Daily Archives

May 20, 2020

ସୀମାନ୍ତର ଜାଗ୍ରତ ପ୍ରହରୀ ବିଜୟଲକ୍ଷ୍ମୀ: ପ୍ରବାସୀ ଶ୍ରମିକଙ୍କୁ ସହାୟତା ସହ ମଦ ମାଫିଆଙ୍କୁ କରୁଛନ୍ତି ସାବାଡ଼୍

ରାୟଗଡ଼ା: ମେଡ଼ିସିନ୍ ଖାଇଲେ ମୋ ଯନ୍ତ୍ରଣା କମିଯିବ, ମାଇଲ ମାଇଲ ଦୂର ଚାଲୁଥିବା ଶ୍ରମିକଙ୍କ ଦୁଃଖ କିଏ ଲାଘବ କରିବ? କରୋନା ଭଳି ମହାମାରୀ ପରିସ୍ଥିତିରେ ସେମାନଙ୍କୁ ସେବା ଓ ସହାୟତା କରିବା ମୋ ପାଇଁ ଏକ ସୁଯୋଗ। ଯାହା ଚାକିରୀ ଜୀବନ ସମୟ ଭିତରେ ଆଉ ଆସିନପାରେ। ଶାରୀରିକ ଅସୁସ୍ଥତା,…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ଖୋଲିବା ନେଇ ବିଳମ୍ବ, ଟୋକନ ଧରି ଚାଷୀ ବୁଲୁଛି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ବିଳମ୍ବ ହେଉଥିବା ବେଳେ ପ୍ରକୃତ ଚାଷୀମାନେ ଟୋକନ ଧରି ଧାନ ବିକ୍ରି କରିବା ପାଇଁ ବୁଲୁଛନ୍ତି । ଜିଲ୍ଲା ରେ ୧୩୩ଟି ଧାନମଣ୍ଡି ରୁ ଆଜି ପର୍ଯ୍ୟନ୍ତ ମାତ୍ର ୨୨ ଟି ମଣ୍ଡି ଆରମ୍ଭ ହୋଇଛି । ୧୧୧ ଟି ମଣ୍ଡି ଏପର୍ଯ୍ୟନ୍ତ ଖୋଲି ନଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଜ୍ୟାକ୍‌ଲିନ୍‌, ତାପସୀ ଓ ଭୂମିଙ୍କୁ ସମାଲୋଚନା କଲେ ସୋନା; ସେ ଗାଇଥିବା ଗୀତରେ ଠିକ୍‌ ଭାବେ ଓଠ ମିଳାଇ…

ମୁମ୍ବାଇ: କିଛି ଦିନ ଅନ୍ତରରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାର .କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ର। ନିକଟରେ ସେ ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ‌ଯେ ତାଙ୍କ ଗୀତକୁ ଭଲ ଭାବେ ଲିପ୍‌ ସିନ୍‌ କରାଯାଉ ନାହିଁ।…
ଅଧିକ ଖବର ଦେଖନ୍ତୁ...

ରେଳ ମନ୍ତ୍ରାଳୟ ଜାରି କଲା ୨୦୦ ଟ୍ରେନର ତାଲିକା : ଆସନ୍ତାକାଲି ସକାଳୁ ଟିକେଟ୍ ବୁକିଂ ଆରମ୍ଭ, ଜାଣନ୍ତୁ କେଉଁ ଟ୍ରେନ୍…

ନୂଆଦିଲ୍ଲୀ : ଜୁନ୍‌ ପହିଲାଠାରୁ ଭାରତୀୟ ରେଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବ। ବୁଧବାର ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ୨୦୦ଟି ଟ୍ରେନର (ଶହେ ଯୋଡ଼ା) ତାଲିକା ଜାରି କରାଯାଇଛି। ଏଥିସହ ଏହି ସବୁ ଟ୍ରେନରେ ଯାତ୍ରା କରିବା ଲାଗି ଆସନ୍ତାକାଲି (୨୧…
ଅଧିକ ଖବର ଦେଖନ୍ତୁ...

