Daily Archives

May 19, 2020

ଜାତୀୟ ଗଣମାଧ୍ୟମ ସଂସ୍ଥାର ୨୮କର୍ମଚାରୀ କରୋନା ସଂକ୍ରମିତ; କାର୍ଯ୍ୟାଳୟ ହେଲା ସିଲ୍‌

ନୋଏଡା : ଦେଶର ବଡ଼ ମିଡିଆ ହାଉସ୍‌ ଜି ମିଡିଆ କର୍ପୋରେସନ୍‌ ଲିମିଟେଡର ୨୮ଜଣ କର୍ମଚାରୀ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୮ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ କାର୍ଯ୍ୟାଳୟ, ନ୍ୟୁଜ ରୁମ୍‌ ଓ ଷ୍ଟୁଡିଓ ଆଦିକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ସଂଗରୋଧ କେନ୍ଦ୍ରରୁ ଫେରାର ହେଲେ ମହିଳା

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପଞ୍ଚମହଲା ଗ୍ରାମ ପଂଚାୟତର ସଂଗରୋଧ କେନ୍ଦ୍ରରୁ ଜଣେ ମହିଳା ଫେରାର ମାରି ଥିବା ନେଇ ପଞ୍ଚମହଲା ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ କାର୍ତ୍ତିକେଶ୍ୱର ଶତପଥୀ ଉଲୁଣ୍ଡା ବିଡ଼ିଓକୁ ଅବଗତ କରିଛନ୍ତି। ସୂଚନା ଅନୁସାରେ ଗତ ୧୭ ତାରିଖ  ଜଣେ ଅସହାୟ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଲା, ସାରା ବିଶ୍ୱରେ ମୋଟ ୪୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ଟପିଯାଇଛି । ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ସଂଧ୍ୟା ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ୩୬ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୯ ହଜାରରେ ପହଞ୍ଚିଛି ।…
ଅଧିକ ଖବର ଦେଖନ୍ତୁ...

ଘରୋଇ ଓଡ଼ିଆ ସ୍କୁଲ ବହି, ଖାତା ବିକ୍ରିରେ ଅଭିଭାବକଙ୍କୁ ଶୋଷଣ

ରାଉରକେଲା: ଆସନ୍ତା ଜୁନ୍‌ ୧୭ରେ ଉଭୟ ଘରୋଇ ଓ ସରକାରୀ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ସରକାର। କରୋନା ସଂକ୍ରମଣ ନ କମିଲେ ସମୟ ସୀମା ଆହୁରି ବଢ଼ା ଯାଇପାରେ। ସାଧାରଣ ଲୋକେ କରୋନା ଲକ୍‌ଡାଉନ୍‌ରେ କଷ୍ଟରେ ଥିବାବେଳେ ଏଭଳି କଠିନ ସମୟରେ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ପରି ବେପାର…
ଅଧିକ ଖବର ଦେଖନ୍ତୁ...

୩୨ବର୍ଷ ପରେ ନିଜ ବାପାମାଆଙ୍କୁ ଫେରି ପାଇଲେ ୩୨ ବର୍ଷ ତଳେ ହଜି ଯାଇଥିବା ପୁଅ

ବେଜିଂ: ଆପଣ ହୁଏତ ପୂର୍ବରୁ ସିନେମାରେ ଏପରି କାହାଣୀ ଦେଖିଥିବେ! ପିଲାଦିନେ ଅପହୃତ ହୋଇଥିବା ଚୀନର ଜଣେ କୁନି ବାଳକ ଦୀର୍ଘ ୩୨ ବର୍ଷ ପରେ ନିଜ ଜନ୍ମକଲା ବାପାମାଆଙ୍କୁ ଫେରିପାଇବା ଘଟଣା ଅନେକଙ୍କୁ ଭାବପ୍ରବଣ କରାଇ ଦେଇଛି। ଫେସିଆଲ୍ ରେକ୍‌ଗନିସନ୍‌ କୌଶଳ ଅବଲମ୍ବନ କରି ପୁଲିସ୍‌ ଯୁବକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଅବାକ ହେଲେ ଥାନା ଅଧିକାରୀ, ୨୨ କିମି ସାଇକେଲ ଚଳାଇ ଥାନାରେ ପହଞ୍ଚିଲେ ଆରକ୍ଷୀ ଅଧୀକ୍ଷକ

