Daily Archives

May 16, 2020

ସାମାଜିକ ଦୂରତାକୁ ମାନୁନଥିବା ଅଞ୍ଚଳ କରୋନା ଭୂତାଣୁ ଦ୍ୱାରା ୩୫ଗୁଣ ଅଧିକ ସଂକ୍ରମିତ ହେଉଛି : ଅଧ୍ୟୟନ

ୱାଶିଂଟନ୍: ସ୍ୱାସ୍ଥ୍ୟ ସମ୍ବଧିତ ପତ୍ରିକାରେ ସାମାଜିକ ଦୂରତାକୁ ନେଇ ଏକ ଅଧ୍ୟୟନ ବିଷୟରେ ଉଲ୍ଲେଖ କରାଯାଇଛି | କରୋନାଭାଇରସ୍ ବିସ୍ତାରକୁ ରୋକିବାରେ ସାମାଜିକ ଦୂରତା କେତେ ଗୁରୁତ୍ୱ ରଖେ, ସେ ବିଷୟରେ ପତ୍ରିକାରେ ଲେଖାଯାଇଛି | ଅଧ୍ୟୟନ ଅନୁଯାୟୀ, ଆମେରିକାରେ ଯେଉଁ ଅଞ୍ଚଳଗୁଡିକ ସାମାଜିକ…
ଅଧିକ ଖବର ଦେଖନ୍ତୁ...

ସେନାରେ ସାଧାରଣ ନାଗରିକଙ୍କୁ ୩ବର୍ଷର ତାଲିମ ଦେବା କାର୍ଯ୍ୟକ୍ରମକୁ ସମର୍ଥନ କଲେ ଆନନ୍ଦ ମହିନ୍ଦ୍ରା, କହିଲେ; ୩ବର୍ଷ…

ନୂଆଦିଲ୍ଲୀ: ଯୁବ ବୃତ୍ତିଗତଙ୍କ ପାଇଁ ସେନାରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ କରାଯାଉଥିବା ପ୍ରସ୍ତାବକୁ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସ୍ୱାଗତ କରିଛନ୍ତି। ସେନା ଏବେ 'ଟୁର୍ ଅଫ୍ ଡ୍ୟୁଟି' ନାମକ ଏକ ଯୋଜନା ଆଣିବାକୁ ଯାଉଛି, ଯେଉଁଥିରେ ଯୁବ କାର୍ଯ୍ୟକର୍ତ୍ତାଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି କରି ଧରାପଡ଼ିଲେ ୪ ଛାତ୍ର

ବାରିପଦା: ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟରୁ କମ୍ପ୍ୟୁଟର ଚୋରି କରି ପୁଲିସ୍ ହାତରେ ଧରାପଡ଼ିଲେ ୪ଜଣ ଛାତ୍ର। ସ୍ଥାନୀୟ ଏମ୍କେସି ଉଚ୍ଚବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ଜଣେ ଜଣେ ଏବଂ ଦଶମ ଶ୍ରେଣୀର ଦୁଇଜଣ ଛାତ୍ର ଏହି ଚୋରୀ ଘଟଣାରେ ବାରିପଦା ଟାଉନ୍ ଥାନା ପୁଲିସ୍ ହାତରେ…
ଅଧିକ ଖବର ଦେଖନ୍ତୁ...

ବିରଳ ! କରୋନା ମହାମାରୀ ସମୟରେ ଏକା ସାଙ୍ଗରେ ୪ଟି ଯାଆଁଳା ଶିଶୁକୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଏମିତି ଅଦ୍ଭୁତ ଘଟଣା ଘଟିଥାଏ, ଯାହାକୁ ନେଇ ସାରା ବିଶ୍ୱ ଚର୍ଚ୍ଚା କରିଥାଏ | ପୂର୍ବରୁ ଜଣେ ପଶୁ ମଣିଷ ଭଳି ମୁହଁ ନେଇ ଜନ୍ମ ହେବା ବା ଜଣେ ମହିଳା ଏକା ସାଙ୍ଗରେ ଏକାଧିକ ନବଜାତକୁ ଜନ୍ମ ଦେବା ଘଟଣା ଆମେ ଦେଖିଛେ ଏବଂ ଶୁଣିଛେ | କିନ୍ତୁ କେବେ ଏକା ସାଙ୍ଗରେ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍ ଏକ ଅସୁର ଏବଂ ଏହାକୁ କେବଳ ଇଶ୍ୱରୀୟ ଶକ୍ତି ଦ୍ୱାରା ହତ୍ୟା କରାଯାଇପାରିବ: ମନ୍ଦିର ଖୋଲିବାକୁ…

