Daily Archives

May 14, 2020

୨ ସ୍ବତନ୍ତ୍ର ଟ୍ରେନରେ ଫେରିଲେ ୨୦୯ ପ୍ରବାସୀ ଓଡ଼ିଆ ଶ୍ରମିକ, କଡ଼ା ସୁରକ୍ଷାରେ ଗଲେ ନିଜ ଜିଲ୍ଲାକୁ 

ରାୟଗଡ଼ା: ୨ଟି ସ୍ବତନ୍ତ୍ର ଟ୍ରେନରେ କେରଳ, ଆନ୍ଧ୍ରପ୍ରଦେଶରୁ ଫେରିଛନ୍ତି ୨୦୯ ପ୍ରବାସୀ ଓଡ଼ିଆ ଶ୍ରମିକ। ରାୟଗଡ଼ା ଷ୍ଟେସନରେ ସମସ୍ତ ଶମ୍ରିକ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା ସହ ପଞ୍ଜିକରଣ କରିବା ପରେ କଡ଼ା ସୁରକ୍ଷାରେ ନିଜ ଜିଲ୍ଲା ଅଭିମୁଖେ ଯାଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ପ୍ୟାଟେଣ୍ଟ ହେଲା ନୌସେନା ଦ୍ବାରା ଉଦ୍ଭାବିତ ପିପିଇ , ବହୁଳ ଉତ୍ପାଦନ ପାଇଁ ପଥ ଖୋଲିଲା

ନୂଆଦିଲ୍ଲୀ : ଭାରତୀୟ ନୌସେନା ବିକଶିତ କରିଥିବା ମେଡିକାଲ ବ୍ୟକ୍ତିଗତ ସୁରକ୍ଷା ବା ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ବିପମେଣ୍ଟ (ପିପିଇ) ସଫଳତାର ସହ ପ୍ୟାଟେଣ୍ଟ ହାସଲ କରିଛି । ଏହା ପରେ ଏହି ପିପିଇର ବହୁଳ ଉତ୍ପାଦନର ପଥ ଉନ୍ମୁକ୍ତ ହୋଇଛି । ଏହି ସୁଲଭ ପିପିଇ ନିକଟରେ ମୁମ୍ବାଇର ନାଭାଲ…
ଅଧିକ ଖବର ଦେଖନ୍ତୁ...

ଲୁଣ ଅଭାବ ନେଇ ଡାବୁଗାଁରେ ଗୁଜବ, ଚଢା ଦରରେ ବିକ୍ରି ହେଉଛି ଲୁଣ

ଡାବୁଗାଁ: ନବରଙ୍ଗପରୁ ଜିଲ୍ଲା ଡାବୁଗାଁ ବ୍ଲକ ରେ ଲୁଣ ଅଭାବ ନେଇ ଗୁଜବ ପରେ ଗ୍ରାହକ ମାନଙ୍କ ମଧ୍ୟରେ ଛନକା ପଶିଛି । ଆଗକୁ ଆଉ ଲୁଣ ମିଳିବ ନାହିଁ ଗୁଜବ ପରେ ଲୋକେ ଚ ଢା ଦରରେ ଲୁଣ କ୍ରୟ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଡାବୁଗାଁ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ୍‌ରେ ଡେବ୍ୟୁ କଲେ ଆଶା ଭୋସ୍‌ଲେ, ନାତୁଣୀକୁ ଦେଲେ ସବୁ ଶ୍ରେୟ

ମୁମ୍ବାଇ: ନିଜର ଯାଦୁକରୀ କଣ୍ଠସ୍ବରରେ ଶ୍ରୋତାଙ୍କ ମନମୁଗ୍ଧ କରାଉଥିବା କଣ୍ଠଶିଳ୍ପୀ ଆଶା ଭୋସ୍‌ଲେ ନିକଟରେ ୟୁଟ୍ୟୁବ୍‌ରେ ଡେବ୍ୟୁ କରିଛନ୍ତି। ସେ ତାଙ୍କର ୟୁଟ୍ୟୁବ୍‌ ଡେବ୍ୟୁର ସମସ୍ତ ଶ୍ରେୟ ନିଜ ନାତୁଣୀକୁ ଦେଇଛନ୍ତି। ତାଙ୍କ ନାତୁଣୀଙ୍କ କଥାରେ ହିଁ ସେ ଚ୍ୟାନେଲ୍‌ ଲଞ୍ଚ୍‌ କରିଥିବା…
ଅଧିକ ଖବର ଦେଖନ୍ତୁ...