ତେନ୍ତୁଳିଖୁଣ୍ଟି: ୨୨ କିମି ସାଇକେଲ ଚଳାଇ ଆଜି ସଂଧ୍ୟା ସାଢ଼େ ୬ଟାରେ ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚିଲେ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର । ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଲକର ୨୨ କିମି ସାଇକେଲ ଚଳାଇ ଥାନାକୁ ଆସୁଥିବାର ଖବର ପାଇବା ପରେ ଥାନାର ସମସ୍ତ କର୍ମଚାରୀ ଅବାକ…
ଅଧିକ ଖବର ଦେଖନ୍ତୁ...

ଜେଇଇ ମେନ୍‌ ୨୦୨୦: ଇଚ୍ଛୁକ ପରୀକ୍ଷାର୍ଥୀମାନେ ମେ ୨୪ ପର୍ଯ୍ୟନ୍ତ ଆବେଦନ ଫର୍ମ ପକାଇ ପାରିବେ

ନୂଆଦିଲ୍ଲୀ: ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକ୍‌ଜାମ୍‌(ଜେଇଇ-ମେନ୍‌ସ) ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ ପରୀକ୍ଷାର୍ଥୀମାନେ ମେ ୧୯ ତାରିଖରୁ ମେ ୨୪ ତାରିଖ ମଧ୍ୟରେ ଜେଇଇ-ମେନ୍‌ସ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡକୁ ଭାରତ ସମେତ ୧୦ ଦେଶ ମନୋନୀତ

ଜେନିଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଭାରତ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି । ଭାରତ ସମେତ ୧୦ଟି ଦେଶ ସଂଗଠନର କାର୍ଯ୍ୟକାରୀ ବୋର୍ଡକୁ ମନୋନୀତ ହୋଇଛନ୍ତି । ଅନ୍ୟ ଦେଶମାନେ ହେଲେ ବତସ୍ୱାନା,କଲମ୍ବିଆ, ଘାନା, ଗିନିବିସୁ,ଋଷିଆ, ମାଡାଗାସ୍କର, ଓମାନ, ଦକ୍ଷିଣକୋରିଆ ଓ…
ଅଧିକ ଖବର ଦେଖନ୍ତୁ...

ଆଜି ବିଳମ୍ବିତ ରାତିରେ ପବନର ବେଗ ହଠାତ୍ ବଢ଼ିପାରେ, ଲୋକେ ସତର୍କ ରହିଲେ ଭଲ: ଏସ୍ଆରସି

ଭୁବନେଶ୍ୱର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ‘ଅମ୍ଫାନ’ ଯୋଗୁଁ ପବନର ବେଗ ଆଜି ରାତି ହଠାତ୍ ବଢ଼ିପାରେ । ତେଣୁ ଲୋକେ ସତର୍କ ରହିବା ଦରକାର । ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ବିଏମସି ଜାରି କଲା ନୂଆ ଗାଇଡଲାଇନ, କ’ଣ ଖୋଲିବ ଆଉ କ’ଣ ଖୋଲିବ ନାହିଁ ଜାଣନ୍ତୁ

ଭୁବନେଶ୍ୱର: ଲକଡାଉନ ୪.୦ ଚଳିତ ମାସ ୩୧ ତାରିଖ ଯାଏ ବଢ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ୱର ମହାନଗର ନିଗମରେ  ୪ର୍ଥ ପର୍ଯ୍ୟାୟ ଲକଡାଉନ ନିୟମ ଜାରି ହୋଇଛି। ଆସନ୍ତୁ ଜାଣିବା ରାଜ୍ୟ…
ଅଧିକ ଖବର ଦେଖନ୍ତୁ...