Daily Archives

May 19, 2020

କେବଳ ବାତ୍ୟା ନୁହେଁ, ଆଗାମୀ ୩ ମାସ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ବାତ୍ୟା ଅମ୍ଫାନ୍ ଓଡ଼ିଶାର ବିଶେଷ କ୍ଷତି କରିବ ନାହିଁ । ଏହି ଖବର କୋଭିଡ୧୯ ମହାମାରୀରେ ବନ୍ୟା-ବାତ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲା ପାଇଁ କିଛି ପରିମାଣରେ ଆଶ୍ୱସ୍ତି ମିଳିଛି, କିନ୍ତୁ ଆଗାମୀ ଦିନରେ ବର୍ଷା ଜନିତ ବଢ଼ି ପାଇଁ ଏବେଠାରୁ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ପାଚିଲା ଧାନ କ୍ଷେତକୁ ଅମ୍ଫାନ୍ କାଳ: ଜିଲ୍ଲାର ୧୨ଶହ ହେକ୍ଟର ଶସ୍ୟକ୍ଷେତ୍ରରେ କଟାହୋଇନି ଧାନ

ବାରିପଦା: ମାଡ଼ିଆସୁଛି ମହାବାତ୍ୟା ଅମ୍ଫାନ୍। ମୟୂରଭଞ୍ଜ ଜିଲ୍ଲା ଉପରେଏହାର ପ୍ରଭାବ ପଡ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜିଲ୍ଲାରେ ଏହାର ପ୍ରଭାବ ଧୀରେ ଧୀରେ ବାରି ହେବାରେ ଲାଗିଲାଣି। ସକାଳୁ ଜିଲ୍ଲାରେ ପାଗ କୋହଲିଆ ଥିଲା। ଆକାଶରେ କଳା ବାଦଲ ଘୋଟି ରହିଥିଲା। ଅପରାହ୍ନରୁ…
ଅଧିକ ଖବର ଦେଖନ୍ତୁ...

ଟିକ୍‌ଟକ୍‌ ପାଇଁ ସିଂହ ସହିତ ସେଲଫି ନେବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଟିକ୍‌ଟକ୍‌ରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ମଧ୍ୟରୁ କିଛି ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଆଉ କିଛିକୁ ନେଇ ବିବାଦ ସୃଷ୍ଟି ହୋଇଯାଇଥାଏ। ଆଉ କେତେକ ଭିଡିଓ ପାଇଁ କଡା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଥାଏ। ନିକଟରେ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ଘରକୁ ଫେରି ପାରିଲେ ନାହିଁ ପିତା-ମାତା; ନିରାଶ୍ରୟ ପିଲାଙ୍କୁ ପୁଲିସ ଏଭଳି ସାହାଯ୍ୟ କଲା

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର କୈଳାଶରେ ପୁଲିସ ନିରାଶ୍ରୟ ପିଲାଙ୍କ ପାଇଁ କରିଥିବା କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୁରିଭୁରି ପ୍ରଶଂସା କରାଯାଉଛି। କାରଣ ଲକ୍‌ଡାଉନ୍‌ ସମୟରେ ଯେଉଁ ପିଲାଙ୍କ ମାତା-ପିତା ଘରକୁ ଫେରି ପାରି ନାହାନ୍ତି ସେମାନଙ୍କ ପାଖରେ ପୁଲିସ ଦେବଦୂତ ସାଜି ପହଞ୍ଚିଥିଲା।…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ସରକାର ଖୋଲା ଟ୍ରକ୍‌ରେ ମୃତଶରୀର ସହିତ ଗୁରୁତର ଆହତ ଶ୍ରମିକଙ୍କୁ ଝାଡ଼ଖଣ୍ଡ ପଠାଇଲେ

ରାଞ୍ଚି: ଉତ୍ତରପ୍ରଦେଶ ଔରିୟାରେ ମେ ୧୬ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ୨୬ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ମୃତ ଶ୍ରମିକମାନେ ପାଦରେ ଚାଲିଚାଲି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୃତ ଶ୍ରମିକଙ୍କ ମଧ୍ୟରୁ ୧୧ଜଣ ଝାଡ଼ଖଣ୍ଡର ଥିଲେ। ତେବେ ଏହି ଶ୍ରମିକଙ୍କ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ସହିତ ଜୁମ୍‌ କନ୍‌ଫରେନ୍ସ ଚାଲୁଥିବା ସମୟରେ ହଠାତ ନଗ୍ନ ଅବସ୍ଥାରେ ନଜର ଆସିଲେ ବ୍ୟବସାୟୀ

ନୂଆଦିଲ୍ଲୀ: ବ୍ରାଜିଲ୍‌ରେ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କ ସହିତ ଏକ ଜୁମ୍‌ କନ୍‌ଫରେନ୍ସ  ଚାଲୁଥିବା ସମୟରେ ଜଣେ ବ୍ୟବସାୟୀଙ୍କୁ ଏଥିରେ ନଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଏହି…
ଅଧିକ ଖବର ଦେଖନ୍ତୁ...

