Daily Archives

May 18, 2020

ଲକଡାଉନ ୪.୦: ‘ଆରୋଗ୍ୟ ସେତୁ’ ଆପକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର

ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ଲକଡାଉନର ଅବଧିକୁ ଚତୁର୍ଥ ପର୍ଯ୍ୟାୟରେ ଆଉ ୧୪ଦିନ ପାଇଁ ବଢାଇଦେବା ସହ ମେ ୩୧ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ | ଏହା ସହ ରାଜ୍ୟ ସରକାରମାନଙ୍କୁ ନିଜ ନିଜ ରାଜ୍ୟ ପାଇଁ ଲକ୍‌ଡାଉନ୍‌ ନିୟମ ତିଆରି କରିବାର ଦାୟିତ୍ୱ ଦେଇଥିଲେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସରକାର ଜାରି କଲେ ଲକଡାଉନ ଗାଇଡଲାଇନ, ଜାଣନ୍ତୁ କ’ଣ ବନ୍ଦ ରହିବ, କ’ଣ ଖୋଲା

ଭୁବନେଶ୍ବର : କେନ୍ଦ୍ର ସରକାର ଲକଡାଉନ ୪.୦ ଘୋଷଣା କରିବାର ଦିନକ ପରେ ଓଡ଼ିଶା ସରକାର ରାଜ୍ୟ ପାଇଁ ଲକଡାଉନ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ସୋମବାରଦିନ ଜାରି ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରୁ ଫେରିଲେ ୨ ଡଙ୍ଗରିଆ ଯୁବତୀ, ଚାଲି ଚାଲି ବିଜୟନଗରମ ଆସିବା ପରେ ଉଦ୍ଧାର କଲା ପ୍ରଶାସନ

ରାୟଗଡ଼ା: ଲକଡାଉନ୍ ଯୋଗୁ ହାଇଦ୍ରାବାଦରେ ଫସିଥିବା ୨ ଡଙ୍ଗରିଆ ଯୁବତୀ କୁମାରୀ ଟାକ୍ରି ଓ କ୍ରିତି କାଡ୍ରାକା ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି। ସିକନ୍ଦରାବାଦରୁ ଚାଲି ଚାଲି ବିଜୟନଗରମ ପର୍ଯ୍ୟନ୍ତ ଆସିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଉଭୟ ଯୁବତୀକୁ ଉଦ୍ଧାର କରିଛି। ଉଭୟଙ୍କୁ ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ପରୀକ୍ଷାମୂଳକ ପ୍ରତିଷେଧକ ତିଆରି କଲା ଆମେରିକୀୟ କମ୍ପାନି ‘ମର୍ଡନା’

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା କରିବାକୁ ପୂର୍ବରୁ ବହୁ ଔଷଧ କମ୍ପାନି ଆଗେଇ ଆସିଥିବା ବେଳେ ଏବେ ଏହି ଦୌଡ଼ରେ ସାମିଲ୍‌ ହୋଇଛି ଆମେରିକାର ଜଣାଶୁଣା କମ୍ପାନି ମର୍ଡନା। ଏହି କମ୍ପାନି କରୋନା ସହ ମୁକାବିଲା କରିବା ପାଇଁ ଏକ ପ୍ରତିଷେଧକର ପରୀକ୍ଷଣ କରିଛି। କରୋନା ଆକ୍ରାନ୍ତ ହୋଇ…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ମହାବାତ୍ୟା ‘ଅମ୍ଫାନ୍‌’: ଜାଣନ୍ତୁ, ଉପକୂଳ ଓଡ଼ିଶାର କେଉଁ ଜିଲ୍ଲାରେ କ’ଣ ରହିବ ଏହାର ପ୍ରଭାବ; ଦେଖନ୍ତୁ…