ନୂଆଦିଲ୍ଲୀ: ମନ୍ଦିର ପୁରୋହିତମାନଙ୍କର ଏକ ସର୍ବଦଳୀୟ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୋଭିଡ -୧୯ ଭୂତାଣୁର ମୁକାବିଲା ପାଇଁ ମନ୍ଦିର ତଥା ତୀର୍ଥସ୍ଥାନ ଖୋଲିବାକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ, କରୋନାଭାଇରସ୍ ଏକ ଅସୁର ଏବଂ ଏହାକୁ କେବଳ ଇଶ୍ୱରୀୟ ଶକ୍ତି ଦ୍ୱାରା ହତ୍ୟା…
ଅଧିକ ଖବର ଦେଖନ୍ତୁ...

କରୋନା ଭୟ ଭିତରେ ବାତ୍ୟା ଭୟ, ଭଦ୍ରକରେ ବର୍ଷା ଆରମ୍ଭ

ଭଦ୍ରକ: କରୋନାର ଭୟ ଭିତରେ ଏବେ ବାତ୍ୟା ଭୟ ପୁଣି ଭଦ୍ରକବାସୀଙ୍କୁ ଘାରିବା ଆରମ୍ଭ କରିଛି। ଆଜି ଅପରାହ୍ନ ଠାରୁ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ଭଦ୍ରକରେ ବର୍ଷା ଆରମ୍ଭ ହୋଇଛି। ବର୍ଷା ଆରମ୍ଭ ସହ ସମୁଦ୍ର କୂଳିଆ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ଅବପାତରୁ ବାତ୍ୟା ରୂପ ନେଲା ‘ଅମ୍ପାନ୍’, ଭାରତୀୟ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ବାତ୍ୟାରୂପ ନେଇସାରିଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ଆଜି ଏହା ଲଘୁଚାପରୁ ଅବପାତର ରୂପ ନେଇଥିଲା । ଏହା ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିଲୋମିଟର ଦୂରରେ ରହିଛି । ଆସନ୍ତା କାଲି ଯାଏ ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗକୁ…
ଅଧିକ ଖବର ଦେଖନ୍ତୁ...

୩ଟି ରାଜ୍ୟ ବଢ଼ାଇଲେ ଲକଡାଉନ ଅବଧି, ମେ ୩୧ ଯାଏଁ ବଢ଼ାଇଲେ ସମୟସୀମା

ଚଣ୍ଡୀଗଡ଼: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବରେ ଏହି ଲକଡାଉନ୍ ମେ ୩୧ ଯାଏଁ ଜାରି ରହିବ। ରାଜ୍ୟ ସରକାର ଲକଡାଉନକୁ ଆସନ୍ତା ୩୧ ତାରିଖ ଯାଏଁ ବଢ଼ାଇଦେଇଛନ୍ତି | ଲକଡାଉନରେ ସମସ୍ତେ ସହଯୋଗ କରିବାକୁ ଜନସାଧାରଣଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପଞ୍ଜାବର…
ଅଧିକ ଖବର ଦେଖନ୍ତୁ...

ସପ୍ତାହକ ମଧ୍ୟରେ ୭୦୦ ‘ସୁପର୍‌ ସ୍ପ୍ରେଡର୍‌’ କରୋନା ପଜିଟିଭ୍‌ ଚିହ୍ନଟ

ଅହମ୍ମଦାବାଦ୍‌: ଦିନକୁ ଦିନ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅହମ୍ମଦାବାଦ୍‌ରେ ସପ୍ତାହ ମଧ୍ୟରେ ୭୦୦ ଜଣ ‘ସୁପର୍‌ ସ୍ପ୍ରେଡର୍‌’ କରୋନା ପଜିଟିଭ୍‌ ବାହାରିଥିବା ଅହମ୍ମଦାବାଦ୍‌ର ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଗୁପ୍ତା କହିଛନ୍ତି। ରାଜୀବ ଗୁପ୍ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ବେପାର ବୃତ୍ତିରେ ଅଧିକ ପରିଶ୍ରମ କରିବେ। ବୁଧ ଓ ଗୁରୁବାର: ସମାଜରେ ମାନସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ଉପାର୍ଜନର ନୂଆ ଧାରା ମିଳିବ। ରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ଲାଭ ପାଇବେ। ବୁଧ ଓ ଗୁରୁବାର: ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ। ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...