୫୦ କିଲୋରୁ ଊର୍ଧ୍ବ ଓଜନର ପଣସ ଫଳାଇ ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଦାବି କଲେ କେରଳର ଜନ୍‌

କୋଲମ୍‌: ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଲୋକଙ୍କ ଭିତରେ ‌ରୋଷେଇ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। କେରଳର ଲୋକମାନେ ପଣସକୁ ନେଇ ବିଭିନ୍ନ ପ୍ରକାରର ରୋଷେଇ କରୁଥିବା କାରଣରୁ ରାଜ୍ୟରେ ପଣସର ଚାହିଦା ଢେର୍‌ ବଢ଼ିଯାଇଛି। କୋଲମ୍‌ର ଇଦାମୁଲାକାଲ୍‌ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ପହଞ୍ଚିଲେ ୧୦୨୧ ପ୍ରବାସୀ, ବଢ଼ିଲା କର୍ଫ୍ୟୁ ଅବଧି

ବାଲେଶ୍ୱର: ଆଜି ଗୁଜୁରାଟର ମୋର୍ବିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ୧୦୨୧ଜଣ ପ୍ରବାସୀ ବାଲେଶ୍ବର ଷ୍ଟେସନରେ ଓହ୍ଲାଇଛନ୍ତି। ବ୍ଲକ ଓ ପୌରାଞ୍ଚଳ ପାଇଁ ଅଲଗା ଅଲଗା କାଉଣ୍ଟର ଖୋଲାଯାଇଥିଲା। ପ୍ରତ୍ୟେକ ନିଜ ନିଜ କାଉଣ୍ଟରକୁ ଯାଇ ବ୍ଲକ ଓ ପୌରାଞ୍ଚଳ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଗେଲଟୁଆ ପଂଚାୟତର ୩ ଗାଁକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ପଂଚାୟତର ୩ ଗାଁକୁ ସ୍ଥାନୀୟ ସରପଞ୍ଚ ସରୋଜ ଦାସ ସର୍ଟଡାଉନ ଘୋଷଣା କରିଛନ୍ତି । ଭଦ୍ରକ ସହର ନିକଟବର୍ତ୍ତୀ ଗେଲଟୁଆ ପଞ୍ଚାୟତକୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଫେରି କ୍ୱାରେଣ୍ଟାଇନରେ ରହିଥିବା ବେଳେ ଅନେକ ପ୍ରବାସୀ ଲୁଚିଛପି ରାତିରେ ଓ ଭୋରରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ ଲକ୍ଷ ଲୋକ ବେରୋଜଗାର ହେଉଥିବା ବେଳେ ପିପିଇ କିଟ୍‌ ବନାଇ ସ୍ବାବଲମ୍ବୀ ପାଲଟୁଛନ୍ତି ମଧ୍ୟପ୍ରଦେଶର ମହିଳା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ‌ହେତୁ ଦେଶ ଗଭୀର ସ୍ବାସ୍ଥ୍ୟ ସଂକଟ ଦେଇ ଗତି କରୁଥିବା ବେଳେ ପିପିଇ କିଟ୍‌ର ଚାହିଦା ଢେର୍‌ ବେଶି ରହିଛି। ହସ୍ପିଟାଲ୍ କିମ୍ବା କ୍ଲିନିକ୍‌ରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ପିପିଇ କିଟ୍ ଏକ‌ ମୁଖ୍ୟ ଆବଶ୍ୟକୀୟ ସାମଗ୍ରୀ ପାଲଟିଛି। ଏହି…
ଅଧିକ ଖବର ଦେଖନ୍ତୁ...

ସଂଗରୋଧ କେନ୍ଦ୍ରରେ ସାପ କାମୁଡ଼ାରେ ଜଣେ ପ୍ରବାସୀ ଶ୍ରମିକ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସଂଗରୋଧ କେନ୍ଦ୍ରରେ ସାପ କାମୁଡାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ଲଳିତ ସାହୁ (୧୮)। ସିନ୍ଧେକେଲା ସାହୁପଡାର ଲଳିତ ସାହୁ ଗତ ୦୯ ତାରିଖ ଦିନ ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦରୁ ପହଞ୍ଚି ଅସ୍ଥାୟୀ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ର ସୁଯୋଗ ନେଇ ଜନବସତି ସ୍ଥାନକୁ ମାଡ଼ି ଆସୁଛନ୍ତି ବନ୍ୟଜନ୍ତୁ, ଲୋକ‌େ ଭୟଭୀତ

ହାଇଦ୍ରାବାଦ୍‌: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ବନ୍ୟଜନ୍ତୁମାନେ ଏବେ ଫାଙ୍କା ରାସ୍ତା ଏବଂ ଜନବସତି ଅଞ୍ଚଳରେ ଚଲାବୁଲା କରୁଥିବାର ଦେଖିବାକୁ ମିଳିଛି। ହାଇଦ୍ରାବାଦ୍‌ର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ଭିନ୍ନ ଭିନ୍ନ…
ଅଧିକ ଖବର ଦେଖନ୍ତୁ...