Daily Archives

May 18, 2020

ମନରେଗାରେ ଗଞ୍ଜାମରେ ଦିନକୁ କାମ କରୁଛନ୍ତି ୧ଲକ୍ଷ ଲୋକ

ବ୍ରହ୍ମପୁର: କରୋନା ମହାମାରୀ ସମଗ୍ର ଦେଶକୁ କବ୍‌ଜା କରି ରଖିଛି। କରୋନା ଚେନ୍‌କୁ ଭାଙ୍ଗିବା ଲାଗି ମାର୍ଚ୍ଚ ୨୨ରୁ ଲକ୍‌ଡାଉନ୍‌ ଫଳରେ ଗୋଷ୍ଠୀଗତ କାର୍ଯ୍ୟ ବନ୍ଦ ରହିଥିଲା। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା) ଅନ୍ତର୍ଗତ କାର୍ଯ୍ୟ ମଧ୍ୟ ବନ୍ଦ ରହିଥିଲା। ଦ୍ବିତୀୟ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୩୦୭ ଛୁଇଁଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ ଆୟତ୍ତକୁ ଆସିପାରେ ଲାଗିଛି। ଦିନକୁ ଦିନ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ସଂକ୍ରମିତ ଶୀଘ୍ର ସୁସ୍ଥ ହେଉଛନ୍ତି। ଆଜି ଜିଲ୍ଲାରେ ଆଉ ୪୦ ଜଣ ସୁସ୍ଥ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୮୯ ଜଣ ସୁସ୍ଥ ହେଲେଣି।…
ଅଧିକ ଖବର ଦେଖନ୍ତୁ...

ଉପକୂଳବର୍ତ୍ତୀ ୧୨ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଉପକୂଳବର୍ତ୍ତୀ ଓ ତତ୍ସଂଲଗ୍ନ ୧୨ ଗୋଟି ଜିଲ୍ଲା ଯଥା (ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ)କୁ ସତର୍କ କରାଯାଇ ଅଛି ଏବଂ ସମ୍ଭାବ୍ୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଗାଡ଼ି ଚଳାଚଳ ଉପରୁ ଉଠିଲା କଟକଣା, ଟୁଇଟ୍ କରି ସୂଚନା ଦେଲେ ପୁଲିସ କମିସନର

ଭୁବନେଶ୍ବର : ରାଜ୍ୟରେ ଗାଡ଼ି ଚଳାଚଳ ଉପରୁ ହଟିଲା କଟକଣା। ଏଣିକି ୨ ଚକିଆ ଓ ୪ ଚକିଆ ଯାନବାହାନ ବିନା କଟକଣାରେ ଚାଲିପାରିବ। ପୂର୍ବ ୩ ପର୍ଯ୍ୟାୟ  ଲକଡାଉନ୍ ସମୟରେ ରାଜ୍ୟ ସରକାର ଜାରି କରିଥିବା ଏହି କଟକଣାକୁ ଏବେ କୋହଳ କରାଯାଇଛି। ଆଜି ଏହି ସୂଚନା ଟୁଇଟ୍ କରି ଦେଇଛନ୍ତି ପୁଲିସ କମିସନର…
ଅଧିକ ଖବର ଦେଖନ୍ତୁ...

କରୋନା ସାଙ୍ଗକୁ ଅମ୍ଫାନ୍‌ ସହ ଲଢ଼ିବ ଗଞ୍ଜାମ: ପ୍ରବଳ ବର୍ଷା ସମ୍ଭାବନା, ଫୋକସ୍‌ରେ ୫ ଉପକୂଳବର୍ତ୍ତୀ ବ୍ଲକ

ବ୍ରହ୍ମପୁର/ଗୋପାଳପୁର/ଛତ୍ରପୁର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ‘ଅମ୍ଫାନ୍’ ଅତି ଭୟଙ୍କର ବାତ୍ୟା ରୂପ ନେଇଛି। ଗଞ୍ଜାମ ଜିଲ୍ଲା ବିପଦମୁକ୍ତ ଥିବା କୁହା ଯାଉଥିଲେ ହେଁ ଏହାର ପ୍ରଭାବରେ ୧୯ ଓ ୨୦ତାରିଖ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପରେ ପଞ୍ଜାବରେ ଜଣେ ସାଧୁଙ୍କୁ ନିର୍ମମ ହତ୍ୟା

