Daily Archives

May 17, 2020

ଜିଲ୍ଲା ପ୍ରଶାସନର ଅବହେଳା ଓ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବେଲଗାମ ପ୍ରବାସୀ ମାନଙ୍କ ଉପରେ ଜିଲ୍ଲା ପ୍ରଶାସନର ଅଙ୍କୁଶ ନ ଥିବା ଯୋଗୁଁ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।…
ଅଧିକ ଖବର ଦେଖନ୍ତୁ...

ଦଲାଲ ପାଖେ ବନ୍ଧା ପଡିଛି ରାସନ କାର୍ଡ: କଳନ୍ଦର ଦେଇ ତଳିତଳାନ୍ତ ହେଲେଣି ହିତାଧିକାରୀ

ଜୟପୁର: କେତେଟା ଟଙ୍କା ପାଇଁ ବନ୍ଦା ପଡିଛି ରାସନକାର୍ଡ। ଟିପ ଚିହ୍ନ ଓ ଦସ୍ତଖତ କରୁଛନ୍ତି ହିତାଧିକାରୀ କିନ୍ତୁ ଚାଉଳ ଉଠାଉଛି ଠିକାଦାର। ମାସେ ନୁହେଁ କି ଦୁଇ ମାସ ନ‌ୁହେଁ ପ୍ରାୟ ବର୍ଷାଧିକ କାଳ ହେବ ଏହି କାର୍ଡ ବନ୍ଦା ପଡିଛି। ରାସନ କାର୍ଡରୁ ମିଳୁଥିବା ସବୁ ଜିନିଷର ଅଧା ଦଲାଲର କବଜାରେ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ବାତ୍ୟା ଗତିବିଧି ଦେଖି ସ୍ଥାନାନ୍ତର ହେବେ ଲୋକେ

ଜଗତସିଂହପୁର ଟାଉନ୍: ଆସୁଛି ବାତ୍ୟା ଅମ୍ଫାନ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି । କିଭଳି ଜଣେ ହେଲେ ଲୋକଙ୍କ ଜୀବନ ନଯାଏ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବିଶେଷ କରି ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଏଥିସହ ଶୁଖିଲା ଖାଦ୍ୟ, ମହମବତୀ,…
ଅଧିକ ଖବର ଦେଖନ୍ତୁ...

ଶାହାରୁଖ୍‌ ଉପହାର ଭାବେ ଦେଇଥିବା ସୁନାର ହେଲମେଟକୁ କରୋନା ସହାୟତା ପାଇଁ ଦାନ କଲେ ଅଖତାର୍‌

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ଲକ୍‌ଡାଉନ୍‌ ଲାଗୁ କରିବାକୁ ବାଧ୍ୟ ହେଉଛି। ଏଭଳି ପରିସ୍ଥିତିରେ ଖେଳାଳିମାନେ ଟଙ୍କା, ଖାଦ୍ୟ ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ଦାନ କରିବାକୁ ଆଗେଇ ଆସିଛନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବଲର ସୋଏବ ଅଖତାର୍‌ ଆଇପିଏଲ୍‌ ସମୟରେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ଅଭିନେତାଙ୍କ ମା’ଙ୍କୁ କରୋନା, ହସ୍‌ପିଟାଲ୍‌ରେ ବେଡ ନମିଳିବାରୁ ଭାବୁକ ହୋଇ ଯାଇଥିଲେ ସତ୍ୟଜିତ ଦୁବେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସତ୍ୟଜିତ ଦୁବେଙ୍କ ମା’ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସତ୍ୟଜିତଙ୍କ ମା’ଙ୍କୁ ନିକଟରେ ଜ୍ୱର, କାଶ ଓ ଥଣ୍ଡା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର କରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଅମ୍ଫାନ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ: ବାଲେଶ୍ବର ପହଁଚିଲେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ

ବାଲେଶ୍ବର: ଅମ୍ଫାନ ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ। ଆଜି ବାଲେଶ୍ବର ସଦରର ଚାନ୍ଦିପୁର, ବଳରାମଗଡ଼ି, ବାହାବଳପୁର ସମେତ ବାଲିଆପାଳ, ଭୋଗରାଇ, ସୋର, ବାହାନାଗା, ରେମୁଣା ଆଦି ସାମୁଦ୍ରିକ ତଟବର୍ତ୍ତୀ ଅଞ୍ଚଳର ୩ କିମି ଦୂରତା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

କରୋନା ଲକ୍‌ଡାଉନ୍‌ ପ୍ରଭାବ: ୬୦ ପ୍ରତିଶତରୁ ଅଧିକ ଦେହଜୀବୀ ଦିଲ୍ଲୀ ଛାଡ଼ିଲେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ କାରଣରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି, ଯାହାର ସିଧାସଳଖ ପ୍ରଭାବ ଦେହଜୀବୀଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଦିଲ୍ଲୀର ଅନେକ ଦେହଜୀବୀ ଅର୍ଥ ଅଭାବରୁ ଖାଇବାକୁ ପିଇବାକୁ ନ ପାଇ ନିଜ ଘରକୁ ଫେରି ଯିବାକୁ ବାଧ୍ୟ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲାରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪

ପୁରୀ/ଭୁବନେଶ୍ୱର: ପୁରୀ ଜିଲ୍ଲାରେ ଆଜି ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ପୁରୀ ସହରରୁ, ଜଣେ ପିପିଲି ଓ ଅନ୍ୟ ଜଣେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ମହିଳାଙ୍କୁ ବାପଘରେ ରହିବା ମହଙ୍ଗା ପଡ଼ିଲା; ସ୍ୱାମୀ ସମ୍ପର୍କୀୟ ଭଉଣୀକୁ କଲେ ଦ୍ୱିତୀୟବିବାହ

ବରେଲି: ଲକ୍‌ଡାଉନ୍‌ ସମୟରେ ଉତ୍ତରପ୍ରଦେଶର ବରେଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଲକ୍‌ଡାଉନ୍‌ କାରଣରୁ ଜଣେ ମହିଳା ତାଙ୍କ ବାପ ଘରେ ଫସି ଯାଇଛନ୍ତି। ଏହାର ସୁଯୋଗ ନେଇ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଏହି ଖବର ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପାଉଁରୁଟି ବିକାଳିଙ୍କ ପାଇଁ ୫୦୦ଲୋକ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏଯାବତ ୯୦,୦୦୦ରୁ ଅଧିକ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ୨୮୭୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହି କ୍ରମରେ କେରଳରେ ଜଣେ ବ୍ୟକ୍ତିଙ୍କ କାରଣରୁ ପାଖାପାଖି ୫୦୦ଜଣଙ୍କୁ କରୋନା ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...