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦ୍ୱିତୀୟ ସାମୁଦ୍ରିକ ମହାବାତ୍ୟା ‘ଅମ୍ଫାନ୍‌’ ଏବେ ସମୁଦ୍ର ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପରେ ଏହା ଉତ୍ତର ଓ ତତ୍‌ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଦିଗକୁ ଦିଗ ପରିବର୍ତ୍ତନ କରି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବ।…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ୪.୦: ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ‘ନାଇଟ୍ କର୍ଫ୍ୟୁ’ ନିୟମ, ମେ ୩୧ପର୍ଯ୍ୟନ୍ତ…

କୋଲକାତା: ପଶ୍ଚିମବଙ୍ଗ ସରକାର ସୋମବାର ଲକଡାଉନର ଅବଧି ମେ ୩୧ପର୍ଯ୍ୟନ୍ତ ବଢ଼ାଇଛନ୍ତି | ତେବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କିଛି ନିର୍ଦେଶାବଳୀକୁ ମମତା ସରକାର ନିଜ ରାଜ୍ୟରେ ଲାଗୁ କରିନଥିବା ଜଣା ପଡିଛି । ଗତକାଲି କେନ୍ଦ୍ର ସରକାର ଲକଡାଉନର…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ କହି ମହିଳାଙ୍କୁ ନିର୍ଘାତ ବାଡେ଼ଇଲେ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଲକ ଓଲିଡିହି ଗ୍ରାମର ଜନୈକା ମହିଳାଙ୍କୁ କରୋନା ଆକ୍ରାନ୍ତ କହି ସେହି ଗ୍ରାମର କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ | ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତିରିଂ ଥାନାରେ ଅଭିଯୋଗ କରିଛନ୍ତି | ଓଲିଡିହି…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଟ୍ରେନ ଟିକେଟ ବାବଦ ଅର୍ଥ ଭରଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଟ୍ରେନରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଆଜି ବଡ଼ ଆଶ୍ୱସ୍ତିକର ଘୋଷଣା କରିଛନ୍ତି । ଟ୍ରେନରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଟିକେଟ ମୂଲ୍ୟ ରାଜ୍ୟ ସରକାର ଦେବେ । ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଏହା କହିଛନ୍ତି, ଏବେ ଓଡ଼ିଶାକୁ ବହୁ ସଂଖ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତ କିଣିବ ୪୫୦ଟି ଲଢୁଆ ବିମାନ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ପ୍ରାୟ ୪୫୦ଟି ଲଢୁଆ ବିମାନ ସାମିଲ କରିବ ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଆରକେଏସ ଭାଦୁରିଆ କହିଛନ୍ତି । ସେ କହିଛନ୍ତି ଯେ ଦେଶର ପଶ୍ଚିମ ଓ ଉତ୍ତରଭାଗରେ ଏସବୁ ଯୁଦ୍ଧ ବିମାଗୁଡ଼ିକର ମୁତୟନ କରାଯିବ । ଏହି ୪୫୦ଟି ଲଢୁଆ…
ଅଧିକ ଖବର ଦେଖନ୍ତୁ...

ଲୁଣ କଳା ବଜାରି ପ୍ରସଙ୍ଗ : ହୋଲସେଲରକୁ ଲକ୍ଷେ ଟଙ୍କା ଫାଇନ ପକାଇଲା ପ୍ରଶାସନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାପାଟଣାଗଡ଼ରେ ଲୁଣ କଳା ବଜାରି କରୁଥିବା ନେଇ ଜଣା ପଡିଥିଲାା ଏ ନେଇ ପ୍ରଶାସନ ପକ୍ଷରୁ କଳା ବଜାରି ନ କରିବା, ଗ୍ରାହକ ମାନଙ୍କୁ ଅଧିକ ଲୁଣ ବିକ୍ରି ନ କରିବା ନେଇ ଘୋଷଣା କରା ଯାଇଥିଲା । ତେବେ ଏହାକୁ ଭୃକ୍ଷେପ ନ କରି କିଛି ବ୍ୟବସାୟୀ ଏହାର କଳା ବଜାରୀ ଜାରି…
ଅଧିକ ଖବର ଦେଖନ୍ତୁ...