ଚଣ୍ଡୀଗଡ଼: ମହାରାଷ୍ଟ୍ରର ପାଲଘର ଏବଂ ଉତ୍ତରପ୍ରଦେଶରେ ସାଧୁଙ୍କ ହତ୍ୟା ଘଟଣା ମନରୁ ଲିଭିନଥିବାବେଳେ ଆଜି ପଞ୍ଜାବରେ ଜଣେ ସାଧୁଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ନୱାନଶାହରରେ ଥିବା ସାଧୁ ମହା ଯୋଗେଶ୍ୱର ମୁନି ଦେଶାମଙ୍କ ମୃତଦେହ ତାଙ୍କ ଆଶ୍ରମରୁ ଉଦ୍ଧାର କରାଯାଇଛି । ମହା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ସ୍ଥିତି ପରଖିଲା ଏନ୍‌ସିଡିସି କେନ୍ଦ୍ରୀୟ ଟିମ୍‌ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ସାରା ରାଜ୍ୟର ନଜର ଗଞ୍ଜାମ ଉପରେ କେନ୍ଦ୍ରୀଭୂତ। ଏ ପରିସ୍ଥିତିରେ ଏନ୍‌ସିଡିସିର ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଜିଲ୍ଳା ଗସ୍ତ କରି ସ୍ଥିତି ପରଖିଛନ୍ତି। ସ୍ବାସ୍ଥ୍ୟ ନି‌ର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ଓପୋ ମୋବାଇଲ କମ୍ପାନୀର ୯ କର୍ମଚାରୀ କରୋନା ପଜିଟିଭ ପରେ ବନ୍ଦ ହେଲା କାରଖାନା

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଅବସ୍ଥିତ ଓପୋ ମୋବାଇଲ୍ କମ୍ପାନୀର ୯ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ହୋଇଥିବାର ଜଣାପଡିଛି | ଏହା ପରେ କାରଖାନା ବନ୍ଦ ହୋଇଯାଇଛି। କାରଖାନାରେ ପୁନଃଉତ୍ପାଦନ ମେ ୯ ରୁ ଆରମ୍ଭ ହୋଇଥିଲା | ବର୍ତ୍ତମାନ କର୍ମଚାରୀଙ୍କ ସହ ଯୋଗାଯୋଗରେ ଆସୁଥିବା ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ପହଞ୍ଚିଲା କୋଭିଡ଼୍ ସ୍ବାବ୍ ଟେଷ୍ଟିଂ ମେସିନ୍

ରାୟଗଡ଼ା: ରାୟଗଡ଼ାରେ କୋଭିଡ଼୍ ସ୍ବାବ୍ ଟେଷ୍ଟିଂକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁମୋଦନ କରିବା ପରେ ପହଞ୍ଚିଛି ମେସିନ୍। ଦୁଇ ଜଣିଆ ବିଶେଷଜ୍ଞ ଦଳ ମେସିନ୍ ଇନଷ୍ଟାଲସେନ୍ କାମରେ ଲାଗିଥିବା ବେଳେ ମେ’ ୩୧ ସୁଦ୍ଧା ଏହାର ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ। ପ୍ରଥମେ ବାଇଓ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଗଡ଼ିବ ବସ-କାର, ଖୋଲା ରହିବ ମାର୍କେଟ: ଜାଣନ୍ତୁ କେଉଁ ସେବାକୁ ଅନୁମତି ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଖୋଲିବାର ସମୟ ଆସିଛି ବୋଲି କହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଲକଡାଉନ ୪.୦ ପାଇଁ ପ୍ରସ୍ତୁତ କରିଥିବା ନିୟମାବଳୀ ବିଷୟରେ ଘୋଷଣା କରିଛନ୍ତି | ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ…
ଅଧିକ ଖବର ଦେଖନ୍ତୁ...