍କା ଭର୍ତ୍ତି ଏକ ଥଳି ମିଳିବାର ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ଥଳିରେ ୫୦୦ ଓ ୨୦୦୦ଟଙ୍କିଆ ନୋଟ ଥିବା ଦେଖିବାକୁ ମିଳିଛି। ପୋଖରୀରୁ ଟଙ୍କା ମିଳିବା ଖବର ପାଇବା ପରେ ପୋଖରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ କାମରେ ଆପଣଙ୍କୁ ଲାଭ ମିଳିବ। ବ୍ୟବସାୟରେ ବିସ୍ତାର ପାଇଁ ଯୋଜନା କରି ପାରନ୍ତି। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ। ବୃଷ: ପୂଜାପାଠରେ ଅଧିକ ସମୟ ଦେବେ। ମନସ୍କାମନା ପୂରା ହେବ। ବେପାରିଙ୍କୁ ଆୟର ନୂଆ ଧାରା ମିଳିବ। ମିଥୁନ: ଭାଗ୍ୟ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନା ଚିହ୍ନଟ ପରେ ଯାଜପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଯାଜପୁର : ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି ଜିଲା ପ୍ରଶାସନ । ୱାର୍ଡ ନଂ ୧, ୮ ଏବଂ ୯ ର ଆଶିଂକ ଅଂଚଳ ଏହି କଂଟେନମେଂଟ ଜୋନ ଅଧିନରେ ରହିବ । ଏହି ଅଂଚଳର ସମସ୍ତ ପ୍ରବେଶ ଓ…
ଅଧିକ ଖବର ଦେଖନ୍ତୁ...

ମୋ ପୁଅ ଏତେ ବି ବୁଢ଼ା ନୁହେଁ: ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଧୋନୀ ମାଆଙ୍କ ପ୍ରତିକ୍ରିୟା

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉାନ୍‌ ହେତୁ ନିଜ ଘରେ ନିଜକୁ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଧୋନୀ ଘରେ ରହିବା ସମୟରେ ତାଙ୍କର କିଛି ସ୍ବତନ୍ତ୍ର ଫଟୋକୁ ସୋସିଆଲ୍‌ ମିଡିଆରେ ନିଜ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଏକବିଂଶ ଶତାଦ୍ଦୀ ହେବ ଭାରତର; ସବୁ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ସହ ଭାରତ ମେଣ୍ଟାଇବ ବିଶ୍ୱର ଚାହିଦା:…

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଭାରତର କ୍ଷତି ଘଟାଇଛି ସତ; କିନ୍ତୁ ଭାରତ ପାଇଁ ମଧ୍ୟ ସୃଷ୍ଟି କରିଛି ନୂତନ ସୁଯୋଗ ଓ ସମ୍ଭାବନା। ଏକବିଂଶ ଶତାଦ୍ଦୀ ହେବ ଭାରତର। କାରଣ, ଏକବିଂଶ ଶତାବ୍ଦୀରେ ଏକ ବିଶ୍ୱଶକ୍ତି ରୂପେ ଉଭା ହେବା ପାଇଁ ଉଭୟ ଭାରତ ଓ ଭାରତୀୟଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ୍ : ସ୍ୱଦେଶୀ ଅର୍ଥନୀତି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଅର୍ଥନୀତିକୁ ଉଦ୍ଧାର କରିବାକୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ସ୍ୱଦେଶୀ ଅର୍ଥନୀତି ଗଢିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ପ୍ୟାକେଜରେ ଲାଣ୍ଡ (ଭୂମି),ଲେବର(ଶ୍ରମ), ଲିକ୍ୱିଡିଟି( ନଗଦ…
ଅଧିକ ଖବର ଦେଖନ୍ତୁ...

ମେ୧୮ରୁ ଦେଶରେ ‘ଲକଡାଉନ୍-୪’, ସଂପୂର୍ଣ୍ଣ ନୂତନ ରୂପରେଖ ନେଇ ଆସିବ ବୋଲି ସଂକେତ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କରୋନା ବିରୋଧରେ ଯୁଦ୍ଧକୁ ଜିତିବା ଲାଗି ଆଉ ଏକ ପର୍ଯ୍ୟାୟର ଲକଡାଉନ୍ ଜାରି ହେବା ନେଇ ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଲକଡାଉନ୍-୪ ଜାରି ହେବା ନେଇ ସ୍ପଷ୍ଟ କରିଛନ୍ତି। ଏଥିସହ ସେ…
ଅଧିକ ଖବର ଦେଖନ୍ତୁ...

ଡାବୁଗାଁ ବନ ବିଭାଗ ଦ୍ବାରା ବଜ୍ରକାପ୍ତା ଉଦ୍ଧାର, ସିନେମା ଷ୍ଟାଇଲରେ ୩ ଜଣ ଆସାମୀଙ୍କୁ ଗିରଫ କଲେ ବନ କର୍ମଚାରୀ

ଡାବୁଗାଁ: ବିରଳ ପ୍ରାୟ ଏକ ମାଈ ବଜ୍ରକାପ୍ତା କୁ ୫୦ ହଜାର ଟଙ୍କାରେ ବିକ୍ରୟ ପାଇଁ ଚାଲିଥିଲା ମଶୁଧା । ଏଥି ନିମନ୍ତେ ଚୋରା ଚାଲାଣ କାରି ମାନେ ବଜ୍ରକାପ୍ତାକୁ ବିକ୍ରି ନିମନ୍ତେ ଦୁଇ ତିନୋଟି ସ୍ଥାନରେ ଯାଇ ଚେଷ୍ଟା କରିବା ପରେ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ସିନେମା ଷ୍ଟାଇଲରେ ଧରା…
ଅଧିକ ଖବର ଦେଖନ୍ତୁ...

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଅର୍ଥନୀତିର ପୁନରୁତଥାନ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆସନ୍ତା କିଛି ଦିନ ଧରି ଏହି ପ୍ୟାକେଜର ଘୋଷଣା କରାଯିବ । ଏହା ୨୦୨୦ ବର୍ଷରେ ଭାରତକୁ…
ଅଧିକ ଖବର ଦେଖନ୍ତୁ...