ମାନବିକତା ଦେଖାଇଲେ ଆଇଏଏସ୍ ‌: ଖାଲି ପାଦରେ ତତଲା ରାସ୍ତାରେ ଚାଲୁଥିବା ଯୁବତୀଙ୍କୁ ନିଜ ହାତରେ ପିନ୍ଧାଇଲେ ଚପଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ଚାଲିଚାଲି ଶହଶହ କିଲୋମିଟର ଅତିକ୍ରମ କରି ଆସୁଛନ୍ତି। ଏହି ସମୟରେ ଅନେକଲୋକ ଶ୍ରମିକମାନଙ୍କୁ ସାହାଯ୍ୟ କରୁଥିବା ବି ଦେଖିବାକୁ ମିଳିଛି। ରାସ୍ତାରେ ଚାଲିଚାଲି ନିଜ ଘରକୁ ଫେରୁଥିବା ଶ୍ରମିକଙ୍କ ପାଖରେ ଖାଇବାକୁ…
ଅଧିକ ଖବର ଦେଖନ୍ତୁ...

ନିଜ ବ୍ଲକର ସଙ୍ଗରୋଧ କେନ୍ଦ୍ରକୁ ଯିବା ପାଇଁ ପ୍ରବାସୀଙ୍କ କଳାହାଣ୍ଡି ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ରାଜକୋଟ, ଗୁଜୁରାଟ ଅଞ୍ଚଳରୁ ୭ଟି ବସରେ ୨୦୦ ରୁ ଅଧିକ ପ୍ରବାସୀ ଭବାନୀପାଟଣା ପହଁଚିଥିଲେ । କଳାହାଣ୍ଡି ଜିଲ୍ଲାର ଜୟପାଟଣା, ନର୍ଲା, କୋକସରା ଆଦି ବ୍ଳକ ର ଏହି  ପ୍ରବାସୀ ଶ୍ରମିକ ମାନେ ଭୋକ ଉପାସରେ ପହଂଚିବା ପରେ ଖାଇବାକୁ ମାଗିଥିଲେ। ଏମାନେ ହଠାତ…
ଅଧିକ ଖବର ଦେଖନ୍ତୁ...

୪୫ବର୍ଷ ପରେ ଲକ୍‌ଡାଉନ୍‌ ସମୟରେ ଘରକୁ ଫେରି ଆସିଲେ ବୃଦ୍ଧ; ଆପଣାଇଲେ ନାହିଁ ପରିବାରଲୋକ

ଉତ୍ତରକାଶୀ: ଉତ୍ତରକାଶୀର ଏକ ଗ୍ରାମରେ ଜଣେ ବ୍ୟକ୍ତି ୪୫ବର୍ଷ ହେବ ନିଖୋଜ ରହିବା ପରେ ଗତ ରବିବାର ସେ ଘରକୁ ଫେରି ଆସିଛନ୍ତି। ଏବେ ଉକ୍ତ ବ୍ୟକ୍ତିଙ୍କ ବୟସ ୮୪ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି। କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ଧରି ନିଖୋଜ ରହି ଘରକୁ ଫେରିବା ପରେ ବି ପରିବାର ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ବଡ଼ଖବର : ଜୁନ୍ ୧ ତାରିଖରୁ ଚାଲିବ ଟ୍ରେନ, ରେଳମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଜୁନ ୧ ତାରିଖ ଠାରୁ ଟ୍ରେନ୍ ଚାଲିବ । ଭାରତୀୟ ରେଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦଫାରେ ଲକଡାଉନ୍ ୪ ଶେଷ ହେବା ପର ଦିନ ୨୦୦ଟି ସାଧାରଣ ଟ୍ରେନ୍ ଚାଲିବ। କେବଳ ଅଣ-ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚାଲିବ ଓ ଏହାର ଟିକେଟ୍ ଅନଲାଇନରେ ହିଁ ମିଳିପାରିବ ବୋଲି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...