୨ କିଲୋ ଚାଉଳର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ସିଲିଗୁଡ଼ି: କରୋନା ଭାଇରସ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ହେତୁ ସାଧାରଣ ବର୍ଗର ଲୋକେ ଖାଦ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ ତାହାର ସୁଯୋଗ ‌ଉଠାଉଛନ୍ତି କିଛି ଅମାନୁଷିକ ବ୍ୟକ୍ତି। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ୨ କିଲୋ…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ର ଆବେଦନ ପରେ ନୱାଜୁଦ୍ଦିନଙ୍କ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିିକି‌ଙ୍କୁ ତାଙ୍କ ପତ୍ନୀ ଛାଡ଼ପତ୍ର ଦେବାକୁ ଚାହାନ୍ତି ବୋଲି ନିକଟରେ ଖବର ପ୍ରକାଶ ପାଇ ସାରିଛି। ଏବେ ଆଉ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି।  ନୱାଜଙ୍କ ପତ୍ନୀ ଆଲିଆ ଅଭିଯୋଗ ଆଣି କହିଛନ୍ତି ଯେ ନୱାଜୁଦ୍ଦିନଙ୍କ ଭାଇ ସମାସ ସିଦ୍ଦିିକି…
ଅଧିକ ଖବର ଦେଖନ୍ତୁ...

୨୦ ଦିନରେ ୨୩ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଛି ଶ୍ରମିକ ସ୍ପେଶାଲ ଟ୍ରେନ୍

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସହାୟ ବ୍ୟକ୍ତିଙ୍କ ଦୁଃଖକଷ୍ଟକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ, ଭାରତୀୟ ରେଳ ମେ ପହିଲାରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଇବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ନୂଆ ଲକ୍‌ଡାଉନ୍‌ ନିୟମ ଭଙ୍ଗ କରି ୮ ଜଣ ଗିରଫ, ୧୭୯ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ

ନୋଇଡ଼ା: କରୋନା ଭାଇରସ୍‌ ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହୋଇ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଅନେକ ନିୟମରେ ପରିବର୍ତ୍ତନ ଆସିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମ ଭଙ୍ଗ କଲେ ଜରିମାନା ଦେବାକୁ ହେବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ, ଏହି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁର୍‌ରେ ଅଚାନକ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଆତଙ୍କିତ ହେଲେ ସ୍ଥାନୀୟ ବାସିନ୍ଦା

ବେଙ୍ଗାଲୁର: ସାରା ଦେଶରେ ଲକ୍‌ଡାଉନ୍‌ ହେତୁ ଶୂନଶାନ୍‌ ପରିବେଶ ରହିଥିବା ବେଳେ ବେଙ୍ଗାଲୁର୍‌ରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ଖୁବ୍‌ ଜୋର୍‌ରେ ଶୁଭିଥିବା ଏହି ଶବ୍ଦ ବେଙ୍ଗାଲୁର ବାସିନ୍ଦାଙ୍କୁ ଅ‌ାତଙ୍କିତ କରିଛି। ତେବେ, ଏହି ପ୍ରଚଣ୍ଡ ଶବ୍ଦଟି କେଉଁ କାରଣରୁ ଶୁଭିଛି ତାହା ଜଣା…
ଅଧିକ ଖବର ଦେଖନ୍ତୁ...

ମାତ୍ର କେଇ ଘଣ୍ଟାରେ କୋଲ୍‌କାତାକୁ ଧରାଶାୟୀ କରିଦେଲା ଅମ୍ଫାନ୍‌, ତାସଘର ପରି ଦୋହଲି ଗଲା ନଭଶ୍ଚୁମ୍ଭୀ ଅଟ୍ଟାଳିକା

କୋଲ୍‌କାତା: ବିଦ୍ୟୁତ୍‌ ନାହିଁ, ଟେଲିଫୋନ୍‌ ଯୋଗାଯୋଗ ନାହିଁ କି ନାହିଁ ଇଣ୍ଟ୍‌ରନେଟ୍‌ କନ୍‌କେସନ୍‌! ଟଳି ପଡ଼ିଛି ବିଶାଳକାୟ ବୃକ୍ଷ, ମଝି ରାସ୍ତା‌ରେ ପଡ଼ି ରହିଛି ବିଦ୍ୟୁତ୍‌ ଖୁଣ୍ଟି, ଗଛର ପତ୍ର ପରି ଉଡ଼ି ଯାଇଛି ଆଜ୍‌ବେଷ୍ଟ୍‌ସ, ମାଟିରେ ମିଶିଛି କଚା ଘର, ଭାଙ୍ଗି ଯାଇଛି ନଭଶ୍ଚୁଭ୍ଗୀ…
ଅଧିକ ଖବର ଦେଖନ୍ତୁ...